1 Kings 22:11 in Oriya

Oriya Oriya Bible 1 Kings 1 Kings 22 1 Kings 22:11

1 Kings 22:11
କନାନାର ପୁତ୍ର ସିଦିକିଯ ଜଣେ ଭବିଷ୍ଯଦ୍ବକ୍ତା ଲୌହମଯ ଶିଙ୍ଗମାନ ନିର୍ମାଣ କରି ଆହାବ୍ଙ୍କୁ କହିଲା, ସଦାପ୍ରଭୁ କହନ୍ତି, 'ତୁମ୍ଭେ ଏହି ଲୌହମଯ ଶିଙ୍ଗ ୟୁଦ୍ଧ ରେ ବ୍ଯବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ଯମାନଙ୍କୁ ସଂହାର କରିବ ଏବଂ ଜଯଲାଭ କରିବ।'

1 Kings 22:101 Kings 221 Kings 22:12

1 Kings 22:11 in Other Translations

King James Version (KJV)
And Zedekiah the son of Chenaanah made him horns of iron: and he said, Thus saith the LORD, With these shalt thou push the Syrians, until thou have consumed them.

American Standard Version (ASV)
And Zedekiah the son of Chenaanah made him horns of iron, and said, Thus saith Jehovah, With these shalt thou push the Syrians, until they be consumed.

Bible in Basic English (BBE)
And Zedekiah, the son of Chenaanah, made himself horns of iron and said, The Lord says, Pushing back the Aramaeans with these, you will put an end to them completely.

Darby English Bible (DBY)
And Zedekiah the son of Chenaanah made for himself horns of iron, and he said, Thus saith Jehovah: With these shalt thou push the Syrians, until thou have exterminated them.

Webster's Bible (WBT)
And Zedekiah the son of Chenaanah made him horns of iron: and he said, Thus saith the LORD, With these shalt thou push the Syrians, until thou hast consumed them.

World English Bible (WEB)
Zedekiah the son of Chenaanah made him horns of iron, and said, Thus says Yahweh, With these shall you push the Syrians, until they be consumed.

Young's Literal Translation (YLT)
And Zedekiah son of Chenaanah maketh for himself horns of iron, and saith, `Thus said Jehovah, By these thou dost push the Aramaeans till they are consumed;'

And
Zedekiah
וַיַּ֥עַשׂwayyaʿaśva-YA-as
the
son
ל֛וֹloh
of
Chenaanah
צִדְקִיָּ֥הṣidqiyyâtseed-kee-YA
made
בֶֽןbenven
horns
him
כְּנַעֲנָ֖הkĕnaʿănâkeh-na-uh-NA
of
iron:
קַרְנֵ֣יqarnêkahr-NAY
and
he
said,
בַרְזֶ֑לbarzelvahr-ZEL
Thus
וַיֹּ֙אמֶר֙wayyōʾmerva-YOH-MER
saith
כֹּֽהkoh
the
Lord,
אָמַ֣רʾāmarah-MAHR
With
these
יְהוָ֔הyĕhwâyeh-VA
shalt
thou
push
בְּאֵ֛לֶּהbĕʾēllebeh-A-leh

תְּנַגַּ֥חtĕnaggaḥteh-na-ɡAHK
the
Syrians,
אֶתʾetet
until
אֲרָ֖םʾărāmuh-RAHM
thou
have
consumed
עַדʿadad
them.
כַּלֹּתָֽם׃kallōtāmka-loh-TAHM

Cross Reference

Zechariah 1:18
ଏହାପ ରେ ମୁଁ ଉର୍ଦ୍ଧ୍ବକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ ଦେଖିଲି।

Deuteronomy 33:17
ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।

2 Timothy 3:8
ସମାନେେ ମାଶାଙ୍କେୁ ବି ରୋଧ କରିଥିଲେ। ସହେିଭଳି ଏହି ଲୋକମାନେ ମଧ୍ଯ ସତ୍ଯର ବିରୋଧ କରନ୍ତି, ସମାନଙ୍କେର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା ରେ ଏମାନେ ବିଫଳ ହାଇେଛନ୍ତି।

2 Corinthians 11:13
ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।

Acts 19:13
ଭୂତାତ୍ମାକୁ ଦୂର କରିବାପାଇଁ ଏଣତେଣେେ ବୁଲୁଥିବା କେତକେ ଯିହୂଦୀୟମାନେ ମଧ୍ଯ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ଯବହାର କରିବାପାଇଁ ଚେ଼ଷ୍ଟା କଲେ। ସମାନେେ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚ଼ାର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମ ରେ ଆଦେଶ ଦେଉଛି।

Micah 3:11
ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।

Ezekiel 22:27
ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

Ezekiel 13:6
ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।

Jeremiah 29:21
କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।

Jeremiah 28:10
ଯିରିମିୟଙ୍କ ସ୍କନ୍ଧ ରେ ବହନ କରିଥିବା ୟୁଆଳିକୁ ହନାନିଯ କାଢ଼ି ନଇେ ତାହା ଭାଙ୍ଗି ପକାଇଲା।

Jeremiah 28:2
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ଯିହୁଦା ଉପ ରେ ଥିବା ବାବିଲ ରାଜାର ୟୁଆଳି ଭାଙ୍ଗିଅଛୁ।

Jeremiah 27:2
ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।

Jeremiah 23:31
ପୁଣି ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ଯଦବକ୍ତାମାନେ, ନିଜେ ମିଥ୍ଯା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସମାନଙ୍କେର ବିପକ୍ଷ ଅଟେ।

Jeremiah 23:25
ପୁଣି ଏପରି କେତକେ ଭବିଷ୍ଯଦବକ୍ତା ଅଛନ୍ତି, ' ଯେଉଁମାନେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସ୍ବପ୍ନ ଦେଖିଅଛୁ, ଆମ୍ଭେ ସ୍ବପ୍ନ ଦେଖିଅଛୁ' କହନ୍ତି, ସମାନଙ୍କେ କଥା ଆମ୍ଭେ ଶୁଣିଅଛୁ।

Jeremiah 23:17
ସମାନେେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ଯ ନ କହି ଭିନ୍ନ କଥା କୁହନ୍ତି। ସମାନେେ ସମାନଙ୍କେୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, 'ତୁମ୍ଭମାନଙ୍କର ଶାନ୍ତି ହବେ।' ପୁଣି ଯେଉଁମାନେ ଅବାଧ୍ଯ ହାଇେ ନିଜର ହୃଦଯ ରେ ଆଚରଣ ଅନୁସାରେ କାର୍ୟ୍ଯ କରନ୍ତି, ସମାନଙ୍କେୁ କୁହାୟାଏ, 'ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହବେ ନାହିଁ।'