1 Timothy 2:13 in Oriya

Oriya Oriya Bible 1 Timothy 1 Timothy 2 1 Timothy 2:13

1 Timothy 2:13
କାରଣ ଆଦମ ପ୍ରଥମ ରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ।

1 Timothy 2:121 Timothy 21 Timothy 2:14

1 Timothy 2:13 in Other Translations

King James Version (KJV)
For Adam was first formed, then Eve.

American Standard Version (ASV)
For Adam was first formed, then Eve;

Bible in Basic English (BBE)
For Adam was first formed, then Eve;

Darby English Bible (DBY)
for Adam was formed first, then Eve:

World English Bible (WEB)
For Adam was first formed, then Eve.

Young's Literal Translation (YLT)
for Adam was first formed, then Eve,

For
Ἀδὰμadamah-THAHM
Adam
γὰρgargahr
was
first
πρῶτοςprōtosPROH-tose
formed,
ἐπλάσθηeplasthēay-PLA-sthay
then
εἶταeitaEE-ta
Eve.
ΕὕαheuaAVE-ah

Cross Reference

Genesis 2:18
ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।

Genesis 2:22
ସଦାପ୍ରଭୁ ପରମେଶ୍ବର ମନୁଷ୍ଯର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ। ଏବଂ ମନୁଷ୍ଯ ନିକଟକୁ ତାହାକୁ ଆଣିଲେ।

1 Corinthians 11:8
ପୁରୁଷ ସ୍ତ୍ରୀ ଠାରୁ ଆସି ନାହିଁ। ସ୍ତ୍ରୀ ପୁରୁଷଠାରୁ ଆସିଛି।

Genesis 1:27
ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।

Genesis 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।