Daniel 5:18 in Oriya

Oriya Oriya Bible Daniel Daniel 5 Daniel 5:18

Daniel 5:18
ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।

Daniel 5:17Daniel 5Daniel 5:19

Daniel 5:18 in Other Translations

King James Version (KJV)
O thou king, the most high God gave Nebuchadnezzar thy father a kingdom, and majesty, and glory, and honour:

American Standard Version (ASV)
O thou king, the Most High God gave Nebuchadnezzar thy father the kingdom, and greatness, and glory, and majesty:

Bible in Basic English (BBE)
As for you, O King, the Most High God gave to Nebuchadnezzar, your father, the kingdom and great power and glory and honour:

Darby English Bible (DBY)
O thou king, the Most High God gave Nebuchadnezzar thy father the kingdom, and greatness, and glory, and majesty;

World English Bible (WEB)
You king, the Most High God gave Nebuchadnezzar your father the kingdom, and greatness, and glory, and majesty:

Young's Literal Translation (YLT)
thou, O king, God Most High, a kingdom, and greatness, and glory, and honour, gave to Nebuchadnezzar thy father:

O
thou
אַ֖נְתְּהʾantĕAN-teh
king,
מַלְכָּ֑אmalkāʾmahl-KA
high
most
the
אֱלָהָא֙ʾĕlāhāʾay-la-HA
God
עִלָּיָ֔אʿillāyāʾee-la-YA
gave
מַלְכוּתָ֤אmalkûtāʾmahl-hoo-TA
Nebuchadnezzar
וּרְבוּתָא֙ûrĕbûtāʾoo-reh-voo-TA
father
thy
וִיקָרָ֣אwîqārāʾvee-ka-RA
a
kingdom,
וְהַדְרָ֔אwĕhadrāʾveh-hahd-RA
and
majesty,
יְהַ֖בyĕhabyeh-HAHV
and
glory,
לִנְבֻכַדְנֶצַּ֥רlinbukadneṣṣarleen-voo-hahd-neh-TSAHR
and
honour:
אֲבֽוּךְ׃ʾăbûkuh-VOOK

Cross Reference

Daniel 2:37
ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।

Daniel 4:17
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

Acts 26:19
ପାଉଲ କହିଲେ, ହେ ମହାରାଜା ଅଗ୍ରିପ୍ପା, ମୁଁ ସହେି ସ୍ବର୍ଗୀୟ ଦର୍ଶନର ବାଧ୍ଯ ହଲିେ।

Acts 26:13
ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।

Acts 7:48
ମାତ୍ର ସର୍ବୋପରିସ୍ଥ ପରମେଶ୍ବର କୌଣସି ହାତ ତିଆରି ମନ୍ଦିର ରେ ବାସ କରନ୍ତି ନାହିଁ। ଭବିଷ୍ଯଦ୍ବକ୍ତା ଏହିପରି ଲେଖନ୍ତି,

Daniel 6:22
ମାରେ ପରମେଶ୍ବର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସମାନେେ ମାରେ କ୍ଷତି କରି ନାହାଁନ୍ତି। କାରଣ ମାରେପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରିନାହିଁ।

Daniel 4:32
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।

Daniel 4:22
ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।

Daniel 4:2
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।

Daniel 3:17
ଯଦି ଆପଣ ଆମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷପେ କରନ୍ତି ତବେେ ଯାହାଙ୍କୁ ଆମ୍ଭମାନେେ ସବୋ କରୁଅଛୁ ସହେି ପରମେଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।

Lamentations 3:38
ପରମେଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।

Lamentations 3:35
ସର୍ବୋପରିସ୍ଥ ପରମେଶ୍ବରଙ୍କ ସମ୍ମୁଖ ରେ ନ୍ଯାଯକୁ ବଦଳ କରି,

Jeremiah 27:7
ପୁଣି ସମୁଦାଯ ଗୋଷ୍ଠୀ ନବୂଖଦନିତ୍ସର, ତାହାର ପୁତ୍ର ଓ ପୌତ୍ରର ସବୋ କରିବେ। ପୁଣି ଏକ ସମୟ ଆସିବ, ଅନକେ ଗୋଷ୍ଠୀ ଓ ମହାନ୍ ମହାନ୍ ରାଜାମାନେ ବାବିଲ ରେ ନିଜର ଦାସ୍ଯକର୍ମ କରିବେ।

Psalm 92:8
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।

Psalm 47:2
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।

Psalm 9:2
ତୁମ୍ଭେ ମତେ ଅତି ଆନନ୍ଦ ଦଇେଛା ହେ ସର୍ବୋପରିସ୍ଥ ପରମେଶ୍ବର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି।

Psalm 7:17
ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।

Deuteronomy 32:8
ସର୍ବୋପରିସ୍ଥ ପରମେଶ୍ବର ଯେତବେେଳେ ଗୋଷ୍ଠୀଯ ଲୋକମାନଙ୍କୁ ସମାନଙ୍କେ ଅଧିକାର ଦେଲେ, ଯେତବେେଳେ ସେ ମନକ୍ସ୍ଟଷ୍ଯ ସନ୍ତାନମାନଙ୍କୁ ପୃଥକ କଲେ। ସେତବେେଳେ ସେ ଇଶ୍ରାୟେଲର ସଂଖ୍ଯା ଅନକ୍ସ୍ଟସା ରେ ସେ ସୀମା ସ୍ଥାପନ କଲେ।