Hebrews 9:1
ପ୍ରଥମ ନିୟମ ରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ଯ ଥିଲା।
Hebrews 9:1 in Other Translations
King James Version (KJV)
Then verily the first covenant had also ordinances of divine service, and a worldly sanctuary.
American Standard Version (ASV)
Now even a first `covenant' had ordinances of divine service, and its sanctuary, `a sanctuary' of this world.
Bible in Basic English (BBE)
Now the first agreement had its rules of worship, and a holy order.
Darby English Bible (DBY)
The first therefore also indeed had ordinances of service, and the sanctuary, a worldly one.
World English Bible (WEB)
Now indeed even the first{TR adds "tabernacle"} covenant had ordinances of divine service, and an earthly sanctuary.
Young's Literal Translation (YLT)
It had, indeed, then (even the first tabernacle) ordinances of service, also a worldly sanctuary,
| εἶχέν | eichen | EE-HANE | |
| Then | μὲν | men | mane |
| verily | οὖν | oun | oon |
| the | καὶ | kai | kay |
| first had | ἡ | hē | ay |
| covenant | πρώτη | prōtē | PROH-tay |
| also | σκηνή | skēnē | skay-NAY |
| ordinances service, divine | δικαιώματα | dikaiōmata | thee-kay-OH-ma-ta |
| of | λατρείας | latreias | la-TREE-as |
| τό | to | toh | |
| and a | τε | te | tay |
| worldly | ἅγιον | hagion | A-gee-one |
| κοσμικόν | kosmikon | koh-smee-KONE |
Cross Reference
Exodus 25:8
ପରମେଶ୍ବର ଏହା ମଧ୍ଯ କହିଲେ, ସମାନେେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ରସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ମୁଁ ସମାନଙ୍କେ ମଧିଅରେ ବାସ କରିବି।
Hebrews 9:10
ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।
Hebrews 8:2
ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ311 ରେ ସବୋ କାର୍ୟ୍ଯ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନ ରେ ନୁହେଁ, ମାତ୍ର ପରମେଶ୍ବରଙ୍କ ଦ୍ବାରା ନିର୍ମିତ ସହେି ଉପାସନା ସ୍ଥଳ ରେ ସବୋ କରନ୍ତି।
Hebrews 8:13
ପରମେଶ୍ବର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହାଇଯୋଇଛି, ତାହା ଅତିଶୀଘ୍ର ଲୋପ ପାଇୟିବ।
Hebrews 8:7
ଯଦି ପ୍ରଥମ ନିୟମ ରେ କୌଣସି ଦୋଷ ନ ଥାନ୍ତା ତା' ହେଲେ ସଠାେରେ ଦ୍ବିତୀୟ ନିୟମର ଆବଶ୍ଯକତା ନ ଥାନ୍ତା।
Colossians 2:8
ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।
Luke 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
Ezekiel 43:11
ଯଦି ସମାନେେ ସମାନଙ୍କେର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସମାନଙ୍କେୁ ମନ୍ଦିରର ନକ୍ସା ବିଷଯ ରେ ଜଣାଅ। ଆଉ ସମାନେେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସମାନଙ୍କେୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତେ ଆକୃତି ଓ ତହିଁର ସମସ୍ତ ବ୍ଯବସ୍ଥା ସମାନଙ୍କେୁ ଜଣାଅ। ଏବଂ ସମାନଙ୍କେ ଉପସ୍ଥିତି ରେ ସେସବୁ ଲେଖ।
Numbers 9:12
ସମାନେେ ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ରଖିବେ ନାହିଁ। ସମାନେେ ମଷେ ବତ୍ସର କୌଣସି ହାଡ ଭାଗିଂବେ ନାହିଁ, ଆଉ ସମାନେେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
Leviticus 22:9
ଏଣୁ ସମାନେେ ମାରେ ନିଯମ ଯତ୍ନ ସହକା ରେ ରକ୍ଷା କରିବା ଉଚିତ୍। ଯଦି ସମାନେେ ତାହା ନକରନ୍ତି, ତବେେ ସେଥି ସକାେଶ ସମାନେେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହବୋକୁ ମୁଁ ବାଛିଛି।
Leviticus 18:30
ଏଣୁ ତୁମ୍ଭମାନେେ ପୂର୍ବପରି ଘୃଣ୍ଯକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
Leviticus 18:3
ଅତୀତ ରେ ତୁମ୍ଭମାନେେ ମିଶର ଦେଶ ରେ ବାସ କରୁଥିଲ, ସହେି ଦେଶ ରେ ସମାନେେ କଲାପରି, ତୁମ୍ଭମାନେେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦବୋକୁ ଯାଉଅଛି, ସଠାେରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁକିମ୍ବା ସମାନଙ୍କେର ପ୍ରଥା ଅନୁସରୋ ଚଳିବ ନାହିଁ।