Job 12:17
ପରମେଶ୍ବର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଚାରକମାନଙ୍କୁ ନିର୍ବୋଧ ରେ ପରିଣତ କରନ୍ତି।
Job 12:17 in Other Translations
King James Version (KJV)
He leadeth counsellors away spoiled, and maketh the judges fools.
American Standard Version (ASV)
He leadeth counsellors away stripped, And judges maketh he fools.
Bible in Basic English (BBE)
He takes away the wisdom of the wise guides, and makes judges foolish;
Darby English Bible (DBY)
He leadeth counsellors away spoiled, and judges maketh he fools;
Webster's Bible (WBT)
He leadeth counselors away spoiled, and maketh the judges fools.
World English Bible (WEB)
He leads counselors away stripped. He makes judges fools.
Young's Literal Translation (YLT)
Causing counsellors to go away a spoil, And judges He maketh foolish.
| He leadeth | מוֹלִ֣יךְ | môlîk | moh-LEEK |
| counsellers | יוֹעֲצִ֣ים | yôʿăṣîm | yoh-uh-TSEEM |
| away spoiled, | שׁוֹלָ֑ל | šôlāl | shoh-LAHL |
| judges the maketh and | וְֽשֹׁפְטִ֥ים | wĕšōpĕṭîm | veh-shoh-feh-TEEM |
| fools. | יְהוֹלֵֽל׃ | yĕhôlēl | yeh-hoh-LALE |
Cross Reference
2 Samuel 17:23
ଏହାପରେ ଅହୀଥୋଫଲ ଯେତବେେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନକ୍ସ୍ଟସା ରେ ଗଲାନାହିଁ, ସେ ତାଙ୍କ ଗଧ ଉପରେ ଚଢି ତାଙ୍କର ନିଜ ନଗରକକ୍ସ୍ଟ ଫରେିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହାଇେ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବର ରେ କବର ପାଇଲା।
Isaiah 29:14
ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'
2 Samuel 15:31
ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।
2 Samuel 17:14
ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।
Job 3:14
ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତ ରେ ଏହି ପୃଥିବୀ ରେ ଥିଲେ ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ବଂସାବସ୍ଥା ରେ ଅଛନ୍ତି।
Job 9:24
ଯେତବେେଳେ ଜଣେ ଦୁଷ୍ଟ ବ୍ଯକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ବର ସହେି ନେତାଙ୍କୁ ଗତି ରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି ? ଯଦି ପରମେଶ୍ବର ତାହା ନ କରନ୍ତି, ତବେେ କିଏ ?
Isaiah 19:12
ହେ ମିଶର, ତୁମ୍ଭର ଜ୍ଞାନୀ ବ୍ଯକ୍ତିଗଣ କେଉଁଠା ରେ ? ସହେି ଜ୍ଞାନୀ ବ୍ଯକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷଯ ରେ କି ମନ୍ତ୍ରଣା କରିଛନ୍ତି। ସମାନଙ୍କେୁ କ'ଣ ଘଟିବ କୁହନ୍ତୁ।
1 Corinthians 1:19
ଶାସ୍ତ୍ର ରେ ଲଖାେ ଅଛି :