Daniel 2:47
ତତ୍ପ ରେ ଦାନିୟେଲଙ୍କୁ ରାଜା କହିଲେ, ମୁଁ ଜାଣେ ତୁମ୍ଭର ପରମେଶ୍ବର ସମସ୍ତ ଈଶ୍ବରଗଣର ପରମେଶ୍ବର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷଯଗୁଡିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମାେତେ ଏହି ନିଗୂଢ କଥା ପ୍ରକାଶ କରିବାକୁ ସମର୍ଥ ଅଟ।
Daniel 2:47 in Other Translations
King James Version (KJV)
The king answered unto Daniel, and said, Of a truth it is, that your God is a God of gods, and a Lord of kings, and a revealer of secrets, seeing thou couldest reveal this secret.
American Standard Version (ASV)
The king answered unto Daniel, and said, Of a truth your God is the God of gods, and the Lord of kings, and a revealer of secrets, seeing thou hast been able to reveal this secret.
Bible in Basic English (BBE)
And the king made answer to Daniel and said, Truly, your God is a God of gods and a Lord of kings, and an unveiler of secrets, for you have been able to make this secret clear.
Darby English Bible (DBY)
The king answered Daniel and said, Of a truth it is that your God is the God of gods, and the Lord of kings, and a revealer of secrets, because thou wast able to reveal this secret.
World English Bible (WEB)
The king answered to Daniel, and said, Of a truth your God is the God of gods, and the Lord of kings, and a revealer of secrets, seeing you have been able to reveal this secret.
Young's Literal Translation (YLT)
The king hath answered Daniel and said, `Of a truth `it is' that your God is a God of gods, and a Lord of kings, and a revealer of secrets, since thou hast been able to reveal this secret.'
| The king | עָנֵה֩ | ʿānēh | ah-NAY |
| answered | מַלְכָּ֨א | malkāʾ | mahl-KA |
| unto Daniel, | לְדָנִיֵּ֜אל | lĕdāniyyēl | leh-da-nee-YALE |
| and said, | וְאָמַ֗ר | wĕʾāmar | veh-ah-MAHR |
| Of | מִן | min | meen |
| truth a | קְשֹׁט֙ | qĕšōṭ | keh-SHOTE |
| it is, that | דִּ֣י | dî | dee |
| God your | אֱלָהֲכ֗וֹן | ʾĕlāhăkôn | ay-la-huh-HONE |
| is a God | ה֣וּא | hûʾ | hoo |
| gods, of | אֱלָ֧הּ | ʾĕlāh | ay-LA |
| and a Lord | אֱלָהִ֛ין | ʾĕlāhîn | ay-la-HEEN |
| of kings, | וּמָרֵ֥א | ûmārēʾ | oo-ma-RAY |
| revealer a and | מַלְכִ֖ין | malkîn | mahl-HEEN |
| of secrets, | וְגָלֵ֣ה | wĕgālē | veh-ɡa-LAY |
| seeing | רָזִ֑ין | rāzîn | ra-ZEEN |
| thou couldest | דִּ֣י | dî | dee |
| reveal | יְכֵ֔לְתָּ | yĕkēlĕttā | yeh-HAY-leh-ta |
| this | לְמִגְלֵ֖א | lĕmiglēʾ | leh-meeɡ-LAY |
| secret. | רָזָ֥א | rāzāʾ | ra-ZA |
| דְנָֽה׃ | dĕnâ | deh-NA |
Cross Reference
Daniel 11:36
ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦବେତାଠାରୁ ନିଜକୁ ବଡ ବୋଲି ସେ ଗର୍ବ କରିବ। ପୁଣି ସେ ଇଶ୍ବରଗଣଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ଶକ୍ତିଶାଳୀ କଥା କହିବ। ତା'ର କୋରଧ ଫଳବତି ନ ହବୋ ପର୍ୟ୍ଯନ୍ତ ସେ ସଫଳ ହବେେ। କାରଣ ଯାହା ପରମେଶ୍ବରଙ୍କ ଯୋଜନା କରିଛନ୍ତି ତାହା ହବେ।
Deuteronomy 10:17
କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ସେ ଦବଗେଣର ଦବେ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ବର, ସେ ମନକ୍ସ୍ଟଷ୍ଯର ମକ୍ସ୍ଟଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
Psalm 136:2
ଦବେତାମାନଙ୍କର ଦବେତାର ପ୍ରଶଂସା କର। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Daniel 2:22
ସେ ଗଭୀର ଓ ଗୁପ୍ତ ବିଷଯ ସବୁ ପ୍ରକାଶ କରିପାରନ୍ତି। ଯେ ହତେୁ ଜ୍ଯୋତି ତାଙ୍କ ନିକଟରେ ବାସ କରେ। ଅନ୍ଧକାର ରେ ଯାହା ଅଛି ସେ ଜାଣନ୍ତି।
Daniel 2:28
ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।
Amos 3:7
ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।
1 Timothy 6:15
ପରମେଶ୍ବର ଉପୟୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।
Revelation 17:14
ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।
Revelation 19:16
ତାହାଙ୍କ ପୋଷାକ ଓ ଜଙ୍ଘଦେଶ ରେ ଏହା ଲଖାେଥିଲା :
Revelation 1:5
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।
Daniel 4:32
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
Daniel 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
Daniel 4:17
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
Joshua 22:22
ପରମେଶ୍ବର, ସଦାପ୍ରଭୁ ଆମ୍ଭର ପରମେଶ୍ବର! ସଦାପ୍ରଭୁ ହେଉଛନ୍ତି ଆମ୍ଭର ପରମେଶ୍ବର। ଏବଂ ସଦାପ୍ରଭୁ ଜାଣନ୍ତି ଆମ୍ଭେ ଏପରି କାହିଁକି କଲକ୍ସ୍ଟ। ଆମ୍ଭମାନେେ ମଧ୍ଯ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁ। ଆମ୍ଭମାନେେ କ'ଣ କରିଛକ୍ସ୍ଟ ତୁମ୍ଭମାନେେ ବିଗ୍ଭର କର। ଯଦି ତୁମ୍ଭେ ଏହା ବିଶ୍ବାସ କର କି ବିଗ୍ଭର କର ଆମ୍ଭମାନେେ କିଛି ଭୂଲ କରିଛକ୍ସ୍ଟ, ତବେେ ତୁମ୍ଭମାନେେ ଆମ୍ଭକକ୍ସ୍ଟ ହତ୍ଯା କରିପାର।
Job 12:19
ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।
Psalm 2:10
ଏଣୁ ହେ ରାଜାଗଣ ତୁମ୍ଭେ ବୁଦ୍ଧିମାନ ହୁଅ। ହେ ଶାସକଗଣ ଏହି କଥାକୁ ଶିକ୍ଷା କର।
Psalm 72:11
ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ। ସବୁ ଜାତିଗଣ ଲୋକମାନେ ତାଙ୍କର ସବୋ କରନ୍ତୁ।
Psalm 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
Proverbs 8:15
ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।
Daniel 2:19
ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।
Daniel 2:37
ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।
Daniel 4:8
ଅବଶଷେ ରେ ମାେ ଦବେତାର ନାମାନୁସା ରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମାେ ନିକଟକୁ ଆସିଲେ, ତାହାଙ୍କ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ବପ୍ନ ବିଷଯ ରେ ଜଣାଇଲି।
Genesis 41:39
ତେଣୁ ଫାରୋ ଯୋଷଫଙ୍କେୁ କହିଲେ, ପରମେଶ୍ବର ତୁମ୍ଭକୁ ଏହି ସବୁ ଦଖାଇେ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ।