John 13:8
ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।
John 13:8 in Other Translations
King James Version (KJV)
Peter saith unto him, Thou shalt never wash my feet. Jesus answered him, If I wash thee not, thou hast no part with me.
American Standard Version (ASV)
Peter saith unto him, Thou shalt never wash my feet. Jesus answered him, If I wash thee not, thou hast no part with me.
Bible in Basic English (BBE)
Peter said, I will never let my feet be washed by you, never. Jesus said in answer, If I do not make you clean you have no part with me.
Darby English Bible (DBY)
Peter says to him, Thou shalt never wash my feet. Jesus answered him, Unless I wash thee, thou hast not part with me.
World English Bible (WEB)
Peter said to him, "You will never wash my feet!" Jesus answered him, "If I don't wash you, you have no part with me."
Young's Literal Translation (YLT)
Peter saith to him, `Thou mayest not wash my feet -- to the age.' Jesus answered him, `If I may not wash thee, thou hast no part with me;'
| Peter | λέγει | legei | LAY-gee |
| saith | αὐτῷ | autō | af-TOH |
| unto him, | Πέτρος | petros | PAY-trose |
| Οὐ | ou | oo | |
shalt Thou | μὴ | mē | may |
| never | νίψῃς | nipsēs | NEE-psase |
| wash | τοὺς | tous | toos |
| my | πόδας | podas | POH-thahs |
| feet. | μου | mou | moo |
| εἰς | eis | ees | |
| Jesus | τὸν | ton | tone |
| αἰῶνα | aiōna | ay-OH-na | |
| answered | ἀπεκρίθη | apekrithē | ah-pay-KREE-thay |
| him, | αὐτῷ | autō | af-TOH |
| If | ὁ | ho | oh |
| I wash | Ἰησοῦς | iēsous | ee-ay-SOOS |
| thee | Ἐὰν | ean | ay-AN |
| not, | μὴ | mē | may |
| νίψω | nipsō | NEE-psoh | |
| thou hast | σε | se | say |
| no | οὐκ | ouk | ook |
| part | ἔχεις | echeis | A-hees |
| with | μέρος | meros | MAY-rose |
| me. | μετ' | met | mate |
| ἐμοῦ | emou | ay-MOO |
Cross Reference
Hebrews 10:22
ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।
Titus 3:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।
1 Corinthians 6:11
ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
Ezekiel 36:25
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।
Matthew 16:22
ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।
Acts 22:16
ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'
Ephesians 5:26
ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।
Colossians 2:18
କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।
Revelation 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
Revelation 1:5
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।
Hebrews 10:4
ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।
Hebrews 9:22
ବ୍ଯବସ୍ଥା କୁ ହେ ଯେ, ପ୍ରେତ୍ୟକକ ବସ୍ତୁ ରକ୍ତ ଦ୍ବାରା ଶୁଦ୍ଧ ହାଇେ ପାରିବ। ଓ ବିନା ରକ୍ତ ରେ ପାପଗୁଡ଼ିକୁ କ୍ଷମା କରା ଯାଇ ପାରିବ ନାହିଁ।
Isaiah 4:4
ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧେ ୗତ କରିବେ। ସେ ୟିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦବେେ। ପରମେଶ୍ବର ତାଙ୍କର ନ୍ଯାଯ ଆତ୍ମାକୁ ପ୍ରଯୋଗ କରିବେ। ଆଉ ମଧ୍ଯ ସେ ତାଙ୍କର ଜ୍ବଳନ୍ତ ଆତ୍ମାକୁ ବ୍ଯବହାର କରିବେ।
Ezekiel 16:4
ହେ ୟିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହବୋ ଦିନ ତୁମ୍ଭର ନାଭି କଟା ହାଇେ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳ ରେ ସ୍ନାନ କରାୟାଇ ନ ଥିଲା। ତୁମ୍ଭ ଶରୀର ରେ ଲବଣ ଦିଆୟାଇ ନ ଥିଲା କିମ୍ବା ତୁମ୍ଭକୁ ପଟି ରେ ଆବୃତ କରାୟାଇ ନ ଥିଲା।
Zechariah 13:1
ମାତ୍ର ସେତବେେଳେ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ ଖାେଲା ହବେ। ସହେି ଝରଣା ସମାନଙ୍କେର ପାପସବୁ ଓ ଅପବିତ୍ରତାକୁ ଧୋଇଦବେ।
Matthew 21:29
ପୁଅ କହିଲା, 'ମୁଁ ୟିବି ନାହିଁ।' କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
Matthew 26:33
ପିତର କହିଲେ, ଅନ୍ୟ ସମସ୍ତେ ଶିଷ୍ଯ ଆପଣଙ୍କ ଉପରୁ ବିଶ୍ବାସ ହ ରଇେ ପାରନ୍ତି, କିନ୍ତୁ ମୁଁ କବେେ ହେଲେ ମାରେ ବିଶ୍ବାସ ହରାଇବି ନାହିଁ।
Matthew 26:35
ପିତର ଏକଥା ଶୁଣି କହିଲେ, ମୁଁ ବରଂ ଆପଣଙ୍କ ସହିତ ମୃତ୍ଯୁ ବରଣ କରିବି, କିନ୍ତୁ କବେେ ହେଲେ ଆପଣଙ୍କୁ ଚିହ୍ନିନାହିଁ ବୋଲି କହିବିନାହିଁ। ପୁଣି ଅନ୍ୟ ସମସ୍ତ ଶିଷ୍ଯମାନେ ସହେି ଏକା କଥା କହିଲେ।
John 3:5
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।
John 13:6
ଯୀଶୁ ଶିମାନେ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, ପ୍ରଭୁ, ତୁମେ ମାରେ ପାଦ ଧୋଇବା ଉଚିତ ନୁହେଁ।
Colossians 2:23
ଏହି ବ୍ଯବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ଯ ମନୁଷ୍ଯ ଦ୍ବାରା ଗଠନ କରାଯାଇଥିବା ଧର୍ମର ଗୋଟିଏ- ଗୋଟିଏ ଅଂଶ, ଯାହା ଦ୍ବାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସମାନଙ୍କେୁ ସମାନଙ୍କେର ପାପ ସ୍ବଭାବ ଓ ମନ୍ଦ କାର୍ୟ୍ଯରୁ ଦୂର ରେ ରହିବା ପାଇଁ ସାହାୟ୍ଯ କରେ ନାହିଁ।
Genesis 42:38
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।