Jeremiah 5:30 in Oriya

Oriya Oriya Bible Jeremiah Jeremiah 5 Jeremiah 5:30

Jeremiah 5:30
ପୁଣି ସଦାପ୍ରଭୁ କହନ୍ତି, ଏକ ଭୟଙ୍କର ଓ ମର୍ମନ୍ତୁଦ ଘଟଣା ଦେଶ ମଧିଅରେ ଘଟିଅଛି।

Jeremiah 5:29Jeremiah 5Jeremiah 5:31

Jeremiah 5:30 in Other Translations

King James Version (KJV)
A wonderful and horrible thing is committed in the land;

American Standard Version (ASV)
A wonderful and horrible thing is come to pass in the land:

Bible in Basic English (BBE)
A thing of wonder and fear has come about in the land;

Darby English Bible (DBY)
An appalling and horrible thing is committed in the land:

World English Bible (WEB)
A wonderful and horrible thing is happen in the land:

Young's Literal Translation (YLT)
An astonishing and horrible thing hath been in the land.

A
wonderful
שַׁמָּה֙šammāhsha-MA
and
horrible
thing
וְשַׁ֣עֲרוּרָ֔הwĕšaʿărûrâveh-SHA-uh-roo-RA
committed
is
נִהְיְתָ֖הnihyĕtânee-yeh-TA
in
the
land;
בָּאָֽרֶץ׃bāʾāreṣba-AH-rets

Cross Reference

Jeremiah 23:14
ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ଆମ୍ଭେ ସହେି ଭୟଙ୍କର ଜିନିଷ ଦେଖୁଅଛୁ। ସମାନେେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି, ମିଥ୍ଯାଚରଣ କରନ୍ତି ଓ ଦୂରାଚାରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ ସମାନଙ୍କେ ମଧ୍ଯରୁ କହେି ଆପଣା ଆପଣା ଦୁଷ୍ଟତାରୁ ଫରନ୍େତି ନାହିଁ। ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ଯ ଓ ତାହାର ନିବାସୀଗଣ ହା ମାରେର ସମାନ ଅଟନ୍ତି।

Hosea 6:10
ଆମ୍ଭେ ଇଶ୍ରାୟେଲ ରାଜ୍ଯ ରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ। ଇଫ୍ରଯିମ ପରମେଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ଥିଲେ। ଇଶ୍ରାୟେଲ ପାପ ରେ କଳୁଷିତ।

Isaiah 1:2
ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।

Jeremiah 2:12
ହେ ସ୍ବର୍ଗ, ଚକିତ ଓ ଭୟ ରେ କମ୍ପିତ ହୁଅ। ସଦାପ୍ରଭୁ ଏହା କହିଲେ।