Ezekiel 23:3
ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।
Ezekiel 23:3 in Other Translations
King James Version (KJV)
And they committed whoredoms in Egypt; they committed whoredoms in their youth: there were their breasts pressed, and there they bruised the teats of their virginity.
American Standard Version (ASV)
and they played the harlot in Egypt; they played the harlot in their youth; there were their breasts pressed, and there was handled the bosom of their virginity.
Bible in Basic English (BBE)
They were acting like loose women in Egypt; when they were young their behaviour was loose: there their breasts were crushed, even the points of their young breasts were crushed.
Darby English Bible (DBY)
And they committed whoredom in Egypt; they committed whoredom in their youth: there were their breasts pressed, and there were handled the teats of their virginity.
World English Bible (WEB)
and they played the prostitute in Egypt; they played the prostitute in their youth; there were their breasts pressed, and there was handled the bosom of their virginity.
Young's Literal Translation (YLT)
And they go a-whoring in Egypt, In their youth they have gone a-whoring, There they have bruised their breasts, And there they have dealt with the loves of their virginity.
| And they committed whoredoms | וַתִּזְנֶ֣ינָה | wattiznênâ | va-teez-NAY-na |
| in Egypt; | בְמִצְרַ֔יִם | bĕmiṣrayim | veh-meets-RA-yeem |
| whoredoms committed they | בִּנְעוּרֵיהֶ֖ן | binʿûrêhen | been-oo-ray-HEN |
| in their youth: | זָנ֑וּ | zānû | za-NOO |
| there | שָׁ֚מָּה | šāmmâ | SHA-ma |
| breasts their were | מֹעֲכ֣וּ | mōʿăkû | moh-uh-HOO |
| pressed, | שְׁדֵיהֶ֔ן | šĕdêhen | sheh-day-HEN |
| and there | וְשָׁ֣ם | wĕšām | veh-SHAHM |
| bruised they | עִשּׂ֔וּ | ʿiśśû | EE-soo |
| the teats | דַּדֵּ֖י | daddê | da-DAY |
| of their virginity. | בְּתוּלֵיהֶֽן׃ | bĕtûlêhen | beh-too-lay-HEN |
Cross Reference
Leviticus 17:7
ତହିଁରେ ସମାନେେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ଯଭିଚାର କରୁଅଛନ୍ତି, ସମାନଙ୍କେ ଉଦ୍ଦେଶ୍ଯ ରେ ଆଉ ବଳିଦାନ କରିବେ ନାହିଁ। ଏହା ସମାନଙ୍କେର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।
Joshua 24:14
ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ଯ ଶକ୍ସ୍ଟଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକା ରେ ସବୋ କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶର ରେ ଥିବା ବେଳେ ସବୋ କରୁଥିବା ଦବେତାଗଣଙ୍କକ୍ସ୍ଟ ଫରାତ୍ ନଦୀର ଅପର ପାଶର୍ବକକ୍ସ୍ଟ ଫିଙ୍ଗିଦିଅ। ଏବଂ ବିନା ଦିହକ୍ସ୍ଟଦା ରେ ଏହି ସଦାପ୍ରଭୁଙ୍କୁ ସବୋ କର।
Ezekiel 16:22
ଏବଂ ତୁମ୍ଭର ସବୁ ଘୃଣ୍ଯ ଓ ବ୍ଯଭିଚାର କାର୍ୟ୍ଯ କଲା ବେଳେ ଆପଣା ୟୌବନାବସ୍ଥା ରେ ସହେି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତ ରେ କିପରି ଛଟପଟ ହେଉଛିଲା ତାହା ସ୍ମରଣ କଲ ନାହିଁ।
Deuteronomy 29:16
ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭମାନେେ ମିଶର ରେ କିପରି ଥିଲକ୍ସ୍ଟ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହକ୍ସ୍ଟ ଦେଶ ଅତିକ୍ରାନ୍ତ କରି ଆସିଲକ୍ସ୍ଟ।
Ezekiel 20:8
କିନ୍ତୁ ସମାନେେ ମାରେ ବିରୁଦ୍ଧାଚରଣ କଲେ ଓ ମାେ କଥା ଶୁଣିଲେ ନାହିଁ। ସମାନେେ ପ୍ରେତ୍ୟକକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ଯ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀଯ ପ୍ରତିମାମାନଙ୍କୁ ପରିତ୍ଯାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧିଅରେ ସମାନଙ୍କେୁ ଧ୍ବଂସ କରିବାକୁ ସମାନଙ୍କେ ପ୍ରତିକୂଳ ରେ ଆପଣା କୋପ ଢ଼ାଳିଲି।
Ezekiel 23:8
ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ।
Ezekiel 23:19
ସେ ଅଧିକରୁ ଅଧିକ ତା'ର ବେଶ୍ଯାବୃତ୍ତି ବଢ଼ାଇ ଚାଲିଲା। ୟୌବନ କାଳ ରେ ମିଶର ଦେଶ ରେ ଯେଉଁ ବେଶ୍ଯାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ଯଭିଚାରିତା ବୃଦ୍ଧି କଲା।
Ezekiel 23:21
ହେ ଅହଲୀବା, ତୁମ୍ଭେ ୟୌବନ କାଳ ରେ ମିଶରୀଯମାନଙ୍କ ଦ୍ବାରା ଯେପରି ତୁମ୍ଭର କୁଚାଗ୍ରକୁ ମର୍ଦ୍ଦନ କରାଉଥିଲ, ସହେି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ।
Hosea 2:15
ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।