Joshua 4:2
ବାରଜଣ ଲୋକଙ୍କକ୍ସ୍ଟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାଛ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ।
Joshua 4:2 in Other Translations
King James Version (KJV)
Take you twelve men out of the people, out of every tribe a man,
American Standard Version (ASV)
Take you twelve men out of the people, out of every tribe a man,
Bible in Basic English (BBE)
Take twelve men from the people, a man for every tribe,
Darby English Bible (DBY)
Take you twelve men out of the people, one man out of every tribe,
Webster's Bible (WBT)
Take you twelve men from the people, from every tribe a man,
World English Bible (WEB)
Take twelve men out of the people, out of every tribe a man,
Young's Literal Translation (YLT)
`Take for you out of the people twelve men, one man -- one man out of a tribe;
| Take | קְח֤וּ | qĕḥû | keh-HOO |
| you twelve | לָכֶם֙ | lākem | la-HEM |
| מִן | min | meen | |
| men | הָעָ֔ם | hāʿām | ha-AM |
| שְׁנֵ֥ים | šĕnêm | sheh-NAME | |
| out of | עָשָׂ֖ר | ʿāśār | ah-SAHR |
| people, the | אֲנָשִׁ֑ים | ʾănāšîm | uh-na-SHEEM |
| out of every | אִישׁ | ʾîš | eesh |
| tribe | אֶחָ֥ד | ʾeḥād | eh-HAHD |
| a man, | אִישׁ | ʾîš | eesh |
| אֶחָ֖ד | ʾeḥād | eh-HAHD | |
| מִשָּֽׁבֶט׃ | miššābeṭ | mee-SHA-vet |
Cross Reference
Joshua 3:12
ବର୍ତ୍ତମାନ ତୁମ୍ଭେ ବାରଜଣ ଲୋକଙ୍କକ୍ସ୍ଟ ବାଛ। ତୁମ୍ଭମାନେେ ଇଶ୍ରାୟେଲର ବାରଜଣ ପରିବାରରକ୍ସ୍ଟ ଜଣ ଜଣ କରି ବାରଜଣଙ୍କକ୍ସ୍ଟ ବାଛ।
Numbers 1:4
ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ।
Numbers 13:2
ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦବେି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସମାନଙ୍କେର ପ୍ରେତ୍ୟକକ ପିତୃବଂଶ ମଧିଅରେ ଯେଉଁ ମାନେ ଅଧିପତି, ସମାନଙ୍କେୁ ପଠାଅ।
Numbers 34:18
ପୁଣି ତୁମ୍ଭମାନେେ ଦେଶ ଭାଗ କରିବା ନିମନ୍ତେ ପ୍ରେତ୍ୟକକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନତେୃବର୍ଗ ବାଛିବ।
Deuteronomy 1:23
ମୁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁ ତୁମ୍ଭମାନଙ୍କର ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଜଣେ କରି ବାରଜଣଙ୍କକ୍ସ୍ଟ ବାଛିଲି।
1 Kings 18:31
ଏଲିଯ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉର୍ଦ୍ଦିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ।
Matthew 10:1
ଯୀଶୁ ତାହାଙ୍କର ବାରଜଣ ଶିଷ୍ଯଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡିଦବୋ ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦବୋ ପାଇଁ ଶିଷ୍ଯମାନଙ୍କୁ ଶକ୍ତି ପ୍ରଦାନ କଲେ।