Hosea 8:9 in Oriya

Oriya Oriya Bible Hosea Hosea 8 Hosea 8:9

Hosea 8:9
ଗୋଟିଏ ବନ୍ଯ ଗଧ ନିଜ ସାଥି ଖାଜେିବାକୁ ଗଲାପରି, ଇଫ୍ରଯିମ ଅଶୂରକୁ ୟାଇଛନ୍ତି। ସମାନେେ ନିଜ ପାଇଁ 'ପ୍ ରମେିକମାନଙ୍କୁ' ଭଡା ରେ ଆଣିଛନ୍ତି।

Hosea 8:8Hosea 8Hosea 8:10

Hosea 8:9 in Other Translations

King James Version (KJV)
For they are gone up to Assyria, a wild ass alone by himself: Ephraim hath hired lovers.

American Standard Version (ASV)
For they are gone up to Assyria, `like' a wild ass alone by himself: Ephraim hath hired lovers.

Bible in Basic English (BBE)
For they have gone up to Assyria like an ass going by himself; Ephraim has given money to get lovers.

Darby English Bible (DBY)
For they are gone up [to] Assyria [as] a wild ass alone by himself: Ephraim hath hired lovers.

World English Bible (WEB)
For they have gone up to Assyria, Like a wild donkey wandering alone. Ephraim has hired lovers for himself.

Young's Literal Translation (YLT)
For they -- they have gone up `to' Asshur, A wild ass alone by himself `is' Ephraim, They have hired lovers!

For
כִּֽיkee
they
הֵ֙מָּה֙hēmmāhHAY-MA
are
gone
up
עָל֣וּʿālûah-LOO
to
Assyria,
אַשּׁ֔וּרʾaššûrAH-shoor
ass
wild
a
פֶּ֖רֶאpereʾPEH-reh
alone
בּוֹדֵ֣דbôdēdboh-DADE
by
himself:
Ephraim
ל֑וֹloh
hath
hired
אֶפְרַ֖יִםʾeprayimef-RA-yeem
lovers.
הִתְנ֥וּhitnûheet-NOO
אֲהָבִֽים׃ʾăhābîmuh-ha-VEEM

Cross Reference

Hosea 7:11
ତେଣୁ ଇଫ୍ରଯିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ୟାଇଛି। ତା'ର ଲୋକମାନେ ମିଶରକୁ ସାହାୟ୍ଯ ଭିକ୍ଷା କଲେ ଓ ଅଶୂରକୁ ସାହାୟ୍ଯ ପାଇଁ ଗଲେ।

Hosea 5:13
ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।

Jeremiah 2:24
ଆଉ ତୁମ୍ଭେ ପ୍ରାନ୍ତର ରେ ବାସ କରୁଥିବା ବନ୍ଯ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାଯୁ ଆଘ୍ରାଣ କରେ। କିଏ ତା'ର କାମ ଲିପ୍ସାରୁ ଅବରୋଧ କରିପାରିବେ ? ତାହାର ଅନ୍ବଷେଣକାରୀମାନଙ୍କର ଆପଣାମାନଙ୍କ କ୍ଲାନ୍ତ କରିବାର ଦରକାର ନାହିଁ। ସମାନେେ ତାଙ୍କର ନିଯମିତ ମାସ ରେ ତାକୁ ସହଜ ରେ ପାଇପାରିବେ।

Ezekiel 16:33
ଲୋକେ ବେଶ୍ଯାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ ରମେିକମାନ୍କୁ ଭଡ଼ା ଦଇେ ବ୍ଯଭିଚାର କରୁଅଛ। ଆଉ ତୁମ୍ଭର ବେଶ୍ଯାବୃତ୍ତି କ୍ରମେ ସମାନେେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସମାନଙ୍କେୁ ଲାଞ୍ଚ ଦଇେଅଛ।

Hosea 12:1
ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।

Hosea 2:10
ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦବୋ। ତା'ର ଉଲଗ୍ନ ଶରୀର ତା'ର ପ୍ ରମେିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତା'କୁ କହେି ରକ୍ଷା କରିପାରିବେ ନାହିଁ।

Hosea 2:5
ସମାନଙ୍କେର ମାଆ ବେଶ୍ଯାପରି କାମ କରିଅଛି। ସୋମାନଙ୍କର ମାଆଙ୍କ କୃତକର୍ମ ପାଇଁ ଲଜ୍ଜିତ ହବୋ ଉଚିତ। ସେ କହିଲା, 'ମୁଁ ମାରେପ୍ ରମେିକମାନଙ୍କ ପାଖକୁ ୟିବି। ମାରେପ୍ ରମେିକମାନେ ମାେତେ ଖାଦ୍ୟ ଓ ପାଣି ଦବେେ। ସମାନେେ ମାେତେ ପଶମ ଓ ଲାଇଲନ୍ ଦବେେ। ସମାନେେ ମାେତେ ଦ୍ରାକ୍ଷାରସ ଓ ଅଲିଭ୍ ତଲେ ଦବେେ।'

Ezekiel 23:5
ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ପ୍ ରମେ କଲା। ସେ ଆପଣାର ପ୍ରତିବେଶୀ ଅଶୂରୀଯ ପ୍ ରମେିକଗଣଠା ରେ ଆସକ୍ତା ହେଲା।

Isaiah 30:6
ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

Job 39:5
ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।

2 Kings 15:19
ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।