Luke 9:49 in Oriya

Oriya Oriya Bible Luke Luke 9 Luke 9:49

Luke 9:49
ଯୋହନ କହିଲେ, ଗୁରୁ, ଆମ୍ଭମାନେେ ଜଣେ ଲୋକକୁ ଆପଣଙ୍କ ନାମ ନଇେ ଭୂତମାନଙ୍କୁ ଲୋକଙ୍କ ଦହରେୁ ତଡି ଦେଉଥିବାର ଦେଖିଲୁ। ଆମ୍ଭମାନେେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ଯମାନଙ୍କ ଗୋଷ୍ଠୀର ଲୋକ ନୁହେଁ।

Luke 9:48Luke 9Luke 9:50

Luke 9:49 in Other Translations

King James Version (KJV)
And John answered and said, Master, we saw one casting out devils in thy name; and we forbad him, because he followeth not with us.

American Standard Version (ASV)
And John answered and said, Master, we saw one casting out demons in thy name; and we forbade him, because he followeth not with us.

Bible in Basic English (BBE)
And John, answering, said, Master, we saw a man driving out evil spirits in your name, and we did not let him do it, because he was not one of us.

Darby English Bible (DBY)
And John answering said, Master, we saw some one casting out demons in thy name, and we forbad him, because he follows not with us.

World English Bible (WEB)
John answered, "Master, we saw someone casting out demons in your name, and we forbade him, because he doesn't follow with us."

Young's Literal Translation (YLT)
And John answering said, `Master, we saw a certain one in thy name casting forth the demons, and we forbade him, because he doth not follow with us;'

And
Ἀποκριθεὶςapokritheisah-poh-kree-THEES

δὲdethay
John
hooh
answered
Ἰωάννηςiōannēsee-oh-AN-nase
and
said,
εἶπενeipenEE-pane
Master,
Ἐπιστάταepistataay-pee-STA-ta
saw
we
εἴδομένeidomenEE-thoh-MANE
one
τιναtinatee-na
casting
out
ἐπὶepiay-PEE

τῷtoh
devils
ὀνόματίonomatioh-NOH-ma-TEE
in
σουsousoo
thy
ἐκβάλλονταekballontaake-VAHL-lone-ta

τάtata
name;
δαιμόνιαdaimoniathay-MOH-nee-ah
and
καὶkaikay
we
forbad
ἐκωλύσαμενekōlysamenay-koh-LYOO-sa-mane
him,
αὐτὸνautonaf-TONE
because
ὅτιhotiOH-tee
he
followeth
οὐκoukook
not
ἀκολουθεῖakoloutheiah-koh-loo-THEE
with
μεθ'methmayth
us.
ἡμῶνhēmōnay-MONE

Cross Reference

Mark 9:38
ଯୋହନ ଯୀଶୁଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ନାମ ନଇେ ଲୋକଙ୍କ ଦହରେୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭମାନେେ ଦେଖିଲୁ। ଆମ୍ଭମାନେେ ତାକୁ ମନାକରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।

Numbers 11:27
ତହୁଁ ଜଣେ ୟୁବକ ଦୌଡି ୟାଇ ମାଶାଙ୍କେୁ କହିଲା, ଇଲଦଦ୍ ଓ ମଦେଦ୍ ଛାଉଣୀ ଭିତ ରେ ରହି ଭବିଷ୍ଯତ କଥା ପ୍ରଚାର କରୁଅଛନ୍ତି।

3 John 1:9
ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।

Mark 10:13
ପୁଣି ଲୋକମାନେ ଯୀଶୁଙ୍କୁ ପାଖକୁ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦଇେ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ବାରଣ କଲେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ।

Luke 5:5
ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।

Acts 4:18
ତେଣୁ ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମ ରେ କୌଣସି କଥା ବା ଉପଦେଶ ନ ଦବୋପାଇଁ ଆଦେଶ ଦେଲେ।

Acts 5:28
ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମ ରେ ଶିକ୍ଷା ନ ଦବୋପାଇଁ କଠାେର ଆଦେଶ ଦଇେଥିଲୁ କିନ୍ତୁ ତୁମ୍ଭମାନେେ ନିଜନିଜ ଶିକ୍ଷା ଦ୍ବାରା ୟିରୂଶାଲମକୁ ପୂର୍ଣ୍ଣ କରି ଦଇେଛ। ତୁମ୍ଭମାନେେ ଏ ଲୋକର ମୃତ୍ଯୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦବୋପାଇଁ ଚ଼ାହୁଁଛ।

1 Thessalonians 2:16
ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।