2 Kings 10:11
ତେଣୁ ଯହେୂ ୟିଷ୍ରିଯଲେ ରେ ବାସ କରୁଥିବା ଆହାବ୍ଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ ଆତ୍ମୀଯ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବ୍ଙ୍କ ଲୋକରୁ କହେି ଜଣେ ହେଲେ ଜୀବିତ ଛଡାଗଲା ନାହିଁ।
2 Kings 10:11 in Other Translations
King James Version (KJV)
So Jehu slew all that remained of the house of Ahab in Jezreel, and all his great men, and his kinsfolk, and his priests, until he left him none remaining.
American Standard Version (ASV)
So Jehu smote all that remained of the house of Ahab in Jezreel, and all his great men, and his familiar friends, and his priests, until he left him none remaining.
Bible in Basic English (BBE)
So Jehu put to death all the rest of the seed of Ahab in Jezreel, and all his relations and his near friends and his priests, till there were no more of them.
Darby English Bible (DBY)
And Jehu slew all that remained of the house of Ahab in Jizreel, and all his great men, and his acquaintances, and his priests, until he left him none remaining.
Webster's Bible (WBT)
So Jehu slew all that remained of the house of Ahab in Jezreel, and all his great men, and his kinsmen, and his priests, until he left him none remaining.
World English Bible (WEB)
So Jehu struck all that remained of the house of Ahab in Jezreel, and all his great men, and his familiar friends, and his priests, until he left him none remaining.
Young's Literal Translation (YLT)
And Jehu smiteth all those left to the house of Ahab in Jezreel, and all his great men, and his acquaintances, and his priests, till he hath not left to him a remnant.
| So Jehu | וַיַּ֣ךְ | wayyak | va-YAHK |
| slew | יֵה֗וּא | yēhûʾ | yay-HOO |
| אֵ֣ת | ʾēt | ate | |
| all | כָּל | kāl | kahl |
| that remained | הַנִּשְׁאָרִ֤ים | hannišʾārîm | ha-neesh-ah-REEM |
| house the of | לְבֵית | lĕbêt | leh-VATE |
| of Ahab | אַחְאָב֙ | ʾaḥʾāb | ak-AV |
| in Jezreel, | בְּיִזְרְעֶ֔אל | bĕyizrĕʿel | beh-yeez-reh-EL |
| all and | וְכָל | wĕkāl | veh-HAHL |
| his great men, | גְּדֹלָ֖יו | gĕdōlāyw | ɡeh-doh-LAV |
| and his kinsfolks, | וּמְיֻדָּעָ֣יו | ûmĕyuddāʿāyw | oo-meh-yoo-da-AV |
| priests, his and | וְכֹֽהֲנָ֑יו | wĕkōhănāyw | veh-hoh-huh-NAV |
| until | עַד | ʿad | ad |
| he left | בִּלְתִּ֥י | biltî | beel-TEE |
| him none | הִשְׁאִֽיר | hišʾîr | heesh-EER |
| remaining. | ל֖וֹ | lô | loh |
| שָׂרִֽיד׃ | śārîd | sa-REED |
Cross Reference
Job 18:19
ତା'ର କୌଣସି ସନ୍ତାନ ସନ୍ତତି ଓ ନାତି ନାତୁଣୀ ହବେ ନାହିଁ। ତା' ପରିବାରର କହେି ଗୃହ ରେ ବାସ କରିବା ନିମନ୍ତେ ରହିବେ ନାହିଁ।
Revelation 20:10
ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।
Revelation 19:20
କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।
Hosea 1:4
ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।
Isaiah 14:21
ସମାନଙ୍କେ ଦୋଷ ୟୋଗୁଁ ସମାନଙ୍କେର ପିଲାମାନଙ୍କୁ ହତ୍ଯା କର। ଯେପରିକି ସମାନଙ୍କେର ବଂଶଧର ପୁନର୍ବାର ଦେଶର ଶାସକ ହବେେ ନାହିଁ ଓ ଜଗତକୁ ସମାନଙ୍କେ ନଗର ରେ ପରିପୂର୍ଣ୍ଣ କରିବେ ନାହିଁ।
Proverbs 13:20
ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
Psalm 125:5
ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।
Psalm 109:13
ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।
2 Kings 23:20
ଯୋଶିୟଯ ଶମରିଯାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ୟଜ୍ଞବଦେୀ ରେ ବଧ କଲେ ଓ ସେ ଉପରେ ମନୁଷ୍ଯମାନଙ୍କ ଅସ୍ଥି ୟଜ୍ଞବଦେୀ ଉପରେ ଦଗ୍ଧ କଲେ। ଏହି ରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ୟିରୁଶାଲମକୁ ଫରେିଗଲେ।
1 Kings 22:6
ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?
1 Kings 21:22
ତୁମ୍ଭର ପରିବାର ଭାଗ୍ଯ ସହେିଭଳି ହବେ, ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯ ପୁତ୍ର ବାଶାର ବଂଶ ତୁଲ୍ଯ ସମ୍ପୂର୍ଣ୍ଣ ଧ୍ବଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ବାରା ମାେତେ ବିରକ୍ତ କରିଅଛ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଅଛ।'
1 Kings 18:40
ତା'ପରେ ଏଲିଯ ସମାନଙ୍କେୁ କହିଲେ, ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ ନାହିଁ। ତେଣୁ ଲୋକମାନେ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିଯ ସମାନଙ୍କେୁ କୀଶୋନ ନଦୀ ନିକଟକୁ ନଇେ ସଠାେରେ ହତ୍ଯା କଲେ।
1 Kings 18:19
ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇଶ୍ରାୟେଲକୁ କର୍ମିଲ ପର୍ବତ ରେ ଦଖାେ କରିବାକୁ କୁହ। ବାଲ୍ ଦବେତାର 450 ଭବିଷ୍ଯଦ୍ବକ୍ତା ଓ ଅଶରୋ ବଦେୀର 400 ଭବିଷ୍ଯଦ୍ବକ୍ତାଙ୍କୁ ସହେି ପର୍ବତ ରେ ଦଖାେ କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷବଲରେ ମଜେ ରେ ଭୋଜନ କରନ୍ତି ଏବଂ ସମାନଙ୍କେୁ ପର୍ବତକୁ ଆଣ।
1 Kings 16:11
ସିମ୍ରି ରାଜା ହେଲାପରେ ସେ ବାଶାଙ୍କର ସମୁଦାଯ ବଂଶ, ଜ୍ଞାତି ଓ ବନ୍ଧୁମାନଙ୍କୁ ହତ୍ଯା କଲେ। ଏପରିକି ଜଣେ ପୁରୁଷ ସେ ଛାଡିଲେ ନାହିଁ।
1 Kings 15:29
ବାଶା ରାଜା ହବୋ ମାତ୍ ରେ ୟାରବିଯାମଙ୍କ ପରିବାରକୁ ଧ୍ବଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀଯ ଅହିଯ ମାଧ୍ଯମ ରେ ଯେଉଁ କଥା କହିଥିଲେ ତଦନୁସା ରେ ବାଶା ୟାରବିଯାମଙ୍କ ବଂଶରୁ ଜଣଙ୍କୁ ଛାଡିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ।
1 Kings 14:10
ହେ ୟାରବିଯାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛନ୍ନ କରିବାକୁ ଯାଉଛ। ତୁମ୍ଭ ପରିବାରର ପ୍ରେତ୍ୟକକ ପୁରୁଷଙ୍କୁ ମୁଁ ହତ୍ଯା କରିବି। ଅଗ୍ନି ଯେପରି ଘାସକୁ ପୋଡି଼ ପାଉଁଶ କରିଦିଏ, ସହେିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦବେି।
Joshua 11:8
ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ। ଇଶ୍ରାୟେଲୀୟମାନେ ସମାନଙ୍କେୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ ମଯିମ୍ ପର୍ୟ୍ଯନ୍ତ ଆଉ ପୂର୍ବ ଦିଗ ରେ ମିସ୍ପିର ସମସ୍ଥଳି ପର୍ୟ୍ଯନ୍ତ ସମାନଙ୍କେୁ ଘଉଡାଇ ନେଲେ। ପକ୍ସ୍ଟଣି ସମାନଙ୍କେର କହେି ଅବଶିଷ୍ଟ ରହିଲେ ନାହିଁ। ସମାନେେ ସମସ୍ତଙ୍କକ୍ସ୍ଟ ସଂହାର କଲେ।
Joshua 10:30
ସଦାପ୍ରଭୁ ସହେି ନଗରକକ୍ସ୍ଟ ତା'ର ରାଜା ସହିତ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ। ତେଣୁ ସମାନେେ ସହରର ସମସ୍ତ ସଜୀବ ପ୍ରାଣୀଙ୍କକ୍ସ୍ଟ ଖଣ୍ତା ରେ ହତ୍ଯା କଲେ, କାହାରିକକ୍ସ୍ଟ ଛାଡିଲେ ନାହିଁ, ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କକ୍ସ୍ଟ ମଧ୍ଯ ୟିହୋଶୂଯ ସହେିପରି କଲେ।