Genesis 41:14
ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।
Genesis 41:14 in Other Translations
King James Version (KJV)
Then Pharaoh sent and called Joseph, and they brought him hastily out of the dungeon: and he shaved himself, and changed his raiment, and came in unto Pharaoh.
American Standard Version (ASV)
Then Pharaoh sent and called Joseph, and they brought him hastily out of the dungeon: and he shaved himself, and changed his raiment, and came in unto Pharaoh.
Bible in Basic English (BBE)
Then Pharaoh sent for Joseph, and they took him quickly out of prison; and when his hair had been cut and his dress changed, he came before Pharaoh.
Darby English Bible (DBY)
Then Pharaoh sent and called Joseph; and they brought him hastily out of the dungeon. And he shaved [himself], and changed his clothes, and came in to Pharaoh.
Webster's Bible (WBT)
Then Pharaoh sent and called Joseph, and they brought him hastily out of the dungeon: and he shaved himself, and changed his raiment, and came before Pharaoh.
World English Bible (WEB)
Then Pharaoh sent and called Joseph, and they brought him hastily out of the dungeon. He shaved himself, changed his clothing, and came in to Pharaoh.
Young's Literal Translation (YLT)
And Pharaoh sendeth and calleth Joseph, and they cause him to run out of the pit, and he shaveth, and changeth his garments, and cometh in unto Pharaoh.
| Then Pharaoh | וַיִּשְׁלַ֤ח | wayyišlaḥ | va-yeesh-LAHK |
| sent | פַּרְעֹה֙ | parʿōh | pahr-OH |
| and called | וַיִּקְרָ֣א | wayyiqrāʾ | va-yeek-RA |
| אֶת | ʾet | et | |
| Joseph, | יוֹסֵ֔ף | yôsēp | yoh-SAFE |
| hastily him brought they and | וַיְרִיצֻ֖הוּ | wayrîṣuhû | vai-ree-TSOO-hoo |
| out of | מִן | min | meen |
| dungeon: the | הַבּ֑וֹר | habbôr | HA-bore |
| and he shaved | וַיְגַלַּח֙ | waygallaḥ | vai-ɡa-LAHK |
| himself, and changed | וַיְחַלֵּ֣ף | wayḥallēp | vai-ha-LAFE |
| raiment, his | שִׂמְלֹתָ֔יו | śimlōtāyw | seem-loh-TAV |
| and came in | וַיָּבֹ֖א | wayyābōʾ | va-ya-VOH |
| unto | אֶל | ʾel | el |
| Pharaoh. | פַּרְעֹֽה׃ | parʿō | pahr-OH |
Cross Reference
Daniel 2:25
ତେଣୁ ଅରିଯୋକ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନଲୋ ଏବଂ କହିଲା, ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧିଅରେ ମୁଁ ଜଣେ ବ୍ଯକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ବପ୍ନର ଅର୍ଥ ଜଣାଇବେ।
Psalm 113:7
ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
Jeremiah 52:32
ଆଉ ସେ ତାଙ୍କୁ ମଧୁର ବାକ୍ଯ କହିଲେ ଓ ତାଙ୍କୁ ବାବିଲର ଅନ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ମାନଜନକ ସ୍ଥାନ ଦେଲେ।
Isaiah 61:10
ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।
Isaiah 61:3
ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'
Psalm 105:19
ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
Esther 5:1
ତୃତୀୟ ଦିନ ଏଷ୍ଟର ରାଜକୀଯ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣ ରେ ରାଜଗୃହ ସମ୍ମୁଖ ରେ ଛିଡା ହେଲା। ସହେି ସମୟରେ ରାଜା ରାଜଗୃହ ରେ ଗୃହଦ୍ବାର ସମ୍ମୁଖ ରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ।
Esther 4:1
ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।
2 Kings 25:29
ଇବିଲ-ମରୋଦକ ୟିହୋଯାଖୀନଙ୍କ କାରାଗାର ପୋଷାକ ବଦଳାଇ ଦଇେଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମଜେ ରେ ୟାବଜ୍ଜୀବନ ଭୋଜନ କଲେ।
2 Samuel 19:24
ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲା। ରାଜା ୟିରକ୍ସ୍ଟଶାଲମ ଛାଡିବା ଦିନଠାରକ୍ସ୍ଟ ମଫୀବୋଶତ୍ ତା'ର ଦାଢି କାଟି ନ ଥିଲା। ନିଜର ପାଦସଧାଇ ନଥିଲା, ତା'ର ବସ୍ତ୍ର ମଧ୍ଯ ସଫା କରି ନ ଥିଲା।
1 Samuel 2:7
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଦନ କରନ୍ତି ବା ଧନବାନ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସମାନଙ୍କେୁ ଉଚ୍ଚ ସ୍ଥାନ ରେ ପ୍ରତିଷ୍ଠିତ କରାନ୍ତି।
Exodus 10:16
ଫାରୋ ବେଗ୍ରତାର ସହକା ରେ ମାଶାେ ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ପାପ କରିଅଛି।