Luke 23:27 in Oriya

Oriya Oriya Bible Luke Luke 23 Luke 23:27

Luke 23:27
ବହୁ ସଂଖ୍ଯା ରେ ଲୋକେ ଯୀଶୁଙ୍କ ପେଛ ପେଛ ଗଲେ। କେତକେ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସମାନେେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।

Luke 23:26Luke 23Luke 23:28

Luke 23:27 in Other Translations

King James Version (KJV)
And there followed him a great company of people, and of women, which also bewailed and lamented him.

American Standard Version (ASV)
And there followed him a great multitude of the people, and of women who bewailed and lamented him.

Bible in Basic English (BBE)
And a great band of people went after him, and of women making signs of grief and weeping for him.

Darby English Bible (DBY)
And a great multitude of the people, and of women who wailed and lamented him, followed him.

World English Bible (WEB)
A great multitude of the people followed him, including women who also mourned and lamented him.

Young's Literal Translation (YLT)
And there was following him a great multitude of the people, and of women, who also were beating themselves and lamenting him,

And
Ἠκολούθειēkoloutheiay-koh-LOO-thee
there
followed
δὲdethay
him
αὐτῷautōaf-TOH
a
great
πολὺpolypoh-LYOO
company
πλῆθοςplēthosPLAY-those
of

τοῦtoutoo
people,
λαοῦlaoula-OO
and
καὶkaikay
of
women,
γυναικῶνgynaikōngyoo-nay-KONE
which
αἳhaiay
also
καὶkaikay
bewailed
ἐκόπτοντοekoptontoay-KOH-ptone-toh
and
καὶkaikay
lamented
ἐθρήνουνethrēnounay-THRAY-noon
him.
αὐτόνautonaf-TONE

Cross Reference

Luke 8:52
ସମସ୍ତେ ସହେି ଝିଅଟିର ମୃତ୍ଯୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, କନ୍ଦନାହିଁ, ସେ ମରି ନାହିଁ, ସେ କବଳେ ଶାଇେଛି ମାତ୍ର।

Matthew 27:55
କିଛି ଦୁର ରେ ଅନକେ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନବୋ ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ।

Mark 15:40
କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।

Luke 8:2
କେତକେ ସ୍ତ୍ରୀଲୋକ ମଧ୍ଯ ତାହାଙ୍କ ସାଙ୍ଗ ରେ ଥିଲେ। ସମାନଙ୍କେୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସମାନଙ୍କେ ମଧ୍ଯରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତଟି ଭୁତ ବାହାର କରା ଯାଇଥିଲା।

Luke 23:55
ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସମାନେେ ୟୋ ସଫଙ୍କେ ପେଛ ପେଛ ଗଲେ। ସମାନେେ ଯାଇ କବରଟି ଦେଖିଲେ। । ଭିତ ରେ ଯେଉଁ ସ୍ଥାନ ରେ ଶରୀରଟି ରଖାଗଲା, ସହେି ସ୍ଥାନଟି ମଧ୍ଯ ସମାନେେ ଦେଖିଲେ।