Proverbs 15:1
କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।
Proverbs 15:1 in Other Translations
King James Version (KJV)
A soft answer turneth away wrath: but grievous words stir up anger.
American Standard Version (ASV)
A soft answer turneth away wrath; But a grievous word stirreth up anger.
Bible in Basic English (BBE)
By a soft answer wrath is turned away, but a bitter word is a cause of angry feelings.
Darby English Bible (DBY)
A soft answer turneth away fury; but a grievous word stirreth up anger.
World English Bible (WEB)
A gentle answer turns away wrath, But a harsh word stirs up anger.
Young's Literal Translation (YLT)
A soft answer turneth back fury, And a grievous word raiseth up anger.
| A soft | מַֽעֲנֶה | maʿăne | MA-uh-neh |
| answer | רַּ֭ךְ | rak | rahk |
| turneth away | יָשִׁ֣יב | yāšîb | ya-SHEEV |
| wrath: | חֵמָ֑ה | ḥēmâ | hay-MA |
| grievous but | וּדְבַר | ûdĕbar | oo-deh-VAHR |
| words | עֶ֝֗צֶב | ʿeṣeb | EH-tsev |
| stir up | יַעֲלֶה | yaʿăle | ya-uh-LEH |
| anger. | אָֽף׃ | ʾāp | af |
Cross Reference
Proverbs 25:15
ର୍ଧୈୟ୍ଯ କଥାବାର୍ତ୍ତା ମାଧ୍ଯମ ରେ ଜଣେ ଶାସକ ଶାନ୍ତି ଦବେ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
Proverbs 29:22
ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।
Proverbs 15:18
କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।
Proverbs 10:12
ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।
1 Kings 12:13
ସେତବେେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସମାନଙ୍କେୁ କଟୁ ଭାଷା ପ୍ରଯୋଗ କଲେ।
1 Samuel 25:21
ଦାଉଦ ଅବୀଗଲଙ୍କକ୍ସ୍ଟ ଦେଖିବା ପୂର୍ବରକ୍ସ୍ଟ କହକ୍ସ୍ଟଥିଲେ, ମୁ ନାବଲ୍ର ସଐତ୍ତିକକ୍ସ୍ଟ ମରକ୍ସ୍ଟଭୂମିରେ ଜଗିଲି। ମୁ ଭାବକ୍ସ୍ଟଥିଲି ଏହାର ଗୋଟିଏ ହେଲ ମଷେ ନ ହଜକ୍ସ୍ଟ। ମୁ ଏହା କରୁଥିଲି ମାରେ କିଛି ସ୍ବାର୍ଥ ନ ଥିଲା। କିନ୍ତୁ ତା'ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମାେ ପ୍ରତି ଖରାପ ବ୍ଯବହାର ଦଖାଇେଲା।
Proverbs 28:25
ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।
Judges 8:1
ଇଫ୍ରଯିମ ଲୋକମାନେ ଗିଦ୍ଦିଯୋନ୍ଙ୍କ ସହିତ କୋରଧ ହେଲେ। ସମାନେେ ଗିଦ୍ଦିୟୋନଙ୍କକ୍ସ୍ଟ ଦେଖିବା ମାତ୍ ରେ ପଚାରିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏପରି କାହିଁକି ବ୍ଯବହାର କଲ? ତୁମ୍ଭେ ମିଦିଯନୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବା ପୂର୍ବରକ୍ସ୍ଟ ଆମକକ୍ସ୍ଟ କହିଲ ନାହିଁ କାହିଁକି?
1 Samuel 25:10
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।
Judges 12:3
ତୁମ୍ଭମାନେେ ମାେତେ ସାହାୟ୍ଯ କଲନାହିଁ। ଏଥିଯୋଗୁ ମୁ ମାରେ ଜୀବନକକ୍ସ୍ଟ ବାଜି ଲଗାଇଲି। ମୁ ନଦୀ ପାର ହାଇେ ଅେମ୍ମାନୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମାେତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭମାନେେ ଆଜି କାହିଁକି ମାେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଆସିଲ?