Acts 2:11
ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସମାନେେ ପରମେଶ୍ବରଙ୍କର ମହତ୍ ଓ ଆଶ୍ଚର୍ୟ୍ଯ ପୂର୍ଣ୍ଣ କାର୍ୟ୍ଯକୁ ଆମ୍ଭ ଭାଷା ରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।
Acts 2:11 in Other Translations
King James Version (KJV)
Cretes and Arabians, we do hear them speak in our tongues the wonderful works of God.
American Standard Version (ASV)
Cretans and Arabians, we hear them speaking in our tongues the mighty works of God.
Bible in Basic English (BBE)
Men of Crete and Arabia, to all of us they are talking in our different languages, of the great works of God.
Darby English Bible (DBY)
Cretans and Arabians, we hear them speaking in our own tongues the great things of God?
World English Bible (WEB)
Cretans and Arabians: we hear them speaking in our languages the mighty works of God!"
Young's Literal Translation (YLT)
Cretes and Arabians, we did hear them speaking in our tongues the great things of God.'
| Cretes | Κρῆτες | krētes | KRAY-tase |
| and | καὶ | kai | kay |
| Arabians, | Ἄραβες | arabes | AH-ra-vase |
| hear do we | ἀκούομεν | akouomen | ah-KOO-oh-mane |
| them | λαλούντων | lalountōn | la-LOON-tone |
| speak | αὐτῶν | autōn | af-TONE |
| ταῖς | tais | tase | |
| our in | ἡμετέραις | hēmeterais | ay-may-TAY-rase |
| tongues | γλώσσαις | glōssais | GLOSE-sase |
| the | τὰ | ta | ta |
| wonderful works | μεγαλεῖα | megaleia | may-ga-LEE-ah |
| of | τοῦ | tou | too |
| God. | θεοῦ | theou | thay-OO |
Cross Reference
1 Corinthians 12:10
ଆତ୍ମା ଅନ୍ୟଜଣକୁ ଆର୍ଶ୍ଚ୍ଯର୍ୟ୍ଯକାର୍ୟ୍ଯ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତ ରେ ପାର୍ଥକ୍ଯ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସହେି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।
Exodus 15:11
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!
Isaiah 13:20
ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।
Isaiah 21:13
ଆରବ ବିଷଯକ ଦୁଃଖବାର୍ତ୍ତା। ଦଦାନୀଯ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧିଅରେ ରାତ୍ରି ୟାପନ କଲେ।
Isaiah 25:1
ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସମ୍ପାଦନ କରିଛ। ତୁମ୍ଭେ ପୁରାତନ କାଳ ରେ ୟହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ଯ ରେ ପରିଣତ ହାଇେଛି। ତୁମ୍ଭେ ଯାହାସବୁ କହିଥିଲ, ତାହାହିଁ ଘଟିଅଛି।
Isaiah 28:29
ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଏହି ଶିକ୍ଷା ମିଳିଥାଏ। ସେ ଆଶ୍ଚର୍ୟ୍ଯ ଜନକ ମନ୍ତ୍ରଣା ଦିଅନ୍ତି ଓ ପ୍ରକୃତ ରେ ସେ ଜ୍ଞାନ ରେ ମହାନ୍।
Jeremiah 3:2
ନିଷ୍ଫଳ ପର୍ବତକୁ ଦେଖ। କେଉଁଠା ରେ ତୁମ୍ଭେ ବ୍ଯଭିଚାର କରି ନାହଁ ? ଯେପରି ଜଣେ ଆରବୀଯ ଲୋକ ପ୍ରାନ୍ତର ରେ ବ ସେ, ସହେିପରି ତୁମ୍ଭେ ସମାନଙ୍କେ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ବାସନୀଯତା ଓ ଦୁଷ୍କର୍ମ ଦ୍ବାରା ଦେଶକୁ 'ଅଶୁଚି' କରିଅଛ।
Jeremiah 25:24
ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
Daniel 4:2
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
Acts 27:7
ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।
Acts 27:12
ସହେି ବନ୍ଦରଟି ଶୀତ କଟଇବୋ ପାଇଁ ଅନୁପୟୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୋନୀକ୍ ରେ ପହଞ୍ଚିବା ଆଶା ରେ ସଠାେରେ ଆମ୍ଭ ସହିତ ୟିବା ପାଇଁ ଓ ଶୀତଋତୁ କଟଇବୋ ପାଇଁ ପରାମର୍ଶ ଦେଲେ। ଫୋନୀକ୍ସ୍ କ୍ରୀତି ଉପଦ୍ବୀପର ଗୋଟିଏ ନଗର। ଫୋନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।
1 Corinthians 12:28
ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।
Titus 1:5
ମୁଁ ତୁମ୍ଭକୁ କ୍ରୀତୀଠା ରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସଗେୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସଠାେରେ ତୁମ୍ଭକୁ ଏଥିପାଇଁ ମଧ୍ଯ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରେତ୍ୟକକ ନଗର ରେ ପ୍ରାଚୀନ ହବୋ ଲୋକମାନଙ୍କୁ ବାଛି ପାରିବ।
Titus 1:12
ତାହାଙ୍କ ନିଜ ଲୋକମାନଙ୍କ ମଧ୍ଯରୁ ଜଣେ, ୟିଏ କି ଭବିଷ୍ଯଦ୍ ବକ୍ତା, କହିଛନ୍ତି : କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସମାନେେ ଦୁଷ୍ଟ ପଶୁ ଓ ଅଳସୁଆ। ସମାନେେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।
Hebrews 2:4
କର୍ମ ଦ୍ବାରା ପରମେଶ୍ବର ମଧ୍ଯ ଏହାର ପ୍ରମାଣ ଦେଲେ। ପରମେଶ୍ବର ଆପଣା ଇଚ୍ଛାନୁସା ରେ ପବିତ୍ର ଆତ୍ମାଙ୍କ ଅନ୍ଯାନ୍ଯ ଦାନ ଦ୍ବାରା ଏହା ପ୍ରମାଣିତ କରିଅଛନ୍ତି।
Psalm 136:4
ୟେ ଆଶ୍ଚର୍ୟ୍ଯକାର୍ୟ୍ଯମାନ କରନ୍ତି, ତାଙ୍କର ପ୍ରଶଂସା କର। ତାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Psalm 111:4
ସେ ଆପଣାର ଆଶ୍ଚର୍ୟ୍ଯ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମଯ।
Psalm 107:21
ସଦାପ୍ରଭୁଙ୍କୁ ତାଙ୍କର ସ୍ନହପେୂର୍ଣ୍ଣ କରୁଣା ନିମନ୍ତେ ଧନ୍ଯବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
1 Kings 10:15
କାର୍ଗ ଜାହାଜର ସୁବର୍ଣ୍ଣ ବ୍ଯତୀତ ରାଜା ଶଲୋମନ ମିଶ୍ରୀତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ଯବସାଯରୁ ସୁବର୍ଣ ପାଇଲେ।
2 Chronicles 17:11
କେତକେ ପଲେଷ୍ଟୀୟ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ଯ ସମାନେେ ୟିହୋଶାଫଟ୍ଙ୍କ ନିମନ୍ତେ ରୂପା ଆଣିଲେ। କେତକେ ଆରବୀଯ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ପଶୁପଲ ଭଟେୀ ସ୍ବରୂପେ ଆଣିଲେ। ସମାନେେ ତାଙ୍କୁ 7,700 ଗୋଟି ଛଳେି ଓ 7,700 ଗୋଟି ମେଣ୍ଢା ଦେଲେ।
2 Chronicles 26:7
ପରମେଶ୍ବର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହର ରେ ବାସ କରୁଥିବା ଆରବୀଯ ଓ ମଯୂନିଯ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ରେ ସାହାୟ୍ଯ କଲେ।
Job 9:10
ପରମେଶ୍ବର ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯର କୌଣସି ଶଷେ ନାହିଁ।
Psalm 26:7
ହେ ସଦାପ୍ରଭୁ, ମୁଁ ମାରେ ନିର୍ଦ୍ ଦୋଷତା ପ୍ରମାଣ ପାଇଁ ମାରେ ହାତ ପ୍ରକ୍ଷାଳନ କରେ, ତଣେୁ ତୁମ୍ଭର ୟଜ୍ଞବଦେୀ ନିକଟକୁ ଆସିପାରେ।
Psalm 40:5
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।
Psalm 71:17
ହେ ପରମେଶ୍ବର, ତୁମ୍ଭେ ମାେତେ ବାଲ୍ଯକାଳରୁ ଶିକ୍ଷା ଦଇେ ଆସୁଅଛି। ମୁଁ ଏପର୍ୟ୍ଯନ୍ତ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯାସବୁ ଲୋକମାନଙ୍କୁ କହିଛି।
Psalm 77:11
ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ। ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ୟ୍ଯ କର୍ମସବୁ ମୁଁ ମନେ ପପାଏ।
Psalm 78:4
ଆମ୍ଭମାନେେ ସମାନଙ୍କେ ବଂଶଧରମାନଙ୍କୁ ଏହା ଲୁଚାଇବାକୁ ନାହିଁ। ସମାନେେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପୀଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ୟ୍ଯତା ୟାହା ସେ କଲେ ସସବେୁ ବିଷଯରେ ସମାନଙ୍କେୁ କହିବୁ।
Psalm 89:5
ହେ ସଦାପ୍ରଭୁ, ସ୍ବର୍ଗ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ବସ୍ତତାରେ ପ୍ରଶଂସା କରେ।
Psalm 96:3
ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ।
Psalm 107:8
ସମାନେେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ଯବାଦ କରିବା ଉଚିତ୍ କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
Psalm 107:15
ସମାନେେ ସଦାପ୍ରଭୁଙ୍କର କରୁଣା ପ୍ରମେ ପାଇଁ ତାଙ୍କୁ ଧନ୍ଯବାଦ କରନ୍ତୁ। ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।
Galatians 4:25
ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।
Galatians 1:17
ମାେ ଆଗରୁ ପ୍ ରରେିତ ହାଇେ ସାରିଥିବା ୟିରୁଶାଲମର ପ୍ ରରେିତମାନଙ୍କ ପାଖକୁ ମୁଁ ଗଲିନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମସକେ ନଗରକୁ ଫରେିଗଲି।