Mark 15:3
ପ୍ରଧାନ ଯାଜକମାନେ ଅନକେ ବିଷୟ ରେ ଯୀଶୁଙ୍କୁ ଅଭିୟୁକ୍ତ କଲେ।
Mark 15:3 in Other Translations
King James Version (KJV)
And the chief priests accused him of many things: but he answered nothing.
American Standard Version (ASV)
And the chief priests accused him of many things.
Bible in Basic English (BBE)
And the chief priests said a number of things against him.
Darby English Bible (DBY)
And the chief priests accused him urgently.
World English Bible (WEB)
The chief priests accused him of many things.
Young's Literal Translation (YLT)
And the chief priests were accusing him of many things, `but he answered nothing.'
| And | καὶ | kai | kay |
| the | κατηγόρουν | katēgoroun | ka-tay-GOH-roon |
| chief priests | αὐτοῦ | autou | af-TOO |
| accused | οἱ | hoi | oo |
| him | ἀρχιερεῖς | archiereis | ar-hee-ay-REES |
| things: many of | πολλά· | polla | pole-LA |
| but | αὐτὸς | autos | af-TOSE |
| he | δὲ | de | thay |
| answered | οὐδὲν | ouden | oo-THANE |
| nothing. | ἀπεκρίνατο. | apekrinato | ah-pay-KREE-na-toh |
Cross Reference
Isaiah 53:7
ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।
Matthew 27:12
କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।
Mark 14:60
ତା'ପରେ ସମସ୍ତଙ୍କ ଆଗ ରେ ମହାୟାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅନକେ କଥା କହିଲେ। ତୁମ୍ଭ ବିରୁଦ୍ଧ ରେ ଯେତେ ଗୁଡିଏ ଅଭିଯୋଗ ଅଣାଗଲା, ସେ ବିଷୟ ରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ'ଣ ସତ୍ଯ କଥା କହୁଛନ୍ତି?
Mark 15:5
ଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥି ରେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।
Luke 23:2
ସମାନେେ ଯୀଶୁଙ୍କୁ ଦୋଷ ଦବୋକୁ ଲାଗିଲେ। ସମାନେେ ପୀଲାତଙ୍କୁ କହିଲେ, ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭମାନେେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦବୋ ଉଚିତ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।
John 18:29
ତେଣୁ ପୀଲାତ ପ୍ରାସାଦ ବାହା ରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ, ଏହି ଲୋକ ବିରୁଦ୍ଧ ରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?
John 19:6
ତାହାଙ୍କୁ ଦେଖିଲା ମାତ୍ ରେ ପ୍ରଧାନ ଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, ତାକୁ କୃଶ ରେ ଚଢାଇ ମାର, ତାକୁ କୃଶ ରେ ଚଢାଇ ମାର।
John 19:12
ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।