Ezekiel 7:25 in Oriya

Oriya Oriya Bible Ezekiel Ezekiel 7 Ezekiel 7:25

Ezekiel 7:25
ତୁମ୍ଭମାନେେ ବିନାଶ ପାଇଁ ଭୟଭୀତ ହବେ ଓ ତୁମ୍ଭମାନେେ ଶାନ୍ତି ଅନ୍ବଷେଣ କରିବ ମାତ୍ର କିଛି ପାଇବ ନାହିଁ।

Ezekiel 7:24Ezekiel 7Ezekiel 7:26

Ezekiel 7:25 in Other Translations

King James Version (KJV)
Destruction cometh; and they shall seek peace, and there shall be none.

American Standard Version (ASV)
Destruction cometh; and they shall seek peace, and there shall be none.

Bible in Basic English (BBE)
Shaking fear is coming; and they will be looking for peace, and there will be no peace.

Darby English Bible (DBY)
Destruction cometh; and they shall seek peace, but there shall be none.

World English Bible (WEB)
Destruction comes; and they shall seek peace, and there shall be none.

Young's Literal Translation (YLT)
Destruction hath come, And they have sought peace, and there is none.

Destruction
קְפָ֖דָהqĕpādâkeh-FA-da
cometh;
בָ֑אbāʾva
and
they
shall
seek
וּבִקְשׁ֥וּûbiqšûoo-veek-SHOO
peace,
שָׁל֖וֹםšālômsha-LOME
and
there
shall
be
none.
וָאָֽיִן׃wāʾāyinva-AH-yeen

Cross Reference

Isaiah 57:21
ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'

Isaiah 59:8
ସମାନେେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସମାନଙ୍କେର ମାର୍ଗ ରେ ନ୍ଯାଯ ବିଚାର ନ ଥାଏ। ସମାନେେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେ କହେି ସହେି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।

Jeremiah 8:15
ଆମ୍ଭମାନେେ ଶାନ୍ତି ଆଶା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ସେ ଆମ୍ଭମାନଙ୍କୁ କ୍ଷମା ଦବେେ ବୋଲି ଇଚ୍ଛା କଲୁ, ମାତ୍ର କବଳେ ବିପଦ ମାଡ଼ି ଆସିଲା।

Lamentations 4:17
ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।

Ezekiel 13:10
ସଠାେ ରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ଯଦବକ୍ତାମାନେ ଆମ୍ଭର ଲୋକମାଙ୍କୁ ଭୁଲବାଟରେ ନଇେଛନ୍ତି, ଯେତବେେଳେ ସଠାେ ରେ ଶାନ୍ତି ନ ଥାଏ। ୟିଏକି ପ୍ରାଚୀର ନିର୍ମାଣକାରୀ, ୟିଏକି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲପେ ଦଇେ ଆଚ୍ଛାଦନ କରିବା ପାଇଁ କବଳେ ଚେଷ୍ଟା କରନ୍ତି।

Ezekiel 13:16
ଇଶ୍ରାୟେଲର ଭବିଷ୍ଯଦବକ୍ତା ଯେଉଁମାନେ ୟିରୁଶାଲମ ବିଷଯ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହିଛନ୍ତି।

Micah 1:12
ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ୟିରୁଶାଲମର ଦ୍ବାରଦେଶ ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।