Hebrews 9:20 in Oriya

Oriya Oriya Bible Hebrews Hebrews 9 Hebrews 9:20

Hebrews 9:20
ତା'ପରେ ମାଶାେ କହିଲେ, ଯେଉଁ ନିୟମଗୁଡ଼ିକୁ ପରମେଶ୍ବର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦଇେଛନ୍ତି, ସହେି ନିୟମର ରକ୍ତ ଏହି।

Hebrews 9:19Hebrews 9Hebrews 9:21

Hebrews 9:20 in Other Translations

King James Version (KJV)
Saying, This is the blood of the testament which God hath enjoined unto you.

American Standard Version (ASV)
saying, This is the blood of the covenant which God commanded to you-ward.

Bible in Basic English (BBE)
Saying, This blood is the sign of the agreement which God has made with you.

Darby English Bible (DBY)
saying, This [is] the blood of the covenant which God has enjoined to you.

World English Bible (WEB)
saying, "This is the blood of the covenant which God has commanded you."

Young's Literal Translation (YLT)
saying, `This `is' the blood of the covenant that God enjoined unto you,'

Saying,
λέγων,legōnLAY-gone
This
ΤοῦτοtoutoTOO-toh
is
the
τὸtotoh
blood
αἷμαhaimaAY-ma
of
the
τῆςtēstase
testament
διαθήκηςdiathēkēsthee-ah-THAY-kase
which
ἧςhēsase
God
hath
ἐνετείλατοeneteilatoane-ay-TEE-la-toh
enjoined
πρὸςprosprose
unto
ὑμᾶςhymasyoo-MAHS
you.
hooh
θεόςtheosthay-OSE

Cross Reference

Matthew 26:28
ଏ ଦ୍ରାକ୍ଷାରସ ମାରେରକ୍ତ। ମାରେ ରକ୍ତ ରେ ପରମେଶ୍ବରଙ୍କ ଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନକେ ଲୋକଙ୍କର ପାପକୁ କ୍ଷମା କରିଦିଆୟିବା ପାଇଁ ଏ ରକ୍ତ ଦିଆ ଯାଉଛି।

Exodus 24:8
ଏହାପରେ ମାଶାେ ସହେି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହାଇେଥିବା ନିଯମର ରକ୍ତ।

Deuteronomy 29:12
ତୁମ୍ଭମାନେେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରେ ଚକ୍ସ୍ଟକ୍ତି କରିବା ପାଇଁ ଏଠା ରେ ଛିଡା ହାଇେଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚକ୍ସ୍ଟକ୍ତି କରୁଛନ୍ତି।

Joshua 9:6
ଏହିପରି ଭାବରେ ସମାନେେ ଗିଲ୍ଗଲ୍ ନିକଟସ୍ଥ

Zechariah 9:11
ହେ ୟିରୁଶାଲମ, କାରଣ ରକ୍ତ ଦ୍ବାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ ମାହେରାଙ୍କିତ ହାଇେଛି। ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ।

Hebrews 13:20
ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ।