2 Samuel 23:19
ସେ ଏହି ତିନିଙ୍କ ମଧିଅରେ ପ୍ରସିଦ୍ଧ ଥିଲା। ଏହି ହତେକ୍ସ୍ଟ ସେ ସମାନଙ୍କେର ସନୋପତି ହେଲା। ତଥାପି ସେ ପ୍ରଥମ ତିନିଜଣଙ୍କ ତକ୍ସ୍ଟଲ୍ଯ ନ ଥିଲା।
2 Samuel 23:19 in Other Translations
King James Version (KJV)
Was he not most honorable of three? therefore he was their captain: howbeit he attained not unto the first three.
American Standard Version (ASV)
Was he not most honorable of the three? therefore he was made their captain: howbeit he attained not unto the `first' three.
Bible in Basic English (BBE)
Was he not the noblest of the thirty? so he was made their captain: but he was not equal to the first three.
Darby English Bible (DBY)
Was he not most honourable of three? and he was their captain; but he did not attain to the [first] three.
Webster's Bible (WBT)
Was he not most honorable of three? therefore he was their captain: yet he attained not to the first three.
World English Bible (WEB)
Wasn't he most honorable of the three? therefore he was made their captain: however he didn't attain to the [first] three.
Young's Literal Translation (YLT)
Of the three is he not the honoured? and he becometh their head; and unto the `first' three he hath not come.
| Was he not | מִן | min | meen |
| most | הַשְּׁלֹשָׁה֙ | haššĕlōšāh | ha-sheh-loh-SHA |
| honourable | הֲכִ֣י | hăkî | huh-HEE |
| three? of | נִכְבָּ֔ד | nikbād | neek-BAHD |
| therefore he was | וַיְהִ֥י | wayhî | vai-HEE |
| captain: their | לָהֶ֖ם | lāhem | la-HEM |
| howbeit he attained | לְשָׂ֑ר | lĕśār | leh-SAHR |
| not | וְעַד | wĕʿad | veh-AD |
| unto | הַשְּׁלֹשָׁ֖ה | haššĕlōšâ | ha-sheh-loh-SHA |
| the first three. | לֹא | lōʾ | loh |
| בָֽא׃ | bāʾ | va |
Cross Reference
2 Samuel 23:9
ତା'ପରେ ଅହାହେୀୟ ବଂଶଜ ଦୋଦୟର ପକ୍ସ୍ଟତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନିଜଣ ଶକ୍ତିଶାଳୀ ବୀରଙ୍କ ମଧିଅରେ ଜଣେ ଥିଲା, ଯେତବେେଳେ ସମାନେେ ପଲେଷ୍ଟୀୟମାନଙ୍କୁ ମକ୍ସ୍ଟକାବକ୍ସ୍ଟଲା କଲେ, ସମାନେେ ଦାଉଦଙ୍କ ସହିତ ଥିଲେ। ସମାନେେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲ କିନ୍ତୁ ଇଶ୍ରାୟେଲ ଲୋକମାନେ ଦୌଡି ପଳାଇଲେ।
2 Samuel 23:13
ତା'ପରେ ରାଜାଙ୍କର ବିଶଷେ ଦଳର ତିନିଜଣ ଲୋକ ଶସ୍ଯ ଅମଳ ସମୟରେ ଗଲେ ଓ ଅଦକ୍ସ୍ଟଲ୍ଲମ ଦାଉଦଙ୍କ ନିକଟକକ୍ସ୍ଟ ଗଲେ। ସେତବେେଳେ ପଲେଷ୍ଟୀୟମାନଙ୍କ ସୈନ୍ଯ ରଫାଯୀମ ତଳ ଭୂମିରେ ଛାଉଣୀ ସ୍ଥାପନ କରିଥିଲେ।
2 Samuel 23:16
ତହିଁରେ ସହେି ତିନି ବୀର ରାସ୍ତା ରେ ପଲେଷ୍ଟୀୟମାନଙ୍କ ସୈନ୍ଯ ମଧ୍ଯ ଦଇେ ପଶିୟାଇ ବୈଥ୍ଲହମେ ନଗରଦ୍ବାର ନିକଟସ୍ଥ କୂଅରକ୍ସ୍ଟ ପାଣି ଆଣିଲେ। ମାତ୍ର ସେ ତହିଁରକ୍ସ୍ଟ ପିଇବାକକ୍ସ୍ଟ ସମ୍ମତ ନ ହାଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାହାକକ୍ସ୍ଟ ଢାଳି ଦେଲେ।
1 Chronicles 11:25
ବନାଯ ତିରିଶ ଜଣ ବୀରଙ୍କଠାରୁ ମଧ୍ଯ ବିଖ୍ଯାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ଯରୁ ଜଣେ ନ ଥିଲେ। ଦାଉଦ ବନାଯଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।
Matthew 13:8
ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।
Matthew 13:23
ଭଲ ମାଟି ଉପରେ ପଡିଥିବା ବୀଜର ଅର୍ଥ କ'ଣ? ସହେି ଲୋକ ଭଳି ସେ ସୁମାଚାର ଶୁଣେ ଓ ତାକୁ ବୁଝିପା ରେ। ସେ ଲୋକ ସଫଳ ହୁଏ। ସହେି ସଫଳତା େ ବେଳବେଳେ ଶ ହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ପର୍ୟ୍ଯନ୍ତ ମିଳିଥାଏ।
1 Corinthians 15:41
ସୂର୍ୟ୍ଯର ଜ୍ଯୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ଯୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ଯୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ଯୋତିଃ, ଅନ୍ୟ ତାରାମାନଙ୍କ ଠାରୁ ଅଲଗା।