Jeremiah 12:11
ସମାନେେ ତାହାକୁ ଧ୍ବଂସିତ, ଶୁଷ୍କ ଓ ମୃତ ଭୂମିରେ ପରିଣତ କରିଛନ୍ତି। ତାହା ଏକ ଜନଶୂନ୍ଯ ପ୍ରାନ୍ତର ହାଇେଅଛି। କହେି ଜଣେ ହେଲେ ତା'ର ଯତ୍ନ ନବୋକୁ ରହି ନାହାଁନ୍ତି।
Jeremiah 12:11 in Other Translations
King James Version (KJV)
They have made it desolate, and being desolate it mourneth unto me; the whole land is made desolate, because no man layeth it to heart.
American Standard Version (ASV)
They have made it a desolation; it mourneth unto me, being desolate; the whole land is made desolate, because no man layeth it to heart.
Bible in Basic English (BBE)
They have made it waste; it is weeping to me, being wasted; all the land is made waste, because no man takes it to heart.
Darby English Bible (DBY)
they have made it a desolation; desolate, it mourneth unto me: the whole land is made desolate, for no man layeth it to heart.
World English Bible (WEB)
They have made it a desolation; it mourns to me, being desolate; the whole land is made desolate, because no man lays it to heart.
Young's Literal Translation (YLT)
He hath made it become a desolation, The desolation hath mourned unto Me, Desolated hath been all the land, But there is no one laying it to heart.
| They have made | שָׂמָהּ֙ | śāmāh | sa-MA |
| it desolate, | לִשְׁמָמָ֔ה | lišmāmâ | leesh-ma-MA |
| mourneth it desolate being and | אָבְלָ֥ה | ʾoblâ | ove-LA |
| unto me; | עָלַ֖י | ʿālay | ah-LAI |
| whole the | שְׁמֵמָ֑ה | šĕmēmâ | sheh-may-MA |
| land | נָשַׁ֙מָּה֙ | nāšammāh | na-SHA-MA |
| is made | כָּל | kāl | kahl |
| desolate, | הָאָ֔רֶץ | hāʾāreṣ | ha-AH-rets |
| because | כִּ֛י | kî | kee |
| no | אֵ֥ין | ʾên | ane |
| man | אִ֖ישׁ | ʾîš | eesh |
| layeth | שָׂ֥ם | śām | sahm |
| it to | עַל | ʿal | al |
| heart. | לֵֽב׃ | lēb | lave |
Cross Reference
Isaiah 42:25
ତେଣୁ ସଦାପ୍ରଭୁ ତାଙ୍କର କୋରଧ ପ୍ରଚଣ୍ଡତା ଓ ୟୁଦ୍ଧର ପ୍ରବଳତା ସମାନଙ୍କେ ଉପ ରେ ଢ଼ାଳି ଦେଲେ। ଫଳ ରେ ତା'ର ଚତୁର୍ଦ୍ଦିଗ ରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନି ରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋୟୋଗ କଲା ନାହିଁ।
Jeremiah 23:10
କାରଣ ଯିହୁଦା ପାପୀ ଓ ବ୍ଯଭିଚାରୀମାନଙ୍କର ପରିପୂର୍ଣ୍ଣ। ସମାନେେ ବହୁ ଭାବରେ ଅବିଶ୍ବସ୍ତ ହାଇେଛନ୍ତି। ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ ପ୍ରାନ୍ତରସ୍ଥ ଚାରଣଭୂମି ଶୁଷ୍କ ହାଇେଅଛି। ଦେଶ ଶାେକ କରୁଅଛି। ଭବିଷ୍ଯଦବକ୍ତାଙ୍କର ବ୍ଯବହାର ଓ ପରାକ୍ରମ ନ୍ଯାଯସଙ୍ଗତ ନୁହେଁ।
Jeremiah 14:2
ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
Malachi 2:2
ଯଦି ତୁମ୍ଭମାନେେ ଧ୍ଯାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦବୋ ପାଇଁ, ଗୁରୁତ୍ବ ନ ଦିଅ ତବେେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡିକ ଅଭିଶାପ ରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭମାନେେ ଆମ୍ଭର ନାମକୁ ଗୌରବ ଦବୋ ବିଷଯ ରେ ଗମ୍ଭୀର ନୁହଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।
Zechariah 7:5
ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ତୁମ୍ଭେ ଯେତବେେଳେ ପଞ୍ଚମ ଓ ସପ୍ତମ ମାସ ରେ ଉପବାସ ଓ ବିଳାପ କଲ, ସହେି ସତୁରି ବର୍ଷ ରେ ସତ ରେ କ'ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ?
Lamentations 1:1
ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସହେି ସହର ଲୋକପୂର୍ଣ୍ଣ ଥିଲା, ୟିରୁଶାଲମ ପୃଥିବୀର ମହାନ୍ ନଗରୀମାନଙ୍କ ମଧିଅରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ଯ ଅଛି। ସେ ୟିଏକି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାଯିନୀ ଦାସୀପରି ହାଇେଅଛି।
Jeremiah 19:8
ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା। ଯେତବେେଳେ ଲୋକମାନେ ୟିରୁଶାଲମ ଦଇେ ଯିବେ, ସମାନେେ ଯାହା ଦେଖିବେ ସେଥି ରେ ଆଘାତ ପାଇବେ। ଯେତବେେଳେ ସମାନେେ ଧ୍ବସ୍ତ ନଗରୀକୁ ଦେଖିବେ, ସମାନେେ ଆତଙ୍କିତ ହବେେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ହିସ୍ ଶବ୍ଦ କରିବେ।
Jeremiah 12:4
କେତକୋଳ ଦେଶ ଶୁଷ୍କ ରହିବ ଓ ସମୁଦାଯ ଦେଶ ରେ ତୃଣ ଶୁଷ୍କ ରହିବ ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷଯ ପାଇଛନ୍ତି। କାରଣ ଲୋକମାନେ କହିଲେ, ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶଷୋବସ୍ଥା ଦେଖିବ ନାହିଁ।
Jeremiah 10:25
ଯଦି ତୁମ୍ଭେ ଆପଣା କୋପ ଢ଼ାଳୁଅଛ, ତବେେ ଅନ୍ୟଦେଶୀଯମାନଙ୍କ ଉପ ରେ ଢ଼ାଳିଦିଅ। କାରଣ ସମାନେେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମ ରେ ପ୍ରାର୍ଥନା କରନ୍ତି ନାହିଁ। ସମାନେେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ସମାନେେ ଇଶ୍ରାୟେଲ ବଂଶକୁ ବିନାଶ କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛନ୍ନ କରିଛନ୍ତି।
Jeremiah 10:22
ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।
Jeremiah 9:11
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
Jeremiah 6:8
ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।
Isaiah 57:1
ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।
Ecclesiastes 7:2
ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।