2 Samuel 23:30
ପିରିଯା ଥୋନୀଯ ବନାଯ, ଗାଶ-ନଦୀତୀର ନିବାସୀ ହିଦ୍ଦଯ,
2 Samuel 23:30 in Other Translations
King James Version (KJV)
Benaiah the Pirathonite, Hiddai of the brooks of Gaash,
American Standard Version (ASV)
Benaiah a Pirathonite, Hiddai of the brooks of Gaash.
Bible in Basic English (BBE)
Benaiah the Pirathonite, Hiddai of the valleys of Gaash,
Darby English Bible (DBY)
Benaiah a Pirathonite, Hiddai of the brooks of Gaash,
Webster's Bible (WBT)
Benaiah the Pirathonite, Hiddai of the brooks of Gaash,
World English Bible (WEB)
Benaiah a Pirathonite, Hiddai of the brooks of Gaash.
Young's Literal Translation (YLT)
Benaiah the Pirathonite, Hiddai of the brooks of Gaash,
| Benaiah | בְּנָיָ֙הוּ֙ | bĕnāyāhû | beh-na-YA-HOO |
| the Pirathonite, | פִּרְעָ֣תֹנִ֔י | pirʿātōnî | peer-AH-toh-NEE |
| Hiddai | הִדַּ֖י | hidday | hee-DAI |
| of the brooks | מִנַּ֥חֲלֵי | minnaḥălê | mee-NA-huh-lay |
| of Gaash, | גָֽעַשׁ׃ | gāʿaš | ɡA-ash |
Cross Reference
Judges 12:15
ଏହାପରେ ସେ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଅମାଲକେୀଯ ପର୍ବତମଯ ଦେଶ ଅନ୍ତର୍ଗତ ଇଫ୍ରଯିମ ଦେଶସ୍ଥ ଫିରିଯାଥୋନ ରେ କବର ଦିଆଗଲା।
Joshua 24:30
ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।
Judges 2:9
ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
Judges 12:13
ଏଲୋନଙ୍କର ମୃତକ୍ସ୍ଟ୍ଯପରେ ହିଲ୍ଲଲରେ ପକ୍ସ୍ଟତ୍ର ଅବ୍ଦୋନ୍ ଇଶ୍ରାୟେଲର ବିଗ୍ଭରକ ହେଲେ। ସେ ଫିରିଯାଥୋନ ସହରର ଥିଲେ।
1 Chronicles 27:14
ବନାଯ ଏକାଦଶତମ ସନୋଧ୍ଯକ୍ଷ ଥିଲେ। ବନାଯ ଏକାଦଶ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ପିରିଯାଥୋରୁ ଆସିଥିଲେ। ବନାଯ ଇଫ୍ରଯିମ ପରିବାରବର୍ଗରୁ ଆସିଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।
Deuteronomy 1:24
ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।
1 Chronicles 11:31
ବିନ୍ଯାମୀନସ୍ଥ ରୀବିଯାର ଗୀବଯଙ୍କ ପୁତ୍ର ଇତ୍ତଯ, ପିରିଯାଥୋନୀଯ ବନାଯ ;