Deuteronomy 15:1 in Oriya

Oriya Oriya Bible Deuteronomy Deuteronomy 15 Deuteronomy 15:1

Deuteronomy 15:1
ପ୍ରତି ସାତ ବର୍ଷର ଶଷେ ରେ, ତୁମ୍ଭମାନେେ ସମସ୍ତ ଋଣ ଛାଡ କରିଦବେ।

Deuteronomy 15Deuteronomy 15:2

Deuteronomy 15:1 in Other Translations

King James Version (KJV)
At the end of every seven years thou shalt make a release.

American Standard Version (ASV)
At the end of every seven years thou shalt make a release.

Bible in Basic English (BBE)
At the end of every seven years there is to be a general forgiveness of debt.

Darby English Bible (DBY)
At the end of seven years thou shalt make a release,

Webster's Bible (WBT)
At the end of every seven years thou shalt make a release.

World English Bible (WEB)
At the end of every seven years you shall make a release.

Young's Literal Translation (YLT)
`At the end of seven years thou dost make a release,

At
the
end
מִקֵּ֥ץmiqqēṣmee-KAYTS
of
every
seven
שֶֽׁבַעšebaʿSHEH-va
years
שָׁנִ֖יםšānîmsha-NEEM
thou
shalt
make
תַּֽעֲשֶׂ֥הtaʿăśeta-uh-SEH
a
release.
שְׁמִטָּֽה׃šĕmiṭṭâsheh-mee-TA

Cross Reference

Deuteronomy 31:10
ଏହାପରେ ମାଶାେ ପ୍ରାଚୀନବର୍ଗମାନଙ୍କୁ କହିଲେ, ପ୍ରେତ୍ୟକକ ସାତବର୍ଷ ଶଷେ ରେ ଋଣ ଛାଡ ବର୍ଷର ନିରୂପିତ ସମୟରେ ପତ୍ରକକ୍ସ୍ଟଟୀର ପର୍ବ ରେ।

Exodus 23:10
ମଞ୍ଜି ବୁଣା, ଶସ୍ଯ ଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର।

Leviticus 25:2
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବୋ, ତୁମ୍ଭମାନେେ ସହେି ଦେଶ ରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂମି ବିଶ୍ରାମ କରିବ।

Exodus 21:2
ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।

Isaiah 61:1
ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।

Jeremiah 36:8
ତେଣୁ ନରେିଯର ପୁତ୍ର ବାରୂକ ଯିରିମିୟ ଭବିଷ୍ଯଦବକ୍ତାଙ୍କର କହିବାନୁସା ରେ ସମସ୍ତ କାର୍ୟ୍ଯ କରି ସହେି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ପାଠ କଲେ।

Luke 4:18
ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ