Job 26:4
କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ ରରଣୋ ଦଲୋ ? କାହାର ଆତ୍ମା ତୁମ୍ଭ ଦ୍ବାରା କହିଲା ?
Job 26:4 in Other Translations
King James Version (KJV)
To whom hast thou uttered words? and whose spirit came from thee?
American Standard Version (ASV)
To whom hast thou uttered words? And whose spirit came forth from thee?
Bible in Basic English (BBE)
To whom have your words been said? and whose spirit came out from you?
Darby English Bible (DBY)
For whom hast thou uttered words? and whose spirit came from thee?
Webster's Bible (WBT)
To whom hast thou uttered words? and whose spirit came from thee?
World English Bible (WEB)
To whom have you uttered words? Whose spirit came forth from you?
Young's Literal Translation (YLT)
With whom hast thou declared words? And whose breath came forth from thee?
| To | אֶת | ʾet | et |
| whom | מִ֭י | mî | mee |
| hast thou uttered | הִגַּ֣דְתָּ | higgadtā | hee-ɡAHD-ta |
| words? | מִלִּ֑ין | millîn | mee-LEEN |
| whose and | וְנִשְׁמַת | wĕnišmat | veh-neesh-MAHT |
| spirit | מִ֝י | mî | mee |
| came | יָצְאָ֥ה | yoṣʾâ | yohts-AH |
| from | מִמֶּֽךָּ׃ | mimmekkā | mee-MEH-ka |
Cross Reference
1 Kings 22:23
ମୀଖାଯ ଶଷେ ରେ କହିଲେ, ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।
Job 20:3
ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।
Job 32:18
ମାରେ ବହୁତ କିଛି କହିବାର ଅଛି ଯେ ମୁଁ ପ୍ରାଯତଃ ବିସ୍ଫୋରଣ କରିୟିବି।
Ecclesiastes 12:7
ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପ ରେ ପୁଣି ଧୂଳିକୁ ଫରେିୟିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ବରଙ୍କ ନିକଟକୁ ଫରେିୟିବ।
1 Corinthians 12:3
ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ବରଙ୍କ ଆତ୍ମାପ୍ରାପ୍ତ ଲୋକ ଯୀଶୁ ଅଭିଶପ୍ତ ବୋଲି କଦାପି କହିବି ନାହିଁ। ପବିତ୍ର ଆତ୍ମାଙ୍କ ସାହାୟ୍ଯ ବିନା କୌଣସି ଲୋକ ଯୀଶୁ ପ୍ରଭୁ ଅଟନ୍ତି ବୋଲି କହିବ ନାହିଁ।
1 John 4:1
ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।
Revelation 16:13
ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସମାନେେ ବେଙ୍ଗ ପରି ଦଖାଯାେଉଥିଲେ। ସମାନେେ ସହେି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ଯଦ୍ ବକ୍ତା ମୁଖରୁ ବାହାରି ଆସିଲେ