Deuteronomy 7:21 in Oriya

Oriya Oriya Bible Deuteronomy Deuteronomy 7 Deuteronomy 7:21

Deuteronomy 7:21
ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟୟକ୍ସ୍ଟକ୍ତ।

Deuteronomy 7:20Deuteronomy 7Deuteronomy 7:22

Deuteronomy 7:21 in Other Translations

King James Version (KJV)
Thou shalt not be affrighted at them: for the LORD thy God is among you, a mighty God and terrible.

American Standard Version (ASV)
Thou shalt not be affrighted at them; for Jehovah thy God is in the midst of thee, a great God and a terrible.

Bible in Basic English (BBE)
Have no fear of them: for the Lord your God is with you, a great God greatly to be feared.

Darby English Bible (DBY)
Thou shalt not be afraid of them; for Jehovah thy God is in thy midst, a ùGod great and terrible.

Webster's Bible (WBT)
Thou shalt not be affrighted at them: for the LORD thy God is among you, a mighty God and terrible.

World English Bible (WEB)
You shall not be scared of them; for Yahweh your God is in the midst of you, a great and awesome God.

Young's Literal Translation (YLT)
thou art not terrified by their presence, for Jehovah thy God `is' in thy midst, a God great and fearful.

Thou
shalt
not
לֹ֥אlōʾloh
be
affrighted
תַֽעֲרֹ֖ץtaʿărōṣta-uh-ROHTS
at
מִפְּנֵיהֶ֑םmippĕnêhemmee-peh-nay-HEM
them:
for
כִּֽיkee
the
Lord
יְהוָ֤הyĕhwâyeh-VA
God
thy
אֱלֹהֶ֙יךָ֙ʾĕlōhêkāay-loh-HAY-HA
is
among
בְּקִרְבֶּ֔ךָbĕqirbekābeh-keer-BEH-ha
you,
a
mighty
אֵ֥לʾēlale
God
גָּד֖וֹלgādôlɡa-DOLE
and
terrible.
וְנוֹרָֽא׃wĕnôrāʾveh-noh-RA

Cross Reference

Nehemiah 9:32
ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।

Joshua 3:10
ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।

Deuteronomy 10:17
କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ସେ ଦବଗେଣର ଦବେ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ବର, ସେ ମନକ୍ସ୍ଟଷ୍ଯର ମକ୍ସ୍ଟଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।

Nehemiah 1:5
ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି:

Numbers 14:14
ପୁଣି ସମାନେେ ଏ ଦେଶ ନିବାସିମାନଙ୍କୁ ତାହା କହିବେ, ସମାନେେ ଶୁଣିଛନ୍ତି ଯେ ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧିଅରେ ଅଛନ୍ତି, କାରଣ ତୁମ୍ଭେ ସମାନଙ୍କେୁ ପ୍ରତ୍ଯକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସମାନଙ୍କେ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭ ରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭ ରେ ସମାନଙ୍କେ ଆଗେ ଆଗେ ଗମନ କରୁଅଛ।

Nehemiah 4:14
ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।

1 Corinthians 14:25
ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହବେ, ସେଥି ରେ ସେ ମସ୍ତକ ନତକରି ପରମେଶ୍ବର ଯେ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ଏହା ସ୍ବୀକାର କରି ପରମେଶ୍ବରଙ୍କ ଉପାସନା କରିବ।

Zechariah 12:2
ଦେଖ, ଦେଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବରୋଧ ହାଇେ ରହିବ।

Zechariah 2:10
ସଦାପ୍ରଭୁ କୁହନ୍ତି, ହେ ସିୟୋନର କନ୍ଯା ଆନନ୍ଦ ରେ ଚିତ୍କାର କର ଏବଂ ଖୁସି ହୁଅ। କାରଣ ତୁମ୍ଭ ସହିତ ନଗର ରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।

Isaiah 8:9
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

Psalm 46:11
ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।

Psalm 46:7
ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।

Numbers 14:9
ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।

Numbers 14:42
ତୁମ୍ଭମାନେେ ଉପରକୁ ୟାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାଁନ୍ତି। ତେଣୁ ତୁମ୍ଭେ ଅକ୍ଲେଶ ରେ ଶତୃମାନଙ୍କଦ୍ବାରା ପରାସ୍ତ ହବେ।

Numbers 16:3
ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?

Numbers 23:21
ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ। ଏବଂ ଇଶ୍ରାୟେଲ ମଧିଅରେ ପାପ ଦେଖି ନାହାଁନ୍ତି। ସଦାପ୍ରଭୁ ସମାନଙ୍କେର ପରମେଶ୍ବର ସମାନଙ୍କେ ସହିତ ଅଛନ୍ତି। ସମାନଙ୍କେ ରାଜାଙ୍କର ଜଯଧ୍ବନୀ ସମାନଙ୍କେ ମଧିଅରେ ଥିଲା।

Deuteronomy 25:8
ତବେେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକକ୍ସ୍ଟ ଡାକି କହିବେ। ତହିଁରେ ଯବେେ ସେ ଛିଡା ହାଇେ କ ହେ ଯେ, 'ତାହାକକ୍ସ୍ଟ ଗ୍ରହଣ କରିବାକୁ ଆମ୍ଭର ଇଛା ନାହିଁ।'

1 Samuel 4:8
ହାୟ! ଏହି ବଳବାନ୍ ଦବଗେଣ ହସ୍ତରକ୍ସ୍ଟ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦବଗେଣ ପ୍ରାନ୍ତର ରେ ଭୟଙ୍କର ରୋଗ ଓ ମହାମାରୀ ଦ୍ବାରା ମିସ୍ତ୍ରୀଯମାନଙ୍କୁ ଆଘାତ କରିଥିଲେ।

2 Chronicles 32:8
ଅଶୂରର ରାଜାଙ୍କ ସହିତ କବଳେ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ୟୁଦ୍ଧ କରିବେ। ଏହିପରି ଯିହୁଦାର ରାଜା ହିଜକିଯ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।

Psalm 46:5
ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।

Numbers 9:20
କବେେ କବେେ ସହେି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସମାନେେ ଛାଉଣୀ କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।