Psalm 35:12 in Oriya

Oriya Oriya Bible Psalm Psalm 35 Psalm 35:12

Psalm 35:12
ମୁଁ କବଳେ ଭଲ କାର୍ୟ୍ଯ କରିଛି। କିନ୍ତୁ ସହେି ଲୋକମାନେ ମାେ ବିରୁଦ୍ଧରେ କବଳେ ମନ୍ଦ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ଦୟାକରି ମାେତେ କବଳେ ଭଲ ଜିନିଷ ଦିଅ, ୟାହା ମାରେ ପ୍ରାପ୍ଯ ଅଟେ।

Psalm 35:11Psalm 35Psalm 35:13

Psalm 35:12 in Other Translations

King James Version (KJV)
They rewarded me evil for good to the spoiling of my soul.

American Standard Version (ASV)
They reward me evil for good, `To' the bereaving of my soul.

Bible in Basic English (BBE)
They gave me back evil for good, troubling my soul.

Darby English Bible (DBY)
They reward me evil for good, [to] the bereavement of my soul.

Webster's Bible (WBT)
They rewarded me evil for good to the spoiling of my soul.

World English Bible (WEB)
They reward me evil for good, To the bereaving of my soul.

Young's Literal Translation (YLT)
They pay me evil for good, bereaving my soul,

They
rewarded
יְשַׁלְּמ֣וּנִיyĕšallĕmûnîyeh-sha-leh-MOO-nee
me
evil
רָ֭עָהrāʿâRA-ah
for
תַּ֥חַתtaḥatTA-haht
good
טוֹבָ֗הṭôbâtoh-VA
spoiling
the
to
שְׁכ֣וֹלšĕkôlsheh-HOLE
of
my
soul.
לְנַפְשִֽׁי׃lĕnapšîleh-nahf-SHEE

Cross Reference

John 10:32
କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ସାରିଛି। ତୁମ୍ଭେ ସେସବୁ ଦେଖିଛ। ତବେେ କେଉଁ ଭଲ କାର୍ୟ୍ଯ ହତେୁ ତୁମ୍ଭେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ?

Jeremiah 18:20
ଲୋକେ ମଙ୍ଗଳ ପରିଶାଧେର କ'ଣ ଅମଙ୍ଗଳ କରିବେ ? ତୁମ୍ଭେ ସ୍ମରଣ କର, ମୁଁ କିପରି ସମାନଙ୍କେର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖ ରେ ଛିଡ଼ା ହାଇେଥିଲି ଓ ସମାନଙ୍କେୁ ଦଣ୍ଡ ନ ଦବୋ ପାଇଁ କହିଥିଲି। ମାତ୍ର ସମାନେେ ମାରେ ବିନାଶ ନିମନ୍ତେ ଗର୍ତ୍ତ ଖାେଳି ଅଛନ୍ତି।

Psalm 38:20
ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।

Luke 23:21
କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, ତାହାଙ୍କୁ ମାରିଦିଅ। ତାହାଙ୍କୁ କୃଶ ରେ ଚଢାଇ ମାରିଦିଅ।

Proverbs 17:13
ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।

Psalm 109:3
ଲୋକମାନେ ମାେ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମାେ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।

1 Samuel 22:13
ପକ୍ସ୍ଟଣି ଶାଉଲ ତାଙ୍କୁ କହିଲେ, ତୁମ୍ଭେ ଓ ୟିଶୀର ପକ୍ସ୍ଟତ୍ର କାହିଁକି ମାେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରିଅଛ? ଆଜିପରି ୟିଶୀର ପକ୍ସ୍ଟତ୍ର ମାେ ବିରକ୍ସ୍ଟଦ୍ଧ ରେ ଉଠି ଓଗାଳି ବସିବା ପାଇଁ ତୁମ୍ଭେ ତ ତାହାକକ୍ସ୍ଟ ରୋଟୀ ଓ ଖଣ୍ତା ଦଇେଅଛ ଓ ପରମେଶ୍ବରଙ୍କ ନିକଟରେ ତା' ପାଇଁ ପ୍ରାର୍ଥନା କରିଅଛ।

1 Samuel 20:31
ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

1 Samuel 19:15
ଶାଉଲ ଦାଉଦଙ୍କକ୍ସ୍ଟ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, ତାହାକକ୍ସ୍ଟ ଶୟ୍ଯା ରେ ମାେ ପାଖକକ୍ସ୍ଟ ଆଣ। ମୁ ତାକକ୍ସ୍ଟ ହତ୍ଯା କରିବି।

1 Samuel 19:4
ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷଯ ରେ ଭଲକଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, ମହାରାଜ ଆପଣା ଦାସ ଦାଉଦଙ୍କ ବିରକ୍ସ୍ଟଦ୍ଧ ରେ ପାପ କରନ୍ତକ୍ସ୍ଟ ନାହିଁ। କାରଣ ସେ ଆପଣଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିନାହିଁ। ତା'ର ସମସ୍ତ କର୍ମ ଆପଣଙ୍କ ପକ୍ଷ ରେ ଅତି ମଙ୍ଗଳଜନକ ହାଇେଅଛି।