Ezekiel 23:35 in Oriya

Oriya Oriya Bible Ezekiel Ezekiel 23 Ezekiel 23:35

Ezekiel 23:35
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ତୁମ୍ଭେ ଆମ୍ଭକୁ ପାଶୋରି ଦଇେଛ ଓ ମାେତେ ତୁମ୍ଭ ପଛ ରେ ପକାଇ ଛାଡ଼ି ଚାଲିୟାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ଯ ଚିନ୍ତାଗୁଡ଼ିକ ଓ ବ୍ଯଭିଚାରିତାର ପାଇଁ ଦଣ୍ଡ ସହିବ।'

Ezekiel 23:34Ezekiel 23Ezekiel 23:36

Ezekiel 23:35 in Other Translations

King James Version (KJV)
Therefore thus saith the Lord GOD; Because thou hast forgotten me, and cast me behind thy back, therefore bear thou also thy lewdness and thy whoredoms.

American Standard Version (ASV)
Therefore thus saith the Lord Jehovah: Because thou hast forgotten me, and cast me behind thy back, therefore bear thou also thy lewdness and thy whoredoms.

Bible in Basic English (BBE)
So this is what the Lord has said: Because you have not kept me in your memory, and because your back has been turned to me, you will even undergo the punishment of your evil designs and your loose ways.

Darby English Bible (DBY)
Therefore thus saith the Lord Jehovah: Because thou hast forgotten me, and cast me behind thy back, therefore bear thou also thy lewdness and thy fornications.

World English Bible (WEB)
Therefore thus says the Lord Yahweh: Because you have forgotten me, and cast me behind your back, therefore bear you also your lewdness and your prostitution.

Young's Literal Translation (YLT)
Therefore, thus said the Lord Jehovah: Because thou hast forgotten Me, And thou dost cast Me behind thy back, Even thou also bear thy wickedness and thy whoredoms.'

Therefore
לָכֵ֗ןlākēnla-HANE
thus
כֹּ֤הkoh
saith
אָמַר֙ʾāmarah-MAHR
the
Lord
אֲדֹנָ֣יʾădōnāyuh-doh-NAI
God;
יְהוִ֔הyĕhwiyeh-VEE
Because
יַ֚עַןyaʿanYA-an
forgotten
hast
thou
שָׁכַ֣חַתְּšākaḥatsha-HA-haht
me,
and
cast
אוֹתִ֔יʾôtîoh-TEE
behind
me
וַתַּשְׁלִ֥יכִיwattašlîkîva-tahsh-LEE-hee
thy
back,
אוֹתִ֖יʾôtîoh-TEE
therefore
bear
אַחֲרֵ֣יʾaḥărêah-huh-RAY
thou
גַוֵּ֑ךְgawwēkɡa-WAKE
also
וְגַםwĕgamveh-ɡAHM
thy
lewdness
אַ֛תְּʾatat
and
thy
whoredoms.
שְׂאִ֥יśĕʾîseh-EE
זִמָּתֵ֖ךְzimmātēkzee-ma-TAKE
וְאֶתwĕʾetveh-ET
תַּזְנוּתָֽיִךְ׃taznûtāyiktahz-noo-TA-yeek

Cross Reference

1 Kings 14:9
କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।

Ezekiel 22:12
'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Jeremiah 3:21
ବୃକ୍ଷଶୂନ୍ଯ ପାହାଡ଼ ଉପ ରେ ଇଶ୍ରାୟେଲ ଲୋକମାନଙ୍କର ରୋଦନ ତୁମ୍ଭମାନେେ ଶୁଣିବ। ସମାନେେ ଜାରେ ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି। କାରଣ ସମାନେେ କୁଟିଳ ପଥଗାମୀ ହାଇେଛନ୍ତି ଓ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କୁ ପାଶୋରି ଦଇେଛନ୍ତି।

Isaiah 17:10
ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।

Hosea 13:6
ସହେି ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦଲେୁ। ସମାନେେ ସହେି ଖାଦ୍ୟ ଖାଇଲେ। ସମାନେେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସମାନେେ ଗର୍ବୀ ହାଇଗେଲେ ଏବଂ ମାେତେ ଭୁଲିଗଲେ।

Hosea 8:14
ଇଶ୍ରାୟେଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସହେି ସୁଦୃଢ ଦୁର୍ଗକୁ ପୋଡି଼ ଧ୍ବଂସ କରିବା।

Jeremiah 32:33
ସମାନେେ ଆମ୍ଭ ପ୍ରତି ବିମୁଖ ହାଇେ ଆମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଆମ୍ଭେ ସମାନଙ୍କେୁ ବାରମ୍ବାର ଶିକ୍ଷା ଦେଲେ ନାହିଁ। ସମାନେେ ତାହା ଶୁଣି ନାହାଁନ୍ତି।

Jeremiah 2:32
ଜଣେ ୟୁବତୀ କ'ଣ ନିଜର ଅଳଙ୍କାରକୁ ଭୁଲିପା ରେ ? ଜଣେ କନ୍ଯା କ'ଣ ତା'ର ପୋଷାକକୁ ଭୁଲି ପାରିବ ? କିନ୍ତୁ ମାରେ ଲୋକମାନେ ମାେତେ ଅସଂଖ୍ଯ ଥର ପାଶୋରି ଅଛନ୍ତି।

Romans 1:28
ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରପ୍ତ କରିବାକୁ ଲୋକେ ଗୁରୁତ୍ବ ଦେଲନୋହିଁ। ସେଥିପାଇଁ ପରମେଶ୍ବର ସମାନଙ୍କେୁ ସମାନଙ୍କେ ବିକୃତ ଚ଼ିନ୍ତା ରେ ରହିବାକୁ ଛାଡ଼ି ଦେଲେ ଓ ସମାନେେ ଅନୁଚ଼ିତ କର୍ମକରି ରହିଲେ।

Ezekiel 44:10
ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।

Ezekiel 23:45
କିନ୍ତୁ ଧାର୍ମିକମାନେ ବ୍ଯଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସା ରେ ସମାନଙ୍କେର ବିଚାର କରିବେ। ଏହି କାରଣ ୟୋଗୁ ସମାନେେ ବ୍ଯଭିଚାରିଣୀ ଓ ନରହତ୍ଯାର ରକ୍ତ ସମାନଙ୍କେ ହସ୍ତ ରେ ଅଛି।

Ezekiel 7:4
ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କାର୍ୟ୍ଯ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ଯ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।

Jeremiah 23:27
ସହେି ଭବିଷ୍ଯଦବକ୍ତାଗଣ ଆପଣା ଆପଣା ପ୍ରତିବେଶୀଙ୍କୁ ମିଥ୍ଯା ସ୍ବପ୍ନ କଥା କହି ମାରେ ନାମକୁ ମାେ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଚାହାଁନ୍ତି। ଯେପରି ସମାନଙ୍କେର ପୂର୍ବପୁରୁଷଗଣ ବାଲ୍ଦବେ ସକାେଶ ମାରେ ନାମ ପାଶୋରି ପକାଇଲେ।

Jeremiah 13:25
ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭମାନେେ ମାେତେ ପାଶୋରିଲ ଓ ମିଥ୍ଯା ଦବଗେଣ ରେ ବିଶ୍ବାସ କଲ।

Nehemiah 9:26
ତଥାପି ସମାନେେ ଅନାଜ୍ଞାବହ ହେଲେ। ସମାନେେ ତୁମ୍ଭ ବିରୁଦ୍ଧ ରେ ଦ୍ରୋହାଚରଣ କଲେ। ସମାନେେ ତୁମ୍ଭର ବ୍ଯବସ୍ଥା ନିଜ ପଛକୁ ପକାଇଲେ। ସମାନେେ ତୁମ୍ଭର ଯେଉଁ ଭବିଷ୍ଯଦ୍ବକ୍ତାମାନେ ତୁମ୍ଭ ପାଖକୁ ଫରେି ଆସିବା ପାଇଁ ୟୁକ୍ତି କଲେ, ସମାନଙ୍କେୁ ହତ୍ଯା କଲେ ସମାନେେ ସହେି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀଯ କାର୍ୟ୍ଯ କଲେ।

Numbers 18:22
ମାତ୍ର ଇଶ୍ରାୟେଲର ଅନ୍ୟମାନେ ସମାଗମ ତମ୍ବୁ ନିକଟକୁ ଆସିବେ ନାହିଁ। ସମାନେେ ଆସିଲେ ମରିବେ।

Numbers 14:34
ଗୋଟିଏ ବର୍ଷ ଗୋଟିଏ ଦିନ ହିସାବ ରେ ତୁମ୍ଭମାନେେ ଚାଳିଶ ବର୍ଷ ସହେି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତଣେେ ବୁଲିବ, ତା'ପରେ ମାରେ କୋରଧ ତୁମ୍ଭେ ଜାଣିବ।

Leviticus 24:15
ଆଉ ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ ଯେ କହେି ଆପଣା ପରମେଶ୍ବରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।