2 Samuel 14:27 in Oriya

Oriya Oriya Bible 2 Samuel 2 Samuel 14 2 Samuel 14:27

2 Samuel 14:27
ଅବଶା ଲୋମର ତିନି ପକ୍ସ୍ଟତ୍ର ଓ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ତାମର ଥିଲା। ତାମର ମଧ୍ଯ ଭାରୀ ସକ୍ସ୍ଟନ୍ଦରୀ ଥିଲେ।

2 Samuel 14:262 Samuel 142 Samuel 14:28

2 Samuel 14:27 in Other Translations

King James Version (KJV)
And unto Absalom there were born three sons, and one daughter, whose name was Tamar: she was a woman of a fair countenance.

American Standard Version (ASV)
And unto Absalom there were born three sons, and one daughter, whose name was Tamar: she was a woman of a fair countenance.

Bible in Basic English (BBE)
And Absalom was the father of three sons and of one daughter named Tamar, who was very beautiful.

Darby English Bible (DBY)
And to Absalom there were born three sons, and one daughter, whose name was Tamar: she was a woman of a beautiful countenance.

Webster's Bible (WBT)
And to Absalom there were born three sons, and one daughter, whose name was Tamar: she was a woman of a fair countenance.

World English Bible (WEB)
To Absalom there were born three sons, and one daughter, whose name was Tamar: she was a woman of a beautiful face.

Young's Literal Translation (YLT)
And there are born to Absalom three sons, and one daughter, and her name `is' Tamar; she was a woman of a fair appearance.

And
unto
Absalom
וַיִּוָּֽלְד֤וּwayyiwwālĕdûva-yee-wa-leh-DOO
there
were
born
לְאַבְשָׁלוֹם֙lĕʾabšālômleh-av-sha-LOME
three
שְׁלוֹשָׁ֣הšĕlôšâsheh-loh-SHA
sons,
בָנִ֔יםbānîmva-NEEM
and
one
וּבַ֥תûbatoo-VAHT
daughter,
אַחַ֖תʾaḥatah-HAHT
name
whose
וּשְׁמָ֣הּûšĕmāhoo-sheh-MA
was
Tamar:
תָּמָ֑רtāmārta-MAHR
she
הִ֣יאhîʾhee
was
הָֽיְתָ֔הhāyĕtâha-yeh-TA
woman
a
אִשָּׁ֖הʾiššâee-SHA
of
a
fair
יְפַ֥תyĕpatyeh-FAHT
countenance.
מַרְאֶֽה׃marʾemahr-EH

Cross Reference

2 Samuel 18:18
ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକା ରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, ମାରେ ନାମକକ୍ସ୍ଟ ଜୀବିତ ରଖିବା ପାଇଁ ମାରେ ପକ୍ସ୍ଟତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ। ସହେି ନାମ ଅଦ୍ଯପି ଅବଶା ଲୋମର ସମାଧିସ୍ତକ୍ସ୍ଟପ ରହିଅଛି।

2 Samuel 13:1
ଦାଉଦଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାର ନାମ ଥିଲା ଅବଶାଲୋମ। ଅବଶା ଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସକ୍ସ୍ଟନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପକ୍ସ୍ଟତ୍ର ଥିଲା ଅମ୍ମାନେ।

Job 18:16
ତା'ର ମୂଳ ଶୁଷ୍କ ହାଇଯେିବ ଓ ତା'ର ଉପରର ଡ଼ାଳ ଶାଖାପ୍ରଶାଖା ମରିୟିବ।

Isaiah 14:22
ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ମୁଁ ସମାନଙ୍କେ ବିପକ୍ଷ ରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ବଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛନ୍ନ କରିବି। ଆଉ ମଧ୍ଯ ସମାନଙ୍କେର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ବଂସ କରିବି।' ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।

Jeremiah 22:30
ସଦାପ୍ରଭୁ କହନ୍ତି, କନିଯ ବିଷଯ ରେ ଏହି କଥା ଲେଖ, ' ସେ ନିଃସନ୍ତାନ ହବେ। ସେ ନିଜ ଜୀବନକାଳ ମଧିଅରେ ଭାଗ୍ଯବାନ୍ ହବେ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନ ରେ ବସିବ ନାହିଁ କି ଯିହୁଦା ଉପ ରେ ଆପଣା ଶାସନ କତ୍ତୃର୍ତ୍ବ କରି ଭାଗ୍ଯବାନ ହବେ ନାହିଁ।'