Ezekiel 7:26
ଗୋଟିଏ ବିପର୍ୟ୍ଯଯ ପ ରେ ଆଉ ଗୋଟିଏ ବିପର୍ୟ୍ଯଯ ଘଟିବ ଓ ଜନରବ ଉପ ରେ ଜନରବ ହବେ। ତେଣୁ ତୁମ୍ଭମାନେେ ଭବିଷ୍ଯଦବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ।
Ezekiel 7:26 in Other Translations
King James Version (KJV)
Mischief shall come upon mischief, and rumour shall be upon rumour; then shall they seek a vision of the prophet; but the law shall perish from the priest, and counsel from the ancients.
American Standard Version (ASV)
Mischief shall come upon mischief, and rumor shall be upon rumor; and they shall seek a vision of the prophet; but the law shall perish from the priest, and counsel from the elders.
Bible in Basic English (BBE)
Destruction will come on destruction, and one story after another; and the vision of the prophet will be shamed, and knowledge of the law will come to an end among the priests, and wisdom among the old.
Darby English Bible (DBY)
Mischief shall come upon mischief, and rumour shall be upon rumour; and they shall seek a vision from a prophet; but the law shall perish from the priest, and counsel from the elders.
World English Bible (WEB)
Mischief shall come on mischief, and rumor shall be on rumor; and they shall seek a vision of the prophet; but the law shall perish from the priest, and counsel from the elders.
Young's Literal Translation (YLT)
Mischief on mischief cometh, and report is on report, And they have sought a vision from a prophet, And law doth perish from the priest, And counsel from the elders,
| Mischief | הוָֹ֤ה | hôâ | hoh-AH |
| shall come | עַל | ʿal | al |
| upon | הוָֹה֙ | hôāh | hoh-AH |
| mischief, | תָּב֔וֹא | tābôʾ | ta-VOH |
| and rumour | וּשְׁמֻעָ֥ה | ûšĕmuʿâ | oo-sheh-moo-AH |
| be shall | אֶל | ʾel | el |
| upon | שְׁמוּעָ֖ה | šĕmûʿâ | sheh-moo-AH |
| rumour; | תִּֽהְיֶ֑ה | tihĕye | tee-heh-YEH |
| then shall they seek | וּבִקְשׁ֤וּ | ûbiqšû | oo-veek-SHOO |
| vision a | חָזוֹן֙ | ḥāzôn | ha-ZONE |
| of the prophet; | מִנָּבִ֔יא | minnābîʾ | mee-na-VEE |
| but the law | וְתוֹרָה֙ | wĕtôrāh | veh-toh-RA |
| perish shall | תֹּאבַ֣ד | tōʾbad | toh-VAHD |
| from the priest, | מִכֹּהֵ֔ן | mikkōhēn | mee-koh-HANE |
| and counsel | וְעֵצָ֖ה | wĕʿēṣâ | veh-ay-TSA |
| from the ancients. | מִזְּקֵנִֽים׃ | mizzĕqēnîm | mee-zeh-kay-NEEM |
Cross Reference
Jeremiah 4:20
ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।
Micah 3:6
ଏଥିପାଇଁ ତୁମ୍ଭମାନେେ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହବେ। ଭବିଷ୍ଯତ୍ ରେ କ'ଣ ଘଟିବ ତୁମ୍ଭମାନେେ ତାହା ଦେଖିପାରିବ ନାହିଁ। ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହବେ। ସୂର୍ୟ୍ଯ ସହେି ଭବିଷ୍ଯତ୍ବକ୍ତାଗଣଙ୍କ ଉପ ରେ ଅସ୍ତମିତ ହବେେ, ତେଣୁ ସମାନଙ୍କେ ପାଇଁ ଦିବସ ଅନ୍ଧକାର ତୁଲ୍ଯ ହବେ।
Ezekiel 14:1
ଅନନ୍ତର ଇଶ୍ରାୟେଲର ପ୍ରାଚୀନଗଣ ମଧ୍ଯରୁ କେତଜେଣ ମାେ ନିକଟକୁ ଆସି ମାେ ସମ୍ମୁଖ ରେ ବସିଲେ।
Psalm 74:9
ଆମ୍ଭମାନେେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ଯଦ୍ବକ୍ତା ଆଉ ନାହାନ୍ତି। କ'ଣ କରିବାକୁ ହବେ କହେି ଜାଣନ୍ତି ନାହିଁ।
Ezekiel 20:1
ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗଙ୍କ ମଧ୍ଯରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମାେ ସମ୍ମୁଖ ରେ ବସିଲେ।
Jeremiah 37:17
ତାହାପ ରେ ସିଦିକିଯ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହ ରେ ଗୋପନ ରେ ତାଙ୍କୁ ପଚାରିଲେ, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ଯ ଆସିଅଛି କି ?
Jeremiah 21:2
ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।
Jeremiah 18:18
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।
Amos 8:11
ସଦାପ୍ରଭୁ କୁହନ୍ତି:
Ezekiel 33:31
ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।
Ezekiel 8:1
ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନ ରେ ଆମ୍ଭେ ଆପଣା ଗୃହ ରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖ ରେ ବସିଥିଲେ। ଏହି ସମୟରେ ମାରେ ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଅଧିଷ୍ଠିତ ହେଲା।
Lamentations 2:9
ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।
Jeremiah 38:14
ତତ୍ପ ରେ ସିଦିକିଯ ରାଜା ଲୋକ ପଠାଇ ଭବିଷ୍ଯଦବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କୁ ମନ୍ଦିରର ତୃତୀୟ ପ୍ରବେଶ ଦ୍ବାର ଦଇେ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଚାରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସହ ସତ କହିବ।
Isaiah 47:11
ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ ; ତୁମ୍ଭେ ଜାଣିବ ନାହିଁ ଏହା କେତବେେଳେ ଘଟିବ। ତୁମ୍ଭ ଉପ ରେ ବିପଦ ପଡ଼ିବ। ମାତ୍ର ତୁମ୍ଭେ ତାହା ଦୂର କରିପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହବେ, ତାହା ତୁମ୍ଭେ ଜାଣିବ ନାହିଁ।
Deuteronomy 32:23
'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପରେ ଅମଙ୍ଗଳ ଦବୋ। ଆମ୍ଭେ ଆପଣା ବାଣସବୁ ସମାନଙ୍କେ ଉପରେ ବ୍ଯଯ କରିବା।
Leviticus 26:28
ତବେେ ଆମ୍ଭେ କୋର୍ଧ ରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦବୋ।
Leviticus 26:24
ମୁଁ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବି ଓ ତୁମ୍ଭମାନଙ୍କ ପାପ ସକାେଶ ମୁଁ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବ।
Leviticus 26:21
ଆଉ ଯଦି ତୁମ୍ଭମାନେେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତବେେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଲେଶ ଦବୋ। ତୁମ୍ଭମାନେେ ଯେତେ ଅଧିକ ପାପ କରିବ େସତେ ଅଧିକ ଦଣ୍ତ ପାଇବ।
Leviticus 26:18
ଏସବୁ ହେଲାପରେ ଯବେେ ତୁମ୍ଭେ ଆମ୍ଭ ବାକ୍ଯ ରେ ମନୋୟୋଗ ନ କରିବ ତବେେ ଆମ୍ଭେ ତୁମ୍ଭମାନଙ୍କର ପାପ ୟୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦବୋ।