Lamentations 3:28 in Oriya

Oriya Oriya Bible Lamentations Lamentations 3 Lamentations 3:28

Lamentations 3:28
ସଦାପ୍ରଭୁ ଯାହାର କାନ୍ଧ ରେ ୟୁଆଳି ରଖନ୍ତି, ସେ ଏକାକୀ ନୀରବ ରେ ବସିରହୁ।

Lamentations 3:27Lamentations 3Lamentations 3:29

Lamentations 3:28 in Other Translations

King James Version (KJV)
He sitteth alone and keepeth silence, because he hath borne it upon him.

American Standard Version (ASV)
Let him sit alone and keep silence, because he hath laid it upon him.

Bible in Basic English (BBE)
Let him be seated by himself, saying nothing, because he has put it on him.

Darby English Bible (DBY)
He sitteth solitary and keepeth silence, because he hath laid it upon him;

World English Bible (WEB)
Let him sit alone and keep silence, because he has laid it on him.

Young's Literal Translation (YLT)
He sitteth alone, and is silent, For He hath laid `it' upon him.

it
He
יֵשֵׁ֤בyēšēbyay-SHAVE
sitteth
בָּדָד֙bādādba-DAHD
alone
and
keepeth
וְיִדֹּ֔םwĕyiddōmveh-yee-DOME
silence,
כִּ֥יkee
because
he
hath
נָטַ֖לnāṭalna-TAHL
borne
upon
עָלָֽיו׃ʿālāywah-LAIV

Cross Reference

ଯିରିମିୟ 15:17
ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍‌ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।

ଯିରିମିୟଙ୍କ ବିଳାପ 2:10
ସିୟୋନ କନ୍ଯା, ବଯସ୍କାମାନେ ନୀରବ ରେ ଭୂମିରେ ବସିଛନ୍ତି। ସମାନେେ ଆପଣା ମସ୍ତକରେ ଧୂଳି ବୋଳି ହାଇେଛନ୍ତି ଓ କଟି ଦେଶ ରେ ଶାେକ ବସ୍ତ୍ର ବାନ୍ଧିଛନ୍ତି। ୟିରୁଶାଲମର କୁମାରୀମାନେ ଭୂମିକୁ ସମାନଙ୍କେର ମସ୍ତକରେ ଅବନତ କରିଛନ୍ତି।

ଗୀତସଂହିତା 39:9
ମୁଁ ମାରେ ପାଟି ଖାଲିେ ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ୟାହା କରିବା କଥା ତାହା କରିଛ।

ଗୀତସଂହିତା 102:7
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି ମୁଁ ଶୋଇପାରେ ନାହିଁ।