Deuteronomy 5:18
ତୁମ୍ଭମାନେେ ବ୍ଯଭିଚାର କରିବ ନାହିଁ।
Deuteronomy 5:18 in Other Translations
King James Version (KJV)
Neither shalt thou commit adultery.
American Standard Version (ASV)
Neither shalt thou commit adultery.
Bible in Basic English (BBE)
Do not be false to the married relation.
Darby English Bible (DBY)
Neither shalt thou commit adultery.
Webster's Bible (WBT)
Neither shalt thou commit adultery.
World English Bible (WEB)
"Neither shall you commit adultery.
Young's Literal Translation (YLT)
`Thou dost not commit adultery.
| Neither | וְלֹ֖֣א | wĕlōʾ | veh-LOH |
| shalt thou commit adultery. | תִּֿנְאָֽ֑ף׃ | tinʾāp | teen-AF |
Cross Reference
Exodus 20:14
ତୁମ୍ଭେ ବ୍ଯଭିଚାର କରିବ ନାହିଁ।
Luke 18:20
ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦବେି। ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାମାନ ଜାଣିଛ: 'ତୁମ୍ଭେ ବ୍ଯଭିଚାର କରିବ ନାହିଁ, ତୁମ୍ଭେ କାହାରିକି ହତ୍ଯା କରିବ ନାହିଁ, କୌଣସି ଜିନିଷ ଚୋରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ କବେେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପାମାଆଙ୍କୁ ନିଶ୍ଚୟ ସମ୍ମାନ ଦବେ...'
Matthew 5:27
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'
Leviticus 20:10
ଯଦି କୌଣସି ପୁରୁଷ ତା'ର ପ୍ରତିବେଶୀର ଭାର୍ୟ୍ଯା ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ଯଭିଚାର ପାଇଁ ଅପରାଧୀ ଓ ଉଭୟେ ମୃତ୍ଯୁବରଣ କରିବା ଉଚିତ୍।
Proverbs 6:32
ଜଣେ ବ୍ଯଭୀଚାରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ।
James 2:10
ଜଣେ ଲୋକ ହୁଏତ ପରମେଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା ରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା ହେଲେ ସେ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷ ରେ ଦୋଷୀ ହୁଏ।