Exodus 22:20 in Oriya

Oriya Oriya Bible Exodus Exodus 22 Exodus 22:20

Exodus 22:20
ଯଦି କହେି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦବେତାଙ୍କୁ ବଳିଦାନ ଉତ୍ସବ କରେ , ତବେେ ସେ ବର୍ଜ୍ଜନୀଯ ହାଇେ ବିନଷ୍ଟ ହବେ।

Exodus 22:19Exodus 22Exodus 22:21

Exodus 22:20 in Other Translations

King James Version (KJV)
He that sacrificeth unto any god, save unto the LORD only, he shall be utterly destroyed.

American Standard Version (ASV)
He that sacrificeth unto any god, save unto Jehovah only, shall be utterly destroyed.

Bible in Basic English (BBE)
Complete destruction will come on any man who makes offerings to any other god but the Lord.

Darby English Bible (DBY)
-- He that sacrificeth to [any] god, save to Jehovah only, shall be devoted to destruction.

Webster's Bible (WBT)
He that sacrificeth to any god, save to the LORD only, he shall be utterly destroyed.

World English Bible (WEB)
"He who sacrifices to any god, except to Yahweh only, shall be utterly destroyed.

Young's Literal Translation (YLT)
`He who is sacrificing to a god, save to Jehovah alone, is devoted.

He
that
sacrificeth
זֹבֵ֥חַzōbēaḥzoh-VAY-ak
unto
any
god,
לָֽאֱלֹהִ֖יםlāʾĕlōhîmla-ay-loh-HEEM
save
יָֽחֳרָ֑םyāḥŏrāmya-hoh-RAHM
Lord
the
unto
בִּלְתִּ֥יbiltîbeel-TEE
only,
לַֽיהוָ֖הlayhwâlai-VA
he
shall
be
utterly
destroyed.
לְבַדּֽוֹ׃lĕbaddôleh-va-doh

Cross Reference

Numbers 25:7
ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।

Deuteronomy 17:2
ଯଦି କେତକେ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିଯମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମାେ ଆଦେଶ ବିରକ୍ସ୍ଟଦ୍ଧ ରେ ୟାଆନ୍ତି, ଯେ କୌଣସି ନଗର ମଧିଅରେ ଯେଉଁଗୁଡିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି ଏବଂ ତାଙ୍କର ନିଯମ ଭଂଗ କରନ୍ତି।

Deuteronomy 18:20
କିନ୍ତୁ ଯେତବେେଳେ ଜଣେ ଭବିଷ୍ଯଦ୍ବକ୍ତା ମାେ ନାମ ରେ କୌଣସି ଅନକ୍ସ୍ଟଚିତ୍ କଥା କ ହେ, ଯାହା ମୁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦଇନୋହିଁ। ସହେି ଭବିଷ୍ଯଦ୍ବକ୍ତାର ମୃତକ୍ସ୍ଟ୍ଯଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତକେ ଭବିଷ୍ଯଦ୍ବକ୍ତା ଅନ୍ୟ ଦବଗେଣଙ୍କ ନାମ ରେ କହନ୍ତି, ତବେେ ସହେି ଭବିଷ୍ଯଦ୍ବକ୍ତାଗଣ ନିଶ୍ଚଯ ମୃତକ୍ସ୍ଟ୍ଯଦଣ୍ତ ପାଇବେ।

Deuteronomy 13:1
ଯଦି କୌଣସି ଭବିଷ୍ଯଦ୍ବକ୍ତା ଅବା କୌଣସି ସ୍ବପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ୟ୍ଯ କର୍ମମାନ ଦଖାେଏ ବା କୌଣସି ଚିହ୍ନ ଦଖାେଏ,

Numbers 21:3
ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।

Numbers 25:2
ସମାନଙ୍କେର ଭଣ୍ତ ଦବେତାଙ୍କୁ ବଳିଦବୋ ନିମନ୍ତେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସମାନେେ ବଳିଦାନ ଭୋଜନ କଲେ ଓ ସମାନଙ୍କେ ଭଣ୍ତ ଦବେତାଗଣଙ୍କୁ ପୂଜା କଲେ।

Joshua 23:15
ସଦାପ୍ରଭୁ ପରମେଶ୍ବର ଯେଉଁ ସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ଏକାପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ଯ ହବୋକକ୍ସ୍ଟ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭକ୍ସ୍ଟଲକର, ତବେେ ତକ୍ସ୍ଟମ୍ଭପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦଇେଥିବା ଉତ୍ତମ ଦେଶରକ୍ସ୍ଟ ତୁମ୍ଭକୁ ଦୂରକକ୍ସ୍ଟ ନଇେଯିବେ।