Lamentations 3:66 in Oriya

Oriya Oriya Bible Lamentations Lamentations 3 Lamentations 3:66

Lamentations 3:66
କୋର୍ଧ ରେ ସମାନଙ୍କେ ପେଛ ପେଛ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସମାନଙ୍କେୁ ଉଚ୍ଛିନ୍ନ କରିବ।

Lamentations 3:65Lamentations 3

Lamentations 3:66 in Other Translations

King James Version (KJV)
Persecute and destroy them in anger from under the heavens of the LORD.

American Standard Version (ASV)
Thou wilt pursue them in anger, and destroy them from under the heavens of Jehovah.

Bible in Basic English (BBE)
You will go after them in wrath, and put an end to them from under the heavens of the Lord.

Darby English Bible (DBY)
pursue them in anger, and destroy them from under the heavens of Jehovah.

World English Bible (WEB)
You will pursue them in anger, and destroy them from under the heavens of Yahweh.

Young's Literal Translation (YLT)
Thou pursuest in anger, and destroyest them, From under the heavens of Jehovah!

Persecute
תִּרְדֹּ֤ףtirdōpteer-DOFE
and
destroy
בְּאַף֙bĕʾapbeh-AF
them
in
anger
וְתַשְׁמִידֵ֔םwĕtašmîdēmveh-tahsh-mee-DAME
under
from
מִתַּ֖חַתmittaḥatmee-TA-haht
the
heavens
שְׁמֵ֥יšĕmêsheh-MAY
of
the
Lord.
יְהוָֽה׃yĕhwâyeh-VA

Cross Reference

Psalm 8:3
ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁଏ।

Lamentations 3:43
ତୁମ୍ଭେ ନିଜେ କୋରଧ ରେ ଆଚ୍ଛାଦିତ ହାଇେଛ ଏବଂ ତୁମ୍ଭେ ଆମ୍ଭ ପଛ ରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦଯ ଭାବରେ ବଧ କରିଛ।

Jeremiah 10:11
ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'

Deuteronomy 25:19
ଏଥପାଇଁ ତୁମ୍ଭମାନେେ ଅମାଲକେୀଯମାନଙ୍କୁ ସମୂଳେ ଧ୍ବଂସ କରିବ। ତୁମ୍ଭମାନେେ ଏପରି କରିବ ଯେତବେେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶ ରେ ପ୍ରବେଶ କରିବ। ସହେି ଦେଶ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଚତକ୍ସ୍ଟର୍ଦିଗସ୍ଥ ତକ୍ସ୍ଟମ୍ଭ ଶତୃମାନଙ୍କଠାରକ୍ସ୍ଟ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରକ୍ସ୍ଟ ଅମାଲକେୀଯମାନଙ୍କୁ ସମୂଳେ ଧ୍ବଂସ କରବାକକ୍ସ୍ଟ ପଡିବ।

Isaiah 66:1
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?

Psalm 115:16
ସ୍ବର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ଯ ସନ୍ତାନଗଣଙ୍କୁ ପୃଥିବୀ ଦଇେଛନ୍ତି।

Psalm 73:15
ହେ ପରମେଶ୍ବର, ମୁଁ ଅନ୍ୟମାନଙ୍କୁ ଏ ବିଷଯରେ କହିବା ପାଇଁ ଚାହିଁଥିଲି। କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ବାସଘାତକତା ହାଇେଥାନ୍ତା।

Psalm 35:6
ସମାନଙ୍କେ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ, ୟାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସମାନଙ୍କେୁ ସହଜରେ ଧରି ପାରିବେ।

2 Kings 14:27
ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇଶ୍ରାୟେଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ୟୋଯାଶଙ୍କ ପୁତ୍ର ୟାରବିଯାମଙ୍କ ଦ୍ବାରା ସମାନଙ୍କେୁ ଉଦ୍ଧାର କଲେ।

Deuteronomy 29:20
ସଦାପ୍ରଭୁ ତାହାକକ୍ସ୍ଟ କ୍ଷମା କରିବାକୁ ସମ୍ମତ ହବେେ ନାହିଁ। ମାତ୍ର ତତ୍କ୍ଷଣାତ ସହେି ଲୋକପ୍ରତି ସଦାପ୍ରଭୁଙ୍କ କୋରଧ ଓ ଅନ୍ତଜର୍‌ବାଳା ସଧୂମ ହାଇେ ଉଠିବ।

Deuteronomy 7:24
ଆଉ ସେ ସମାନଙ୍କେର ରାଜାଗଣକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ଯାହାଫଳ ରେ ତୁମ୍ଭେ ଆକାଶ ମଣ୍ତଳର ତଳକ୍ସ୍ଟ ସମାନଙ୍କେ ନାମ ପୋଛି ଦବେ। ଯେତବେେଳେ ତୁମ୍ଭେ ସମାନଙ୍କେୁ ବିନାଶ କରିବ କହେି ତୁମ୍ଭମାନଙ୍କୁ ଅଟକାଇବାକକ୍ସ୍ଟ ସମର୍ଥ ହବେ ନାହିଁ।