Daniel 11:5 in Oriya

Oriya Oriya Bible Daniel Daniel 11 Daniel 11:5

Daniel 11:5
ଦକ୍ଷିଣର ରାଜା ଶକ୍ତିଶାଳୀ ହବେେ କିନ୍ତୁ ତାଙ୍କର ସନୋପତିମାନଙ୍କ ମଧ୍ଯରୁ ଜଣେ ରାଜାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେ। ସେ ଦକ୍ଷିଣ ରାଜାଙ୍କ ଅପେକ୍ଷା ବୃହତ୍ ରାଜ୍ଯ ରେ ରାଜତ୍ବ କରିବ।

Daniel 11:4Daniel 11Daniel 11:6

Daniel 11:5 in Other Translations

King James Version (KJV)
And the king of the south shall be strong, and one of his princes; and he shall be strong above him, and have dominion; his dominion shall be a great dominion.

American Standard Version (ASV)
And the king of the south shall be strong, and `one' of his princes; and he shall be strong above him, and have dominion; his dominion shall be a great dominion.

Bible in Basic English (BBE)
And the king of the south will be strong, but one of his captains will be stronger than he and will be ruler; and his rule will be a great rule.

Darby English Bible (DBY)
And the king of the south, who is one of his princes, shall be strong; but [another] shall be stronger than he, and have dominion: his dominion shall be a great dominion.

World English Bible (WEB)
The king of the south shall be strong, and [one] of his princes; and he shall be strong above him, and have dominion; his dominion shall be a great dominion.

Young's Literal Translation (YLT)
`And a king of the south -- even of his princes -- doth become strong, and doth prevail against him, and hath ruled; a great dominion `is' his dominion.

And
the
king
וְיֶחֱזַ֥קwĕyeḥĕzaqveh-yeh-hay-ZAHK
of
the
south
מֶֽלֶךְmelekMEH-lek
strong,
be
shall
הַנֶּ֖גֶבhannegebha-NEH-ɡev
and
one
of
וּמִןûminoo-MEEN
his
princes;
שָׂרָ֑יוśārāywsa-RAV
strong
be
shall
he
and
וְיֶחֱזַ֤קwĕyeḥĕzaqveh-yeh-hay-ZAHK
above
עָלָיו֙ʿālāywah-lav
him,
and
have
dominion;
וּמָשָׁ֔לûmāšāloo-ma-SHAHL
dominion
his
מִמְשָׁ֥לmimšālmeem-SHAHL
shall
be
a
great
רַ֖בrabrahv
dominion.
מֶמְשַׁלְתּֽוֹ׃memšaltômem-shahl-TOH

Cross Reference

Daniel 11:11
ସେତବେେଳେ ଦକ୍ଷିଣ ଦେଶର ରାଜା କୋରଧାନ୍ବିତ ହାଇେ ଉତ୍ତର ଦେଶୀଯ ରାଜାଙ୍କ ସହିତ ୟୁଦ୍ଧ ରେ ଅଗ୍ରସର ହବେେ। ଯଦିଓ ଉତ୍ତର ଦେଶୀଯ ରାଜାଙ୍କର ବୃହତ୍ତ ସୈନ୍ଯବାହିନୀ ଥିବ, ତଥାପି ସେ ୟୁଦ୍ଧ ରେ ହାରିବ।

Daniel 11:14
ସେ ସମୟରେ ଅନକେ ଲୋକ ଦକ୍ଷିଣ ଦେଶ ବିରୁଦ୍ଧ ରେ ଉଠିବେ। ତୁମ୍ଭ ଲୋକମାନଙ୍କ ମଧିଅରେ ବିଦ୍ରୋହୀମାନେ ଦକ୍ଷିଣ ଦେଶୀଯ ବିରୁଦ୍ଧ ରେ ଏହି ଦର୍ଶନ ପାଇଁ ୟୁଦ୍ଧ କରିବେ। ମାତ୍ର ସମାନେେ ପତିତ ହବେେ।

Daniel 11:25
ପୁଣି ସେ ମହା ସୈନ୍ଯଦଳ ସଙ୍ଗ ରେ ନଇେ ଦକ୍ଷିଣ ଦେଶ ବିରୁଦ୍ଧ ରେ ଆପଣା ବଳ ଓ ସାହାସ ଦଖାଇବେ। ତେଣୁ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରମୀ ସୈନ୍ଯଦଳ ଘନେି ତାହା ସଙ୍ଗେ ୟୁଦ୍ଧ କରିବ। ମାତ୍ର ସେ ସ୍ଥିର ହାଇେ ରହିବ ନାହିଁ, କାରଣ ସମାନେେ ତାହା ବିରୁଦ୍ଧ ରେ ନାନା କୌଶଳ କଳ୍ପନା କରିବେ।

Daniel 11:40
ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।

Daniel 11:3
ତା'ପ ରେ ଏକ ମହା ପରାକ୍ରମୀ ରାଜା ଉତ୍ପନ୍ନ ହବେ, ସେ ମହା କତ୍ତୃର୍ତ୍ବ ରେ ରାଜତ୍ବ କରିବ ଓ ସ୍ବେଚ୍ଛାଗ୍ଭରୀ ହାଇେ କର୍ମ କରିବ।

Daniel 11:8
ସେ ସମାନଙ୍କେର ପ୍ରତିମାଗୁଡିକୁ, ସମାନଙ୍କେର ଦବଗେଣଙ୍କୁ ଓ ସୁନା ରୂପାର ମନୋହର ପାତ୍ରଗୁଡିକୁ ମିଶରକୁ ନଇୟିବେ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀଯ ରାଜାଙ୍କ ପାଇଁ ଆଉ ବିବ୍ରତ ହବେ ନାହିଁ।