3 John 1:1
ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।
3 John 1:1 in Other Translations
King James Version (KJV)
The elder unto the wellbeloved Gaius, whom I love in the truth.
American Standard Version (ASV)
The elder unto Gaius the beloved, whom I love in truth.
Bible in Basic English (BBE)
I, a ruler in the church, send word to the well loved Gaius, for whom I have true love.
Darby English Bible (DBY)
The elder to the beloved Gaius, whom I love in truth.
World English Bible (WEB)
The elder to Gaius the beloved, whom I love in truth.
Young's Literal Translation (YLT)
The Elder to Gaius the beloved, whom I love in truth!
| The | Ὁ | ho | oh |
| elder | πρεσβύτερος | presbyteros | prase-VYOO-tay-rose |
| unto the | Γαΐῳ | gaiō | ga-EE-oh |
| wellbeloved | τῷ | tō | toh |
| Gaius, | ἀγαπητῷ | agapētō | ah-ga-pay-TOH |
| whom | ὃν | hon | one |
| I | ἐγὼ | egō | ay-GOH |
| love | ἀγαπῶ | agapō | ah-ga-POH |
| in | ἐν | en | ane |
| the truth. | ἀληθείᾳ | alētheia | ah-lay-THEE-ah |
Cross Reference
Romans 16:23
ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।
1 Corinthians 1:14
ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ଯରୁ ଆଉ କାହାରିକୁ ବାପ୍ତିଜିତ ନ ଦଇେ ଥିବାରୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ।
1 John 3:18
ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।
Acts 19:29
ସମ୍ପୂର୍ଣ୍ଣ ସହର ରେ ଚ଼ହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀଯା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନଇେ ସମାନେେ ଖଳେ ପଡ଼ିଆ ଆଡ଼କୁ ଦୌଡ଼ିଲେ।
Acts 20:4
ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।
2 John 1:1
ପ୍ରାଚୀନ ଯେ ମୁଁ, ପରମେଶ୍ବରଙ୍କ ଦ୍ବାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି :