Ezekiel 23:34
ତୁମ୍ଭେ ସହେି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସହେି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ୟନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି।
Ezekiel 23:34 in Other Translations
King James Version (KJV)
Thou shalt even drink it and suck it out, and thou shalt break the sherds thereof, and pluck off thine own breasts: for I have spoken it, saith the Lord GOD.
American Standard Version (ASV)
Thou shalt even drink it and drain it out, and thou shalt gnaw the sherds thereof, and shalt tear thy breasts; for I have spoken it, saith the Lord Jehovah.
Bible in Basic English (BBE)
And after drinking it and draining it out, you will take the last drops of it to the end, pulling off your breasts: for I have said it, says the Lord.
Darby English Bible (DBY)
thou shalt even drink it and suck it out, and thou shalt gnaw the sherds thereof, and pluck off thine own breasts: for I have spoken [it], saith the Lord Jehovah.
World English Bible (WEB)
You shall even drink it and drain it out, and you shall gnaw the broken pieces of it, and shall tear your breasts; for I have spoken it, says the Lord Yahweh.
Young's Literal Translation (YLT)
And thou hast drunk it, and hast drained `it', And its earthen ware thou dost gnaw, And thine own breasts thou pluckest off, For I have spoken, An affirmation of the Lord Jehovah,
| Thou shalt even drink | וְשָׁתִ֨ית | wĕšātît | veh-sha-TEET |
| out, it suck and it | אוֹתָ֜הּ | ʾôtāh | oh-TA |
| break shalt thou and | וּמָצִ֗ית | ûmāṣît | oo-ma-TSEET |
| the sherds | וְאֶת | wĕʾet | veh-ET |
| off pluck and thereof, | חֲרָשֶׂ֛יהָ | ḥărāśêhā | huh-ra-SAY-ha |
| thine own breasts: | תְּגָרֵ֖מִי | tĕgārēmî | teh-ɡa-RAY-mee |
| for | וְשָׁדַ֣יִךְ | wĕšādayik | veh-sha-DA-yeek |
| I | תְּנַתֵּ֑קִי | tĕnattēqî | teh-na-TAY-kee |
| spoken have | כִּ֚י | kî | kee |
| it, saith | אֲנִ֣י | ʾănî | uh-NEE |
| the Lord | דִבַּ֔רְתִּי | dibbartî | dee-BAHR-tee |
| God. | נְאֻ֖ם | nĕʾum | neh-OOM |
| אֲדֹנָ֥י | ʾădōnāy | uh-doh-NAI | |
| יְהוִֽה׃ | yĕhwi | yeh-VEE |
Cross Reference
Psalm 75:8
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ଓ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।
Isaiah 51:17
ହେ ୟିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ, କାରଣ ସଦାପ୍ରଭୁ ତୁମ୍ଭ ଉପ ରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦଇେଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛି। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନଇେ ତାହାକୁ ଶଷେ କରିଅଛ।
Ezekiel 23:3
ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।
Ezekiel 23:8
ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ।
Revelation 18:7
ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।