Lamentations 3:10 in Oriya

Oriya Oriya Bible Lamentations Lamentations 3 Lamentations 3:10

Lamentations 3:10
ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।

Lamentations 3:9Lamentations 3Lamentations 3:11

Lamentations 3:10 in Other Translations

King James Version (KJV)
He was unto me as a bear lying in wait, and as a lion in secret places.

American Standard Version (ASV)
He is unto me as a bear lying in wait, as a lion in secret places.

Bible in Basic English (BBE)
He is like a bear waiting for me, like a lion in secret places.

Darby English Bible (DBY)
He is unto me [as] a bear lying in wait, a lion in secret places.

World English Bible (WEB)
He is to me as a bear lying in wait, as a lion in secret places.

Young's Literal Translation (YLT)
A bear lying in wait He `is' to me, A lion in secret hiding-places.

and
דֹּ֣בdōbdove
was
as
as
bear
a
me
אֹרֵ֥בʾōrēboh-RAVE
unto
lying
wait,
הוּא֙hûʾhoo
in
He
a
lion
לִ֔יlee
in
secret
places.
אֲרִ֖יהʾărîuh-REE
בְּמִסְתָּרִֽים׃bĕmistārîmbeh-mees-ta-REEM

Cross Reference

ଆୟୁବ ପୁସ୍ତକ 10:16
ଯଦି ମାେ ଜୀବନ ରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟକେି ବାଟ ଚାଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମାେ ବିରୁଦ୍ଧ ରେ ପ୍ରଯୋଗ କରୁଛ।

ଗୀତସଂହିତା 10:9
ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।

ଗୀତସଂହିତା 17:12
ସହେି ଦୁଷ୍ଟ ଲୋକମାନେ ସିଂହ ସଦୃଶ ୟିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସମାନେେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥାଆନ୍ତି।

ଯିଶାଇୟ 38:13
ମୁଁ ସାହାୟ୍ଯ ପାଇଁ ପ୍ରଭାତ ପର୍ୟ୍ଯନ୍ତ କ୍ରନ୍ଦନ କଲି। ଯେପରି ସିଂହା ମାରେ ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ବଳ୍ପ ସମୟ ମଧିଅରେ ତୁମ୍ଭେ ମାେତେ ଶଷେ କରିବ।

ହୋଶେୟ 5:14
କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।

ହୋଶେୟ 6:1
ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।

ହୋଶେୟ 13:7
ସେଥିପାଇଁ ଆମ୍ଭେ ସିଂହ ଓ ବ୍ଯାଘ୍ର ସଦୃଶ ହାଇେ ରାସ୍ତାକଡ ରେ ସମାନଙ୍କେୁ ଅପେକ୍ଷା କରିବା।

ଆମୋଷ 5:18
ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।