Exodus 20:12
ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।
Exodus 20:12 in Other Translations
King James Version (KJV)
Honor thy father and thy mother: that thy days may be long upon the land which the LORD thy God giveth thee.
American Standard Version (ASV)
Honor thy father and thy mother, that thy days may be long in the land which Jehovah thy God giveth thee.
Bible in Basic English (BBE)
Give honour to your father and to your mother, so that your life may be long in the land which the Lord your God is giving you.
Darby English Bible (DBY)
Honour thy father and thy mother, that thy days may be prolonged in the land that Jehovah thy God giveth thee.
Webster's Bible (WBT)
Honor thy father and thy mother; that thy days may be long upon the land which the LORD thy God giveth thee.
World English Bible (WEB)
"Honor your father and your mother, that your days may be long in the land which Yahweh your God gives you.
Young's Literal Translation (YLT)
`Honour thy father and thy mother, so that thy days are prolonged on the ground which Jehovah thy God is giving to thee.
| Honour | כַּבֵּ֥ד | kabbēd | ka-BADE |
| אֶת | ʾet | et | |
| thy father | אָבִ֖יךָ | ʾābîkā | ah-VEE-ha |
| mother: thy and | וְאֶת | wĕʾet | veh-ET |
| that | אִמֶּ֑ךָ | ʾimmekā | ee-MEH-ha |
| thy days | לְמַ֙עַן֙ | lĕmaʿan | leh-MA-AN |
| long be may | יַֽאֲרִכ֣וּן | yaʾărikûn | ya-uh-ree-HOON |
| upon | יָמֶ֔יךָ | yāmêkā | ya-MAY-ha |
| the land | עַ֚ל | ʿal | al |
| which | הָֽאֲדָמָ֔ה | hāʾădāmâ | ha-uh-da-MA |
| Lord the | אֲשֶׁר | ʾăšer | uh-SHER |
| thy God | יְהוָ֥ה | yĕhwâ | yeh-VA |
| giveth | אֱלֹהֶ֖יךָ | ʾĕlōhêkā | ay-loh-HAY-ha |
| thee. | נֹתֵ֥ן | nōtēn | noh-TANE |
| לָֽךְ׃ | lāk | lahk |
Cross Reference
Colossians 3:20
ସନ୍ତାନଗଣ ! ପ୍ରେତ୍ୟକକ କଥା ରେ ମାତା-ପିତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।
Mark 7:10
ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।
Ephesians 6:1
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।
Leviticus 19:3
ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
Exodus 21:15
ଯଦି କୌଣସି ଲୋକ ତା'ର ପିତା କିମ୍ବା ମାତାକୁ ଆଘାତ କରେ ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।
Mark 10:19
କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡିକ ଜାଣିଛ: ହତ୍ଯା କର ନାହିଁ, ବ୍ଯଭିଗ୍ଭର କର ନାହିଁ, ଚୋରି କର ନାହିଁ, ମିଥ୍ଯା ସାକ୍ଷ୍ଯ ଦିଅ ନାହିଁ, ଠକ ନାହିଁ, ଆପଣା ବାପା ମାଆଙ୍କୁ ଆଦର କର।
Luke 18:20
ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦବେି। ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାମାନ ଜାଣିଛ: 'ତୁମ୍ଭେ ବ୍ଯଭିଚାର କରିବ ନାହିଁ, ତୁମ୍ଭେ କାହାରିକି ହତ୍ଯା କରିବ ନାହିଁ, କୌଣସି ଜିନିଷ ଚୋରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ କବେେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପାମାଆଙ୍କୁ ନିଶ୍ଚୟ ସମ୍ମାନ ଦବେ...'
Proverbs 3:16
ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।
Proverbs 15:5
ଅଜ୍ଞାନ ଆପଣା ପିତାର ଶାସନକୁ ଅବ ହଳୋ କରେ, ମାତ୍ର ବିଜ୍ଞୋଚିତ ବ୍ଯକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।
Proverbs 20:20
ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।
Proverbs 30:17
ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।
Matthew 15:4
ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'
Matthew 19:19
ନିଜ ପିତାମାତାଙ୍କୁ ସମ୍ମାନ ଦବେ ଓ 'ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସପରେି ଭଲ ପାଇବ।'
Proverbs 1:8
ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।
2 Kings 2:12
ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!
Exodus 21:17
ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।
Leviticus 19:32
ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସମାନେେ ତୁମ୍ଭ ପାଖକୁ ଆସିଲେ ଛିଡା ହାଇୟୋଅ, ଛିଡା ହାଇେ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ଯ ସଦାପ୍ରଭୁ ଅଟେ।
Deuteronomy 4:26
ତେଣୁ ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ବର୍ଗ ଓ ପୃଥିବୀକକ୍ସ୍ଟ ସାକ୍ଷୀରଖି କହକ୍ସ୍ଟଛି, ତୁମ୍ଭମାନେେ ଯଦି ଏପରି କର, ତବେେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶକକ୍ସ୍ଟ ଯାଉଛ, ସହେି ଦେଶରକ୍ସ୍ଟ ଶିଘ୍ର ସଠାେରକ୍ସ୍ଟ ନିଃଶଷେରୂପେ ବିନଷ୍ଟ ହବେ। ତୁମ୍ଭମାନେେ ସଠାେରେ ଦୀର୍ଘଜୀବି ହବେ ନାହିଁ।
Deuteronomy 4:40
ସେଥିପାଇଁ ତୁମ୍ଭମାନେେ ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଗଂଳ ହବେ,ଏବଂ ତକ୍ସ୍ଟମ୍ଭମାନେ ସହେି ଭୂମିରେ ଦିର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦଇେଛନ୍ତି।
Deuteronomy 5:16
ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ଯଦି ତୁମ୍ଭମାନେେ ଏହି ଆଦେଶ ପାଳନ କର, ତବେେ ତୁମ୍ଭମାନଙ୍କର ପରମାଯକ୍ସ୍ଟ ଦୀର୍ଘ୍ଯାଯକ୍ସ୍ଟ ହବେ ଓ ସହେି ଦେଶ ରେ ତୁମ୍ଭମାନଙ୍କର ମଙ୍ଗଳ ହବେ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଛନ୍ତି।
Deuteronomy 25:15
ତୁମ୍ଭେ ଯଥାର୍ଥ ଓ ନ୍ଯାଯ ବଟକରା ରଖିବ। ପକ୍ସ୍ଟଣି ଯଥାର୍ଥ ଓ ନ୍ଯାଯ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ, ସହେି ଦେଶ ରେ ତୁମ୍ଭର ଦିନ ଦୀର୍ଘ୍ଯ ହବେ।
Deuteronomy 32:47
କବେବେି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ଯହୀନ ବୋଲି। ସେଥି ରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନକ୍ସ୍ଟସରଣ କରି ତୁମ୍ଭମାନେେ ୟର୍ଦ୍ଦନ ସପୋରିସ୍ଥ ଯେଉଁ ଦେଶକକ୍ସ୍ଟ ଅଧିକାର କରିବାକୁ ଯାଉଅଛ, ସଠାେରେ ଦୀର୍ଘ୍ଯ ଜୀବନ ଲାଭ କରିବ।
1 Kings 2:19
ତେଣୁ ବତ୍ଶବୋ ଅଦୋନିଯ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭଟେିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନ ରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ବାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାଶର୍ବ ରେ ବସିଲେ।
Ephesians 5:21
ପରସ୍ପର ପ୍ରତି ବାଧ୍ଯ ହବୋ ପାଇଁ ଇଚ୍ଛୁକ ହୁଅ। ତୁମ୍ଭମାନେେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।
Malachi 1:6
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।
Proverbs 30:11
କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।
Proverbs 28:24
ଯେ ଆପଣା ମାତା କି ପିତା ଧନ ଅପହରଣ କରି କ ହେ, ଏଥି ରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ ଅଟେ।
Proverbs 23:22
ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ।