Lamentations 3:24
ତେଣୁ ମାରେ ଅନ୍ତର କହୁଛି, ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।
Lamentations 3:24 in Other Translations
King James Version (KJV)
The LORD is my portion, saith my soul; therefore will I hope in him.
American Standard Version (ASV)
Jehovah is my portion, saith my soul; therefore will I hope in him.
Bible in Basic English (BBE)
I said to myself, The Lord is my heritage; and because of this I will have hope in him.
Darby English Bible (DBY)
Jehovah is my portion, saith my soul; therefore will I hope in him.
World English Bible (WEB)
Yahweh is my portion, says my soul; therefore will I hope in him.
Young's Literal Translation (YLT)
My portion `is' Jehovah, hath my soul said, Therefore I hope for Him.
| The Lord | חֶלְקִ֤י | ḥelqî | hel-KEE |
| is my portion, | יְהוָה֙ | yĕhwāh | yeh-VA |
| saith | אָמְרָ֣ה | ʾomrâ | ome-RA |
| soul; my | נַפְשִׁ֔י | napšî | nahf-SHEE |
| therefore | עַל | ʿal | al |
| כֵּ֖ן | kēn | kane | |
| will I hope | אוֹחִ֥יל | ʾôḥîl | oh-HEEL |
| in him. | לֽוֹ׃ | lô | loh |
Cross Reference
Psalm 16:5
ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।
Psalm 73:26
ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।
Lamentations 3:21
ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ ମାରେଆଶା ଅଛି।
Psalm 33:18
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ବର ସମାନଙ୍କେର ଯତ୍ନ ନିଅନ୍ତି ଓ ସମାନଙ୍କେ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସହେିମାନେ ତାଙ୍କର ସ୍ବର୍ଗୀଯ କରୁଣାରେ ରକ୍ଷା ପାଆନ୍ତି।
1 Peter 1:21
ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ବିଶ୍ବାସ କର। ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ବାସ ଓ ଭରସା ପରମେଶ୍ବରଙ୍କ ଠା ରେ ଅଛି।
Romans 15:12
ୟିଶାଇୟ ମଧ୍ଯ କୁହନ୍ତି,
Jeremiah 51:19
କିନ୍ତୁ ଯାକୁବଙ୍କ ଭାଗ ସେ ସବୁପରି ନୁହଁନ୍ତି। କାରଣ ପରମେଶ୍ବର ସକଳ ବସ୍ତୁର ସୃଷ୍ଟିକର୍ତ୍ତା, ତାଙ୍କୁ କହେି ଗଢ଼ି ନାହାଁନ୍ତି। ଇଶ୍ରାୟେଲ ତାଙ୍କର ନିଜସ୍ବ ଅଧିକାର। ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।
Jeremiah 10:16
ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।
Psalm 142:5
ସଦାପ୍ରଭୁ, ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକେ : ସଦାପ୍ରଭୁ ତୁମ୍ଭେ ମାରେ ନିରାପଦର ସ୍ଥାନ। ତୁମ୍ଭେ ହେଉଛ ସବୁକିଛି ୟାହା ମୁଁ ଜୀବନରେ ଦରକାର କରେ।
Psalm 130:7
ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
Psalm 84:12
ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ବାସ କରନ୍ତି ସମାନେେ କେତେ ଭାଗ୍ଯବାନ୍।
Psalm 62:8
ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।
Psalm 43:5
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
Psalm 42:11
ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
Psalm 31:24
ସାହସୀ ହୁଅ, ତା ହେଲେ ପରମେଶ୍ବର ତୁମ୍ଭକୁ ଶକ୍ତିଶାଳୀ କରିବେ। ହେ ଲୋକମାନେ ଯେଉଁମାନେ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିଛ।
Job 13:15
ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।
1 Chronicles 5:20
ମନଃଶିର ରୂବନେ ଓ ଗାଦ୍ ଗୋଷ୍ଠୀଯର ଏହି ଲୋକମାନେ ୟୁଦ୍ଧ କ୍ଷେତ୍ର ରେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେୁ ଯେପରି ସାହାୟ୍ଯ କରନ୍ତି, ଏଥିନିମନ୍ତେ ସମାନେେ ତାଙ୍କ ନିକଟରେ ବୀନତି କଲେ। କାରଣ ସମାନେେ ତାଙ୍କ ଠା ରେ ବିଶ୍ବାସ କରୁଥିଲେ। ତେଣୁ ପରମେଶ୍ବର ସମାନଙ୍କେୁ ସାହାୟ୍ଯ କଲେ। ହାଗରୀଯ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ବର ସମାନଙ୍କେୁ ଅନୁମତି ଦେଲେ। ଆହୁରି ମଧ୍ଯ ସମାନେେ ହାଗରୀଯ ଲୋକମାନଙ୍କ ସହିତ ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ପରାସ୍ତ କଲେ।
1 Samuel 30:6
ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।
Psalm 119:57
ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମାରେ କର୍ତ୍ତବ୍ଯ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।