Hosea 7:1 in Oriya

Oriya Oriya Bible Hosea Hosea 7 Hosea 7:1

Hosea 7:1
ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।

Hosea 7Hosea 7:2

Hosea 7:1 in Other Translations

King James Version (KJV)
When I would have healed Israel, then the iniquity of Ephraim was discovered, and the wickedness of Samaria: for they commit falsehood; and the thief cometh in, and the troop of robbers spoileth without.

American Standard Version (ASV)
When I would heal Israel, then is the iniquity of Ephraim uncovered, and the wickedness of Samaria; for they commit falsehood, and the thief entereth in, and the troop of robbers ravageth without.

Bible in Basic English (BBE)
When my desire was for the fate of my people to be changed and to make Israel well, then the sin of Ephraim was made clear, and the evil-doing of Samaria; for their ways are false, and the thief comes into the house, while the band of outlaws takes property by force in the streets.

Darby English Bible (DBY)
When I would heal Israel, then the iniquity of Ephraim is discovered, and the wickedness of Samaria: for they practise falsehood; and the thief entereth in, [and] the troop of robbers assaileth without.

World English Bible (WEB)
When I would heal Israel, Then the iniquity of Ephraim is uncovered, Also the wickedness of Samaria; For they commit falsehood, And the thief enters in, And the gang of robbers ravages outside.

Young's Literal Translation (YLT)
`When I give healing to Israel, Then revealed is the iniquity of Ephraim, And the wickedness of Samaria, For they have wrought falsehood, And a thief doth come in, Stript off hath a troop in the street,

When
I
would
have
healed
כְּרָפְאִ֣יkĕropʾîkeh-rofe-EE
Israel,
לְיִשְׂרָאֵ֗לlĕyiśrāʾēlleh-yees-ra-ALE
iniquity
the
then
וְנִגְלָ֞הwĕniglâveh-neeɡ-LA
of
Ephraim
עֲוֹ֤ןʿăwōnuh-ONE
was
discovered,
אֶפְרַ֙יִם֙ʾeprayimef-RA-YEEM
and
the
wickedness
וְרָע֣וֹתwĕrāʿôtveh-ra-OTE
Samaria:
of
שֹֽׁמְר֔וֹןšōmĕrônshoh-meh-RONE
for
כִּ֥יkee
they
commit
פָעֲל֖וּpāʿălûfa-uh-LOO
falsehood;
שָׁ֑קֶרšāqerSHA-ker
and
the
thief
וְגַנָּ֣בwĕgannābveh-ɡa-NAHV
in,
cometh
יָב֔וֹאyābôʾya-VOH
and
the
troop
פָּשַׁ֥טpāšaṭpa-SHAHT
of
robbers
spoileth
גְּד֖וּדgĕdûdɡeh-DOOD
without.
בַּחֽוּץ׃baḥûṣba-HOOTS

Cross Reference

Hosea 6:4
ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।

Hosea 4:2
ଏହି ଲୋକମାନେ ଶପଥ, ମିଥ୍ଯା, ହତ୍ଯା ଓ ଗ୍ଭରେି କରନ୍ତି। ସମାନେେ ବ୍ଯଭିଗ୍ଭରିତାର ପାପ ଦ୍ବାରା ସନ୍ତାନ ଲାଭ କରନ୍ତି। ସମାନେେ ବାରମ୍ବାର ନରହତ୍ଯା କରନ୍ତି।

Hosea 10:5
ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।

Hosea 11:12
ଇଫ୍ରଯିମ ମିଥ୍ଯା ରେ ଆମ୍ଭର ଗ୍ଭରିପାଖ ରେ ଘରେିଗଲା। ଇଶ୍ରାୟେଲର ପରିବାର ଆମ୍ଭ ପ୍ରତି ବିଶ୍ବାସଘାତକତା କରିଛନ୍ତି।

Amos 8:14
ହେ ଦାନ୍ ଯେପରି ତୁମ୍ଭର ପରମେଶ୍ବର ନିଶ୍ଚିତ ଜୀବିତ' ଓ 'ବେର୍ଶବୋର ପ୍ରଭୁ ନିଶ୍ଚିତ ଜୀବିତ, ସମାନଙ୍କେର ନିଶ୍ଚିତ ପତନ ଘଟିବ ଓ ସମାନେେ କବେେ ଉଠି ପାରିବେ ନାହିଁ।

Micah 6:16
କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।

Micah 7:3
ଲୋକମାନେ ଦୁଇ ହାତ ରେ ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ ରେ ସମାନଙ୍କେର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। ପ୍ରଧାନ ବ୍ଯକ୍ତିମାନେ ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। ସମାନେେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।

Matthew 23:37
ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।

Luke 13:34
ୟିରୂଶାଲମ! ହେ ୟିରୂଶାଲମ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ବର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡି ମାରି ଦଇେଛ। ମୁଁ ଅନକେ ଥର ତୁମ୍ଭ ଲୋକମାନଙ୍କୁ ସାହାୟ୍ଯ କରିବାକୁ ଚାହିଁଛି। ଗୋଟିଏ କୁକୁଡା ତାର ପକ୍ଷତଳେ କୁକୁଡାଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଚାହିଁଥିଲି। କିନ୍ତୁ ତୁମ୍ଭମାନେେ ମାେତେ ତାହା କରଇେ ଦଲନୋହିଁ।

Luke 19:42
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।

Hosea 8:9
ଗୋଟିଏ ବନ୍ଯ ଗଧ ନିଜ ସାଥି ଖାଜେିବାକୁ ଗଲାପରି, ଇଫ୍ରଯିମ ଅଶୂରକୁ ୟାଇଛନ୍ତି। ସମାନେେ ନିଜ ପାଇଁ 'ପ୍ ରମେିକମାନଙ୍କୁ' ଭଡା ରେ ଆଣିଛନ୍ତି।

Hosea 8:5
ହେ ଶମରିଯା, ସଦାପ୍ରଭୁ ତୁମ୍ଭ ଦ୍ବାରା ପୂଜିତ ହେଉଥିବା ବାଛୁରୀ ମୂର୍ତ୍ତିକୁ ପ୍ରତ୍ଯାଖ୍ଯାନ କଲେ। ପରମେଶ୍ବର କହନ୍ତି, 'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପ ରେ ଅତ୍ଯନ୍ତ କୋର୍ଧାନ୍ବିତ।' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ତିତ ହବେେ।

Isaiah 59:12
ତୁମ୍ଭ ସମ୍ମୁଖ ରେ ଆମ୍ଭମାନଙ୍କର ଅଧର୍ମ ଅନକେ ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧ ରେ ସାକ୍ଷ୍ଯ ଦେଉଅଛି। କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭମାନେେ ଜାଣୁ।

Jeremiah 9:2
ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।

Jeremiah 51:9
ଆମ୍ଭମାନେେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହାଇପୋରିଲା ନାହିଁ। ଆସ, ଆମ୍ଭମାନେେ ତାକୁ ପରିତ୍ଯାଗ କରି ଆପଣା ଆପଣା ଦେଶକୁ ଚାଲିୟିବା। ସ୍ବର୍ଗର ପରମେଶ୍ବର ତା'ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।

Ezekiel 16:46
ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।

Ezekiel 23:4
ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ।

Hosea 4:17
ଇଫ୍ରଯିମ ପ୍ରତିମା ପୂଜା ରେ ଯୋଗ ଦଇେଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡନ୍ତି।

Hosea 5:1
ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।

Hosea 6:8
ଗିଲିଯଦ ଗୋଟିଏ ସହର ଯେ କି ମନ୍ଦ କାର୍ୟ୍ଯ କରୁଥିବା ଲୋକମାନଙ୍କ ରେ ପରିପୂର୍ଣ୍ଣ, ହତ୍ଯାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନ ରେ ରଂଜିତ।

Hosea 7:13
ସମାନଙ୍କେ ପାଇଁ ଏହା ଅତି ମନ୍ଦ ହବେ। ସମାନେେ ଆମ୍ଭଙ୍କୁ ପରିତ୍ଯାଗ କରିଥିଲେ ଏବଂ ଅମାନ୍ଯ କରିଥିଲେ। ତେଣୁ ସମାନେେ ବିନଷ୍ଟ ହବେେ। ଆମ୍ଭେ ସମାନଙ୍କେୁ ରକ୍ଷା କରିଥିଲୁ କିନ୍ତୁ ସମାନେେ ଆମ୍ଭ ବିରୁଦ୍ଧ ରେ ମିଥ୍ଯା କହୁଛନ୍ତି।

Isaiah 28:1
ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।