Deuteronomy 1:1 in Oriya

Oriya Oriya Bible Deuteronomy Deuteronomy 1 Deuteronomy 1:1

Deuteronomy 1:1
ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତବେେଳେ ସୂଫ ସପୋରିସ୍ଥିତ ପାରଣ, ତାଫେଲ, ଲାବନ, ହତ୍େସରୋତ୍ ଓ ଦୀଷାହବର ମଧିଅରେ ସମାନେେ ୟର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମାଶାେ ଏହି ବାର୍ତ୍ତାସବୁ କହିଥିଲେ।

Deuteronomy 1Deuteronomy 1:2

Deuteronomy 1:1 in Other Translations

King James Version (KJV)
These be the words which Moses spake unto all Israel on this side Jordan in the wilderness, in the plain over against the Red sea, between Paran, and Tophel, and Laban, and Hazeroth, and Dizahab.

American Standard Version (ASV)
These are the words which Moses spake unto all Israel beyond the Jordan in the wilderness, in the Arabah over against Suph, between Paran, and Tophel, and Laban, and Hazeroth, and Di-zahab.

Bible in Basic English (BBE)
These are the words which Moses said to all Israel on the far side of Jordan, in the waste land in the Arabah opposite Suph, between Paran on the one side, and Tophel, Laban, Hazeroth, and Dizahab on the other.

Darby English Bible (DBY)
These are the words which Moses spoke to all Israel on this side the Jordan, in the wilderness, in the plain, opposite to Suph, between Paran and Tophel, Laban, Hazeroth, and Dizahab.

Webster's Bible (WBT)
These are the words which Moses spoke to all Israel on the east side of Jordan in the wilderness, in the plain over against Suf, between Paran, and Tophel, and Laban, and Hazeroth, and Dizahab.

World English Bible (WEB)
These are the words which Moses spoke to all Israel beyond the Jordan in the wilderness, in the Arabah over against Suph, between Paran, and Tophel, and Laban, and Hazeroth, and Dizahab.

Young's Literal Translation (YLT)
These `are' the words which Moses hath spoken unto all Israel, beyond the Jordan, in the wilderness, in the plain over-against Suph, between Paran and Tophel, and Laban, and Hazeroth, and Di-Zahab;

These
אֵ֣לֶּהʾēlleA-leh
be
the
words
הַדְּבָרִ֗יםhaddĕbārîmha-deh-va-REEM
which
אֲשֶׁ֨רʾăšeruh-SHER
Moses
דִּבֶּ֤רdibberdee-BER
spake
מֹשֶׁה֙mōšehmoh-SHEH
unto
אֶלʾelel
all
כָּלkālkahl
Israel
יִשְׂרָאֵ֔לyiśrāʾēlyees-ra-ALE
on
this
side
בְּעֵ֖בֶרbĕʿēberbeh-A-ver
Jordan
הַיַּרְדֵּ֑ןhayyardēnha-yahr-DANE
in
the
wilderness,
בַּמִּדְבָּ֡רbammidbārba-meed-BAHR
plain
the
in
בָּֽעֲרָבָה֩bāʿărābāhba-uh-ra-VA
over
against
מ֨וֹלmôlmole
the
Red
ס֜וּףsûpsoof
sea,
between
בֵּֽיןbênbane
Paran,
פָּארָ֧ןpāʾrānpa-RAHN
Tophel,
and
וּבֵֽיןûbênoo-VANE
and
Laban,
תֹּ֛פֶלtōpelTOH-fel
and
Hazeroth,
וְלָבָ֥ןwĕlābānveh-la-VAHN
and
Dizahab.
וַֽחֲצֵרֹ֖תwaḥăṣērōtva-huh-tsay-ROTE
וְדִ֥יwĕdîveh-DEE
זָהָֽב׃zāhābza-HAHV

Cross Reference

1 Samuel 25:1
ଶାମୁୟେଲଙ୍କର ଦହାନ୍େତ ହେଲା। ସମସ୍ତ ଇଶ୍ରାୟେଲୀୟବାସୀ ଏକତ୍ର ହାଇେ ଶାମୁୟେଲଙ୍କ ମୃତକ୍ସ୍ଟ୍ଯ ରେ ଶାେକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହ ରେ ତାଙ୍କୁ କବର ଦେଲେ। ତା'ପରେ ଦାଉଦ ପାରଣ ପ୍ରାନ୍ତରକକ୍ସ୍ଟ ଗଲେ।

Habakkuk 3:3
ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।

Joshua 22:7
ମାଶାେ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ବାଶନ ରେ ଅଧିକାର ଦଇେଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକକ୍ସ୍ଟ ଯିହାଶୂେୟ ୟର୍ଦ୍ଦନର ପଶ୍ଚିମ ପାରି ରେ ଅଧିକାର ଦେଲେ। ଆହକ୍ସ୍ଟରି ତୁମ୍ଭକୁ ବିଦାଯ କରିବା ସମୟରେ ଯିହାଶୂେୟ ଆଶୀର୍ବାଦ କରି ସମାନଙ୍କେୁ କହିଲେ।

Joshua 22:4
ଆପଣମାନଙ୍କର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲବାସୀଙ୍କକ୍ସ୍ଟ ଶାନ୍ତି ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ରକ୍ଷା କରିଛନ୍ତି। ତେଣୁ ତୁମ୍ଭମାନେେ ବର୍ତ୍ତମାନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିପାରିବ। ସଦାପ୍ରଭୁଙ୍କର ସବେକ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ପାଶର୍‌ବ ରେ ତୁମ୍ଭମାନଙ୍କୁ ଭୂମି ଦଇେଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ସଠାେକକ୍ସ୍ଟ ତୁମ୍ଭମାନଙ୍କର ସ୍ବଗୃହକକ୍ସ୍ଟ ୟାଇପାର।

Joshua 9:10
ଏବଂ ୟର୍ଦ୍ଦନ ପୂର୍ବପାରିସ୍ଥ ହିଷବୋନ୍ ରାଜା ସୀହାନ୍େ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇ ମାରେୀଯମାନଙ୍କ ଦକ୍ସ୍ଟଇଜଣ ରାଜାଙ୍କକ୍ସ୍ଟ କମେିତି ପରାଜିତ କଲ, ତାହାସବୁ ଆମ୍ଭମାନେେ ଶକ୍ସ୍ଟଣିଅଛକ୍ସ୍ଟ।

Joshua 9:1
ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।

Deuteronomy 33:2
ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

Numbers 35:14
ତୁମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରି ରେ ତିନି ନଗର ଦବେ ଓ କିଣାନ ଦେଶ ମଧିଅରେ ତିନି ନଗର ଦବେ; ତାହାସବୁ ଆଶ୍ରଯ ନଗର ହବେ।

Numbers 34:15
ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ୟରୀହୋ ପୂର୍ବଦିଗ ରେ ୟର୍ଦ୍ଦନର ଆରପାରି ରେ ସମାନଙ୍କେର ଅଧିକାର ପାଇଅଛନ୍ତି।

Numbers 33:17
ପୁଣି ସମାନେେ କିବ୍ରୋତ୍ହତ୍ତାବାରୁ ୟାତ୍ରା କରି ହତ୍ ସରେୋତ ରେ ଛାଉଣୀ ସ୍ଥାପନ କଲେ।

Numbers 32:32
ଆମ୍ଭମାନଙ୍କର ସୈନ୍ଯମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟର୍ଦ୍ଦନ ପାର ହାଇେ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।

Numbers 32:19
ଆଉ ଆମ୍ଭମାନେେ ୟର୍ଦ୍ଦନର ଆର ପରି ରେ ଓ ତହିଁ ଆଗ ରେ ସମାନଙ୍କେ ସହିତ ଅଧିକାର ନବେୁ ନାହିଁ। କାରଣ ୟର୍ଦ୍ଧନ ଏହି ପାଶର୍‌ବ ରେ ଆମ୍ଭମାନଙ୍କ ଅଧିକାର ରହିଅଛି।

Numbers 32:5
ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସବେକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ୟର୍ଦ୍ଦନ ସପୋରିକୁ ନିଆ ନଯାଉ।

Numbers 13:26
ଅନନ୍ତର ସମାନେେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନ ରେ ମାଶାଙ୍କେୁ ଭଟେିଲେ, ହାରୋଣ ଓ ଇଶ୍ରାୟେଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହାଇେ ସମାନଙ୍କେୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସମାନଙ୍କେୁ ସହେି ଦେଶର ଫଳ ଦଖାଇେଲେ।

Numbers 13:3
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପାରଣ ମରୁଭୂମି ପ୍ରାନ୍ତରରୁ ସମାନଙ୍କେୁ ପଠାଇଲେ। ସହେି ଲୋକମାନେ ଇଶ୍ରାୟେଲର ଲୋକମାନଙ୍କର ନତେୃବର୍ଗ ଥିଲେ।

Numbers 12:16
ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

Numbers 11:35
ଲୋକମାନେ କିବ୍ରୋତ-ହତ୍ତାବାଠାରୁ ହତ ସରେୋତକୁ ୟାତ୍ରା କରି ସହେିଠା ରେ ରହିଲେ।

Numbers 10:12
ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।

Genesis 21:21
ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।