Acts 9:28 in Oriya

Oriya Oriya Bible Acts Acts 9 Acts 9:28

Acts 9:28
ତାପରେ ଶାଉଲ ସମାନଙ୍କେ ସହିତ ରହି, ୟିରୂଶାଲମର ପ୍ରେତ୍ୟକକ ସ୍ଥାନ ରେ ପ୍ରଭୁଙ୍କର ନାମ ରେ ସାହାସର ସହିତ ପ୍ରଚ଼ାର କଲେ।

Acts 9:27Acts 9Acts 9:29

Acts 9:28 in Other Translations

King James Version (KJV)
And he was with them coming in and going out at Jerusalem.

American Standard Version (ASV)
And he was with them going in and going out at Jerusalem,

Bible in Basic English (BBE)
And he was with them, going in and out at Jerusalem,

Darby English Bible (DBY)
And he was with them coming in and going out at Jerusalem,

World English Bible (WEB)
He was with them entering into{TR and NU add "and going out"} Jerusalem,

Young's Literal Translation (YLT)
And he was with them, coming in and going out in Jerusalem,

And
καὶkaikay
he
was
ἦνēnane
with
μετ'metmate
them
αὐτῶνautōnaf-TONE
in
coming
εἰσπορευόμενοςeisporeuomenosees-poh-rave-OH-may-nose
and
καὶkaikay
going
out
ἐκπορευόμενοςekporeuomenosake-poh-rave-OH-may-nose
at
ἐνenane
Jerusalem.
Ἰερουσαλήμierousalēmee-ay-roo-sa-LAME

Cross Reference

Acts 1:21
ତେଣୁ ମୃତମାନଙ୍କ ମଧ୍ଯରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହବୋ ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦବୋ ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତବେେଳେ ଆମ୍ଭମାନଙ୍କ ଭିତ ରେ ଯେତେ ଜଣ ଥିଲେ ସମାନଙ୍କେ ମଧ୍ଯରୁ ଆଉ ଜଣକୁ ହିଁ ବଛାୟିବ।

Numbers 27:16
ସଦାପ୍ରଭୁ ପ୍ରେତ୍ୟକକ ପ୍ରାଣୀସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନଯ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିୟୁକ୍ତ କରନ୍ତୁ।

2 Samuel 5:2
ଏପରିକି ଯେତବେେଳେ ଶାଉଲ ରାଜା ଥିଲେ ସେତବେେଳେ ଆପଣ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧ ରେ ଆଗଇେ ନଇେଥିଲେ। ଆଉ ଆପଣ ହେଉଛନ୍ତି ସହେି ଲୋକ ଯେ କି ଯୁଦ୍ଧରୁ ଇଶ୍ରାୟେଲକକ୍ସ୍ଟ ନିରାପଦ ରେ ଫରୋଇ ଆଣିଥିଲେ ଏବଂ ସଦାପ୍ରଭୁ ତୁମ୍ଭକୁ କହିଛନ୍ତି, 'ତୁମ୍ଭେ ମାରେ ଲୋକମାନଙ୍କର ମଷେପାଳକ ହବେ। ଇଶ୍ରାୟେଲ ଓ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କ ଉପରେ ଶାସନ କରିବ।'

1 Kings 3:7
ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।

Psalm 121:8
ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

John 10:9
ମୁଁ ଫାଟକ। ଯେଉଁ ବ୍ଯକ୍ତି ମାେ (ଫାଟକ) ଦଇେ ପ୍ରବେଶ କରେ, ସେ ରକ୍ଷା ପାଇବ। ସହେି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।

Galatians 1:18
ତିନିବର୍ଷ ପରେ ମୁଁ ୟିରୁଶାଲମକୁ ଗଲି। ମୁଁ ପିତର ଙ୍କୁ ଦଖାେ କରିବାକୁ ଯାଇଥିଲି।