2 Timothy 4:20
ଏରାଷ୍ଟ କରିନ୍ଥ ନଗରଠା ରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠା ରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ।
2 Timothy 4:20 in Other Translations
King James Version (KJV)
Erastus abode at Corinth: but Trophimus have I left at Miletum sick.
American Standard Version (ASV)
Erastus remained at Corinth: but Trophimus I left at Miletus sick.
Bible in Basic English (BBE)
Erastus was stopping at Corinth; but Trophimus, when I last saw him was at Miletus, ill.
Darby English Bible (DBY)
Erastus remained in Corinth, but Trophimus I left behind in Miletus sick.
World English Bible (WEB)
Erastus remained at Corinth, but I left Trophimus at Miletus sick.
Young's Literal Translation (YLT)
Erastus did remain in Corinth, and Trophimus I left in Miletus infirm;
| Erastus | Ἔραστος | erastos | A-ra-stose |
| abode | ἔμεινεν | emeinen | A-mee-nane |
| at | ἐν | en | ane |
| Corinth: | Κορίνθῳ | korinthō | koh-REEN-thoh |
| but | Τρόφιμον | trophimon | TROH-fee-mone |
| Trophimus | δὲ | de | thay |
| left I have | ἀπέλιπον | apelipon | ah-PAY-lee-pone |
| at | ἐν | en | ane |
| Miletum | Μιλήτῳ | milētō | mee-LAY-toh |
| sick. | ἀσθενοῦντα | asthenounta | ah-sthay-NOON-ta |
Cross Reference
Acts 20:4
ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।
Acts 19:22
ତେଣୁ ସେ ତାହାଙ୍କର ଦୁଇଜଣ ସାହାୟ୍ଯକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆ ରେ କଟାଇଲେ।
Acts 21:29
ସମାନେେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସମାନେେ ଅନୁମାନ କରି ନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।
Acts 20:15
ତହିଁ ଆରଦିନ ଆମ୍ଭେ ସଠାରୁେ ଜାହାଜ ରେ ଖିଅ ଉପଦ୍ବୀପ ସାମନା ରେ ଆସି ପହଞ୍ଚିଲୁ। ତା'ପରେ ଦ୍ବିତୀୟ ଦିନ ଆମ୍ଭେ ମିଳିତ ନଗର ରେ ପହଞ୍ଚିଲୁ।
Romans 16:23
ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।
Acts 20:17
ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚ଼ୀନମାନଙ୍କୁ ଡ଼କାଇଲେ।
Philippians 2:26
ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହତେୁ ସେ ଚିନ୍ତିତ ଥିଲେ।