Job 9:14
ତେଣୁ ମୁଁ ପରମେଶ୍ବରଙ୍କ ସହିତ ୟୁକ୍ତି କରିପାରିବି ନାହିଁ ଏବଂ ତାଙ୍କୁ କ'ଣ କହିବି ତାହା ମଧ୍ଯ ଜାଣି ନାହିଁ।
Job 9:14 in Other Translations
King James Version (KJV)
How much less shall I answer him, and choose out my words to reason with him?
American Standard Version (ASV)
How much less shall I answer him, And choose out my words `to reason' with him?
Bible in Basic English (BBE)
How much less may I give an answer to him, using the right words in argument with him?
Darby English Bible (DBY)
How much less shall I answer him, choose out my words [to strive] with him?
Webster's Bible (WBT)
How much less shall I answer him, and choose out my words to reason with him?
World English Bible (WEB)
How much less shall I answer him, Choose my words to argue with him?
Young's Literal Translation (YLT)
How much less do I -- I answer Him? Choose out my words with Him?
| How much less | אַ֭ף | ʾap | af |
| כִּֽי | kî | kee | |
| shall I | אָנֹכִ֣י | ʾānōkî | ah-noh-HEE |
| answer | אֶֽעֱנֶ֑נּוּ | ʾeʿĕnennû | eh-ay-NEH-noo |
| out choose and him, | אֶבְחֲרָ֖ה | ʾebḥărâ | ev-huh-RA |
| my words | דְבָרַ֣י | dĕbāray | deh-va-RAI |
| to reason with | עִמּֽוֹ׃ | ʿimmô | ee-moh |
Cross Reference
1 Kings 8:27
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?
Job 4:19
ନିଶ୍ଚିତ ରୂପେ ମନୁଷ୍ଯମାନେ ଅଧିକ ଖରାପ। ସମାନେେ ମାଟି ଘ ରେ ବାସ କରନ୍ତି। ସମାନଙ୍କେର ପ୍ରାରମ୍ଭ ଧୂଳିରୁ, ସମାନେେ ଦଳିତ ହାଇେ ପକ୍ଷୟୁକ୍ତ ପୋକ ମରିବାଠାରୁ ଅଧିକ ସହଜ ରେ ମରିୟାନ୍ତି।
Job 9:3
ଜଣେ ବ୍ଯକ୍ତି ପରମେଶ୍ବରଙ୍କ ସହିତ ବାଦାନୁବାଦ କରିପାରିବ ନାହିଁ। ପରମେଶ୍ବର ତାକୁ 1000 ପ୍ରଶ୍ନ କରିପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ଯ ଦଇପୋରିବ ନାହିଁ।
Job 11:4
ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ କହୁଛ, 'ମାରେ ୟୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟି ରେ ପବିତ୍ର।'
Job 23:4
ମୁଁ ମାରେ କଥା ତାଙ୍କ ଆଗ ରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ ଦୋଷ ଏକଥା ତାଙ୍କ ଆଗ ରେ ୟୁକ୍ତି ବଳ ରେ ଉପସ୍ଥାପନା କରିବି।
Job 23:7
ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ବର ନିଶ୍ଚିତ ମାେ କାହାଣୀ କହିବାକୁ ମାେତେ ଦବେେ। ତା'ପରେ ମାରେ ବିଚାରକର୍ତ୍ତା ମାେତେ ମୁକ୍ତି କରିଦବେ।
Job 25:6
ଲୋକମାନେ ବହୁତ କମ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ଯହୀନ ଜୀବାଣୁ।
Job 33:5
ଆୟୁବ ମାେ କଥା ଶୁଣ, ଯଦି ତୁମ୍ଭେ ପାର ମାେତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳ ରେ ତୁମ୍ଭେ ମାେ ସହିତ ୟୁକ୍ତି କରିପାରିବ।