2 Thessalonians 2:5
ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।
2 Thessalonians 2:5 in Other Translations
King James Version (KJV)
Remember ye not, that, when I was yet with you, I told you these things?
American Standard Version (ASV)
Remember ye not, that, when I was yet with you, I told you these things?
Bible in Basic English (BBE)
Have you no memory of what I said when I was with you, giving you word of these things?
Darby English Bible (DBY)
Do ye not remember that, being yet with you, I said these things to you?
World English Bible (WEB)
Don't you remember that, when I was still with you, I told you these things?
Young's Literal Translation (YLT)
Do ye not remember that, being yet with you, these things I said to you?
| Remember ye | Οὐ | ou | oo |
| not, | μνημονεύετε | mnēmoneuete | m-nay-moh-NAVE-ay-tay |
| that, | ὅτι | hoti | OH-tee |
| when I was | ἔτι | eti | A-tee |
| yet | ὢν | ōn | one |
| with | πρὸς | pros | prose |
| you, | ὑμᾶς | hymas | yoo-MAHS |
| I told | ταῦτα | tauta | TAF-ta |
| you | ἔλεγον | elegon | A-lay-gone |
| these things? | ὑμῖν | hymin | yoo-MEEN |
Cross Reference
Matthew 16:9
ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।
Mark 8:18
ତୁମ୍ଭମାନଙ୍କର କ'ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭମାନେେ ଦେଖି ପାରୁନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭମାନେେ ଶୁଣି ପାରିନାହଁ? ଆମ୍ଭ ପାଖ ରେ ଯେତବେେଳେ ଖାଇବାକୁ ୟଥେଷ୍ଟ ରୋଟୀ ନଥିଲା, ମୁଁ ସେତବେେଳେ କ'ଣ କରିଥିଲି ତୁମ୍ଭମାନଙ୍କର କ'ଣ ତାହା ମନେ ନାହିଁ?
Luke 24:6
ଯୀଶୁ ଏଠା ରେ ନାହାଁନ୍ତି, ସେ ମୃତ୍ଯୁରୁ ଜୀବିତ ହାଇେ ଉଠିଛନ୍ତି। ସେ ଗାଲିଲୀ ରେ ଥିଲା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡୁଛି କି?
John 16:4
ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତବେେଳେ ଏସବୁ ଘଟିବାର ସମୟ ଆସିବ, ସେତବେେଳେ ତୁମ୍ଭମାନେେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
Acts 20:31
ତେଣୁ ତୁମ୍ଭମାନେେ ସାବଧାନ ହାଇେ ରୁହ। ତୁମ୍ଭମାନେେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଖ ରେ ରହି ଆଖିର ଲୁହ ରେ ପ୍ରେତ୍ୟକକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଥିଲି।
Galatians 5:21
ପରଶ୍ରୀକାତରତା, ନିଶାସକ୍ତ ହବୋ, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ଯ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମ ରେ ଲିପ୍ତ ରୁହନ୍ତି, ସମାନେେ କୌଣସି ପ୍ରକା ରେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାର ପାଇବେ ନାହିଁ।
1 Thessalonians 2:11
ତୁମ୍ଭମାନେେ ଓ ପରମେଶ୍ବର ମଧ୍ଯ ଜାଣନ୍ତି ଯେ, ଏହା ସତ୍ଯ। ପିତା ନିଜ ସନ୍ତାନମାନଙ୍କୁ ସ୍ନହେ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନହପେୂର୍ବକ ବ୍ଯବହାର କରିଛୁ।
2 Thessalonians 3:10
ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ : ଯଦି ଜଣେ କାମ ନ କରିବ, ତା' ହେଲେ ସେ ଖାଇବ ନାହିଁ।
2 Peter 1:15
ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।