Acts 4:8
ତା'ପରେ ପିତର ପବିତ୍ର ଆତ୍ମା ଦ୍ବାରା ପରିପୂର୍ଣ୍ଣ ହାଇେ ସମାନଙ୍କେୁ କହିଲେ, ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚ଼ୀନ ଲୋକମାନେ!
Acts 4:8 in Other Translations
King James Version (KJV)
Then Peter, filled with the Holy Ghost, said unto them, Ye rulers of the people, and elders of Israel,
American Standard Version (ASV)
Then Peter, filled with the Holy Spirit, said unto them, Ye rulers of the people, and elders,
Bible in Basic English (BBE)
Then Peter, being full of the Holy Spirit, said to them, O you rulers of the people and men of authority,
Darby English Bible (DBY)
Then Peter, filled with [the] Holy Spirit, said to them, Rulers of the people and elders [of Israel],
World English Bible (WEB)
Then Peter, filled with the Holy Spirit, said to them, "You rulers of the people, and elders of Israel,
Young's Literal Translation (YLT)
Then Peter, having been filled with the Holy Spirit, said unto them: `Rulers of the people, and elders of Israel,
| Then | τότε | tote | TOH-tay |
| Peter, | Πέτρος | petros | PAY-trose |
| filled | πλησθεὶς | plēstheis | play-STHEES |
| Holy the with | πνεύματος | pneumatos | PNAVE-ma-tose |
| Ghost, | ἁγίου | hagiou | a-GEE-oo |
| said | εἶπεν | eipen | EE-pane |
| unto | πρὸς | pros | prose |
| them, | αὐτούς | autous | af-TOOS |
| rulers Ye | Ἄρχοντες | archontes | AR-hone-tase |
| of the | τοῦ | tou | too |
| people, | λαοῦ | laou | la-OO |
| and | καὶ | kai | kay |
| elders | πρεσβύτεροι | presbyteroi | prase-VYOO-tay-roo |
| τοῦ | tou | too | |
| of Israel, | Ἰσραὴλ, | israēl | ees-ra-ALE |
Cross Reference
Acts 2:4
ସମସ୍ତେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହେଲେ। ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଥିବା ଶକ୍ତି ସାହାୟ୍ଯ ରେ ସମାନେେ ଭିନ୍ନ ଭିନ୍ନ ଭାଷା ରେ କଥା କହିବାକୁ ଆରମ୍ଭ କଲେ।
Matthew 10:19
ସମାନେେ ତୁମ୍ଭକୁ ବାନ୍ଧି ନବୋ ବେଳେ କ'ଣ କହିବ ଓ କିପରି କହିବ, ସେ ବିଷୟ ରେ ଚିନ୍ତାକରି କିଛି ବ୍ଯସ୍ତ ହୁଅନାହିଁ। କାରଣ ତୁମ୍ଭକୁ ସେତବେେଳେ କ'ଣ କହିବାକୁ ହବେ ତାହା ଜଣଇେ ଦିଆୟିବ।
Luke 12:11
ଯେତବେେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ଯାନ୍ଯ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତବେେଳେ ତୁମ୍ଭମାନେେ କିପରି ଉତ୍ତର ଦବେ, ଓ କ'ଣ କହିବ, ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ।
Luke 21:14
ତୁମ୍ଭମାନେେ ନିଜକୁ ରକ୍ଷା କରିବା ପାଇଁ କ'ଣ କହିବ, ସେଥିପାଇଁ ଆଦୌ ବ୍ଯସ୍ତ ହୁଅ ନାହିଁ।
Luke 23:13
ପୀଲାତ, ପ୍ରଧାନ ଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ।
Acts 4:5
ତହିଁ ଆରଦିନ ସମାନଙ୍କେର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ୟିରୂଶାଲମ ରେ ଏକାଠି ହେଲେ।
Acts 4:31
ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘ ରେ, ସମସ୍ତେ ଏକାଠି ହାଇେଥିଲେ, ସହେି ଘର କମ୍ପି ଉଠିଲା। ସମାନେେ ସମସ୍ତେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇଗେଲେ ଓ ପରମେଶ୍ବରଙ୍କର ବାର୍ତ୍ତା ସାହସର ସହିତ କରିବାକୁ ଲାଗିଲେ।
Acts 7:55
କିନ୍ତୁ ସ୍ତିଫାନ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଆକାଶକୁ ଚାହିଁଲେ। ସଠାେରେ ସେ ପରମେଶ୍ବରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ବରଙ୍କ ଡାହାଣ ପଟେ ଠିଆ ହବୋର ଦେଖିଲେ।