Ezekiel 38:23
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
Ezekiel 38:23 in Other Translations
King James Version (KJV)
Thus will I magnify myself, and sanctify myself; and I will be known in the eyes of many nations, and they shall know that I am the LORD.
American Standard Version (ASV)
And I will magnify myself, and sanctify myself, and I will make myself known in the eyes of many nations; and they shall know that I am Jehovah.
Bible in Basic English (BBE)
And I will make my name great and make myself holy, and I will make myself clear to a number of nations; and they will be certain that I am the Lord.
Darby English Bible (DBY)
And I will magnify myself, and sanctify myself, and I will be known in the eyes of many nations, and they shall know that I [am] Jehovah.
World English Bible (WEB)
I will magnify myself, and sanctify myself, and I will make myself known in the eyes of many nations; and they shall know that I am Yahweh.
Young's Literal Translation (YLT)
And I have magnified Myself, and sanctified Myself, And I have been known before the eyes of many nations, And they have known that I `am' Jehovah!
| Thus will I magnify myself, | וְהִתְגַּדִּלְתִּי֙ | wĕhitgaddiltiy | veh-heet-ɡa-deel-TEE |
| myself; sanctify and | וְהִתְקַדִּשְׁתִּ֔י | wĕhitqaddištî | veh-heet-ka-deesh-TEE |
| and I will be known | וְנ֣וֹדַעְתִּ֔י | wĕnôdaʿtî | veh-NOH-da-TEE |
| eyes the in | לְעֵינֵ֖י | lĕʿênê | leh-ay-NAY |
| of many | גּוֹיִ֣ם | gôyim | ɡoh-YEEM |
| nations, | רַבִּ֑ים | rabbîm | ra-BEEM |
| know shall they and | וְיָדְע֖וּ | wĕyodʿû | veh-yode-OO |
| that | כִּֽי | kî | kee |
| I | אֲנִ֥י | ʾănî | uh-NEE |
| am the Lord. | יְהוָֽה׃ | yĕhwâ | yeh-VA |
Cross Reference
Psalm 9:16
ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।
Ezekiel 36:23
ଦୁଷ୍ଟମାନଙ୍କ ମଧିଅରେ ଅପବିତ୍ର ହାଇେଥିବା ମାରେ ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭମାନେେ କଳୁଷିତ କଲ, ତାହା ହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଲେ।'
Ezekiel 37:28
ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଇଶ୍ରାୟେଲକୁ ମାରେବିଶଷେ ଲୋକ କଲେ। କାରଣ ମାରେ ପବିତ୍ରସ୍ଥାନ ସର୍ବଦା ସମାନଙ୍କେ ମଧିଅରେ ରହିବ।'
Ezekiel 38:16
ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।'
Revelation 19:1
ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :
Ezekiel 39:7
ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ମାରେପବିତ୍ର ନାମକୁ ଜ୍ଞାତ କରାଇବି। ମାରେ ପବିତ୍ର ନାମକୁ ଆଉ ଅପବିତ୍ର ହବୋକୁ ଦବେି ନାହିଁ। ତାହା ହେଲେ ମୁଁ ଯେ ଇଶ୍ରାୟେଲ ମଧିଅରେ ଧର୍ମମଯ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀଯମାନେ ଜାଣିବେ।
Ezekiel 39:13
ଦେଶର ସମସ୍ତ ଜନସାଧାରଣ ସମାନଙ୍କେୁ କବର ଦବେେ। ସଦାପ୍ରଭୁ, ମାରେ ପ୍ରଭୁ କହିଲେ, ମୁଁ ଗୌରବାନ୍ବିତ ହବେି ଏବଂ ସହେି ଦିନଟି ସମାନଙ୍କେ ପାଇଁ ସ୍ମରଣୀଯ ହାଇେ ରହିବ।
Ezekiel 39:27
ମୁଁ ସମାନଙ୍କେୁ ଯେଉଁଦିନ ନାନା ଜାତି ମଧ୍ଯରୁ ପୁନର୍ବାର ଆଣିବି ଏବଂ ସମାନଙ୍କେୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନକେ ଦେଶମାନଙ୍କ ଦୃଷ୍ଟି ରେ ମୁଁ ମାରେ ପବିତ୍ରତା ସମାନଙ୍କେ ମଧିଅରେ ଦଖାଇବେି।
Revelation 15:3
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :