Hebrews 6:14
ପରମେଶ୍ବର କହିଲେ : ମୁଁ ଅବଶ୍ଯ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।307
Hebrews 6:14 in Other Translations
King James Version (KJV)
Saying, Surely blessing I will bless thee, and multiplying I will multiply thee.
American Standard Version (ASV)
saying, Surely blessing I will bless thee, and multiplying I will multiply thee.
Bible in Basic English (BBE)
Saying, Be certain that I will give you my blessing, and make your numbers very great.
Darby English Bible (DBY)
saying, Surely blessing I will bless thee, and multiplying I will multiply thee;
World English Bible (WEB)
saying, "Most surely I will bless you, and I will surely multiply you."
Young's Literal Translation (YLT)
saying, `Blessing indeed I will bless thee, and multiplying I will multiply thee;'
| Saying, | λέγων, | legōn | LAY-gone |
| Surely | Ἦ | ē | ay |
| μὴν | mēn | mane | |
| blessing | εὐλογῶν | eulogōn | ave-loh-GONE |
| I will bless | εὐλογήσω | eulogēsō | ave-loh-GAY-soh |
| thee, | σε | se | say |
| and | καὶ | kai | kay |
| multiplying | πληθύνων | plēthynōn | play-THYOO-none |
| I will multiply | πληθυνῶ | plēthynō | play-thyoo-NOH |
| thee. | σε· | se | say |
Cross Reference
Genesis 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
Genesis 17:2
ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନଇେ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।
Genesis 48:4
ପରମେଶ୍ବର ମାେତେ କହିଲେ, ' ଦେଖ ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦବେି।
Exodus 32:13
ମନରେଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସବେକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, 'ଆକାଶ ରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହବେ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦବେି। ସହେି ଭୂମି ତୁମ୍ଭମାନଙ୍କର ଅନନ୍ତକାଳ ହବେ।'
Deuteronomy 1:10
ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।
Nehemiah 9:23
ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।