Micah 3:11
ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।
Micah 3:11 in Other Translations
King James Version (KJV)
The heads thereof judge for reward, and the priests thereof teach for hire, and the prophets thereof divine for money: yet will they lean upon the LORD, and say, Is not the LORD among us? none evil can come upon us.
American Standard Version (ASV)
The heads thereof judge for reward, and the priests thereof teach for hire, and the prophets thereof divine for money: yet they lean upon Jehovah, and say, Is not Jehovah in the midst of us? no evil shall come upon us.
Bible in Basic English (BBE)
Its heads take rewards for judging, and the priests take payment for teaching, and the prophets get silver for reading the future: but still, supporting themselves on the Lord, they say, Is not the Lord among us? no evil will overtake us.
Darby English Bible (DBY)
The heads thereof judge for reward, and the priests thereof teach for hire, and the prophets thereof divine for money; yet do they lean upon Jehovah, and say, Is not Jehovah in the midst of us? no evil shall come upon us.
World English Bible (WEB)
Her leaders judge for bribes, And her priests teach for a price, And her prophets of it tell forturnes for money: Yet they lean on Yahweh, and say, Isn't Yahweh in the midst of us? No disaster will come on us.
Young's Literal Translation (YLT)
Her heads for a bribe do judge, And her priests for hire do teach, And her prophets for silver divine, And on Jehovah they lean, saying, `Is not Jehovah in our midst? Evil doth not come in upon us.'
| The heads | רָאשֶׁ֣יהָ׀ | rāʾšêhā | ra-SHAY-ha |
| thereof judge | בְּשֹׁ֣חַד | bĕšōḥad | beh-SHOH-hahd |
| for reward, | יִשְׁפֹּ֗טוּ | yišpōṭû | yeesh-POH-too |
| priests the and | וְכֹהֲנֶ֙יהָ֙ | wĕkōhănêhā | veh-hoh-huh-NAY-HA |
| thereof teach | בִּמְחִ֣יר | bimḥîr | beem-HEER |
| hire, for | יוֹר֔וּ | yôrû | yoh-ROO |
| and the prophets | וּנְבִיאֶ֖יהָ | ûnĕbîʾêhā | oo-neh-vee-A-ha |
| divine thereof | בְּכֶ֣סֶף | bĕkesep | beh-HEH-sef |
| for money: | יִקְסֹ֑מוּ | yiqsōmû | yeek-SOH-moo |
| lean they will yet | וְעַל | wĕʿal | veh-AL |
| upon | יְהוָה֙ | yĕhwāh | yeh-VA |
| the Lord, | יִשָּׁעֵ֣נוּ | yiššāʿēnû | yee-sha-A-noo |
| say, and | לֵאמֹ֔ר | lēʾmōr | lay-MORE |
| Is not | הֲל֤וֹא | hălôʾ | huh-LOH |
| Lord the | יְהוָה֙ | yĕhwāh | yeh-VA |
| among | בְּקִרְבֵּ֔נוּ | bĕqirbēnû | beh-keer-BAY-noo |
| us? none | לֹֽא | lōʾ | loh |
| evil | תָב֥וֹא | tābôʾ | ta-VOH |
| can come | עָלֵ֖ינוּ | ʿālênû | ah-LAY-noo |
| upon | רָעָֽה׃ | rāʿâ | ra-AH |
Cross Reference
Isaiah 1:23
ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'
Jeremiah 6:13
ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।
Micah 3:5
କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,
Jeremiah 7:4
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।
Isaiah 48:2
କାରଣ ସମାନେେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ଯାତ କରନ୍ତି ଓ ଇଶ୍ରାୟେଲର ପରମେଶ୍ବରଙ୍କ ଉପ ରେ ନିର୍ଭର କରନ୍ତି ; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
1 Samuel 12:3
ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।
Micah 7:3
ଲୋକମାନେ ଦୁଇ ହାତ ରେ ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ ରେ ସମାନଙ୍କେର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। ପ୍ରଧାନ ବ୍ଯକ୍ତିମାନେ ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। ସମାନେେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।
Titus 1:11
ଜଣେ ପ୍ରାଚୀନ ସମାନଙ୍କେର ଭୁଲ ବିଷୟ ରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସମାନଙ୍କେୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସହେି ଲୋକମାନେ କୁଶିକ୍ଷାର ଉପଦେଶ ଦଇେ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସମାନେେ କବଳେ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସମାନେେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି।
1 Peter 5:2
ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।
Jude 1:11
ଏହା ସମାନଙ୍କେ ପାଇଁ ଖରାପ ଅଟେ। ଏହି ଲୋକମାନେ କଯିନର ପଥ ଅନୁସରଣ କରିଛନ୍ତି। ସମାନେେ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ବରଙ୍କ ବିରୁଦ୍ଧ ରେ ଆଚରଣ କରିଛନ୍ତି। କୋରହ ପରି ସମାନେେ ମଧ୍ଯ ଧ୍ବଂସ ହବେେ।
2 Peter 2:14
ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।
2 Peter 2:1
ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।
1 Timothy 3:3
ସେ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହାଇେଥିବା କଥା। ସେ ନମ୍ର ଓ ଶାନ୍ତ ହବୋ ଦରକାର।
Acts 8:18
ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,
Amos 9:10
ଆମ୍ଭ ଲୋକମାନଙ୍କ ମଧିଅରେ ପାପୀଗଣ କହିବେ, 'ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।' କିନ୍ତୁ ସେ ସମସ୍ତ ଲୋକ ଖଡ୍ଗ ରେ ନିହତ ହବେେ।
Hosea 4:18
ମାତାଲ ହାଇଗେଲା ପ ରେ ସମାନେେ ବ୍ଯଭିଗ୍ଭରିଣୀ ପରି ବ୍ଯବହାର କରନ୍ତି। ସମାନେେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସମାନଙ୍କେର ଶାସକଗଣ ସମାନଙ୍କେର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି।
Jeremiah 8:10
ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।
Isaiah 56:11
ସମାନେେ ପଟେୁ କୁକୁର ସଦୃଶ ତବେେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ଯ ସମାନେେ ବିଚାରଶୂନ୍ଯ ମଷେପାଳକ। ସମାନେେ ଚାରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟା ରେ ଆପଣା ଆପଣା ବାଟ ଆଡ଼େ ଫରେିଅଛନ୍ତି।
1 Samuel 8:3
ଶାମୁୟେଲଙ୍କ ପକ୍ସ୍ଟଅମାନେ ତାଙ୍କପରି ଜୀବନୟାପନ କଲେ ନାହିଁ। ସମାନେେ ଉତ୍କୋଚ ନେଉଥିଲେ। ସମାନେେ ଉତ୍କୋଚ ନଇେ ଦରବାର ରେ ସମାନଙ୍କେ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।
Numbers 16:15
ତେଣୁ ମାଶାେ ଅତ୍ଯନ୍ତ କୋରଧାନ୍ବିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରିନାହିଁ, ମୁଁ ସମାନଙ୍କେଠାରୁ ଗୋଟିଏ ଗଧ ମଧ୍ଯ ନଇନୋହିଁ। ତେଣୁ ତୁମ୍ଭେ ଏମାନଙ୍କର ନବୈେଦ୍ଯ ଗ୍ରହଣ କରନାହିଁ।
Jeremiah 7:8
ମାତ୍ର ତୁମ୍ଭମାନେେ ମିଥ୍ଯା କଥା ରେ ବିଶ୍ବାସ କରୁଅଛ ଯାହାକି ମୂଲ୍ଯହୀନ।
Ezekiel 22:12
'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Ezekiel 22:27
ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।
Zephaniah 3:3
ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।
Malachi 1:10
ଆମ୍ଭେ ଇଛାକରୁ, ତୁମ୍ଭର କହେି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' ହେଲେ ତୁମ୍ଭେ ମାରେ ବଦେୀ ରେ ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠା ରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନବୈେଦ୍ଯ ଗ୍ରହଣ କରିବୁ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
Matthew 3:9
ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।
Romans 2:17
ତୁମ୍ଭ ବିଷୟ ରେ କଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ଯବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ଅଛ।
1 Samuel 4:3
ତା'ପରେ ଇଶ୍ରାୟେଲୀୟ ସୈନ୍ଯଗଣ ଛାଉଣୀ ନିକଟକକ୍ସ୍ଟ ଫରେି ଆସିଲେ। ତା'ପରେ ପ୍ରାଚୀନଗଣ ପଚାରିଲେ, ସଦାପ୍ରଭୁ କାହିଁକି ଇଶ୍ରାୟେଲୀମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କଲେ? ଆସ, ଆମ୍ଭମାନେେ ଶିଲୋଠାରକ୍ସ୍ଟ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକକକ୍ସ୍ଟ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବେ।